Browsing Category

ପ୍ରମୁଖ ଖବର

ବିଷାକ୍ତ ଖାଦ୍ୟରୁ ୩ ଭାଇଭଉଣୀ ମୃତ; ୨ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତ କାରଣରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର ୨ ଜଣ ମଧ୍ୟରେ ମାଆ ଓ ଆଉ ଜଣେ ଝିଅ ଥିବା
Read More...

କାର୍‌ରେ ଜଳିଗଲେ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ

ନାସିକ : ମହାରାଷ୍ଟ୍ରର ବରିଷ୍ଠ ଏନ୍‌ସିପି ନେତା ସଞ୍ଜୟ ସିନ୍ଦେଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ସେ ଯାଉଥିବା କାର୍‌ରେ ସର୍ଟସର୍କିଟ ଯୋଗୁଁ ଅଚାନକ ନିଆଁ ଲାଗିଯିବାରୁ କାର୍‌ ଜଳିଯିବା ସହ ଏଥିରେ ଥିବା ସିନ୍ଦେ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସିନ୍ଦେ ନିଜ ଅଙ୍ଗୁର ବଗିଚା
Read More...

ମାର୍କେଟ୍ କମ୍ପ୍‌ଲେକ୍ସ‌ରେ ଭୟାବହ ଅଗ୍ନିକାଣ୍ଡ

ରାଇରଙ୍ଗପୁର : ରାଇରଙ୍ଗପୁର ସହର ଗୋଲାଇ ଛକ ନିକଟସ୍ଥ ଫ୍ରେଣ୍ଡସ କର୍ଣ୍ଣର ବ୍ୟବସାୟ ପ୍ରତିଷ୍ଠାନ ଓ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି। ଘଟଣା ସ୍ଥଳରେ ମୟୂରଭଞ୍ଜ ଏସପି, ରାଇରଙ୍ଗପୁର ଉପଜିଲ୍ଲାପାଳ, ଏସଡିପିଓ,
Read More...

ମୌସୁମି ସକ୍ରିୟ : ଦୁଇଦିନ ବଜ୍ରପାତ ସହ ବର୍ଷା

ଭୁବନେଶ୍ୱର : ତେଲଙ୍ଗାନା ଉପରେ ଥିବା ଅପବାତ କର୍ଣ୍ଣାଟକ ମୁହାଁଇବା ସହିତ ଇତିମଧ୍ୟରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ତେବେ ସଡ଼ିଶା ଉପରେ ଅବପାତର କୌଣସି ପ୍ରଭାବ ନଥିଲେ ମଧ୍ୟ ଟ୍ରଫ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ଥିବାରୁ କିଛି ସ୍ଥାନରେ ବର୍ଷା ଲାଗିରହିଛି।
Read More...

ରାଜ୍ୟରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୪୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୪୬୨ଓ ୧୦୦୮ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧ରେ ପହଞ୍ଚିଛି। ୨,୩୫,୭୬୩ ସୁସ୍ଥ ହୋଇ ଘରକୁ ଫେରିଥିବା
Read More...

ତିର୍ତୋଲରେ ସିପିଆଇର ବିଜୟ କୁମାର ଭୋଇଙ୍କ ପ୍ରାର୍ଥୀ ପତ୍ର ଦାଖଲ

ଜଗତସିଂହପୁର: ଆଜି ତିର୍ତୋଲ ସଂରକ୍ଷିତ ଆସନ ୧୦୨ ନିର୍ବାଚନ ମଣ୍ଡଳୀ ନିମନ୍ତେ ୪ର୍ତ ଦିନରେ ସି:ପି:ଆଇ ପ୍ରାର୍ଥୀ ଭାବେ ବିଜୟ କୁମାର ଭୋଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଏକକିତା ନାମାଙ୍କନ ପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସହୁଙ୍କ ନିକଟରେ
Read More...

ଓଡ଼ିଶା ଉପରେ ଆଉ ରହିବନି ବର୍ଷା ପ୍ରଭାବ, ବନ୍ୟା ଆଶଙ୍କା ବି ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ବର: ବର୍ଷା ପ୍ରଭାବରେ ଗଜପତି ଓ ଗଂଜାମ ଜିଲ୍ଲାରେ କିଛି ମାତ୍ରାରେ କ୍ଷୟ କ୍ଷତି ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି, ୧୬ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ତେବେ ବଡ ଧରଣ କୌଣସି ବିପଦ ନାହିଁ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର
Read More...

ରୋନାଲ୍‌ଡୋଙ୍କୁ କରୋନା

ଲିସବନ: ପର୍ତ୍ତୁଗାଲର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ୍‌ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପଜିଟିଭ୍‌ ଆସିଥିଲେ ମଧ୍ୟ ୩୫ ବର୍ଷୀୟ ଜୁଭେଣ୍ଟସ ଷ୍ଟ୍ରାଇକର ରୋନାଲ୍‌ଡୋଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ।
Read More...

୨୪ଘଣ୍ଟାରେ ୭୪,୬୩୨ଜଣ ସୁସ୍ଥ, ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା
Read More...

୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଭଦ୍ରକ : ନିଶା କାରବାର ପେଣ୍ଠସ୍ଥଳୀ ପାଲଟିଛି ଭଦ୍ରକ ଜିଲ୍ଲା। ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ପରେ ବି ନିଶା କାରବାର ଥମୁନି। ଆଜି ବାସୁଦେବପୁର ଥାନା ଅଞ୍ଚଳରୁ ପୁଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ଅଭିଯୁକ୍ତଦ୍ବୟ
Read More...