Browsing Category

ପ୍ରମୁଖ ଖବର

ବାଦଲଫଟା ବର୍ଷାରେ ୭ ମୃତ: ୩୦ ନିଖୋଜ

ଜମ୍ମୁ: ଜମ୍ମୁ ଓ କଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ସଙ୍ଗେ ସଙ୍ଗେ ୩୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି । ଭୂସ୍ଖଳନକୁ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି
Read More...

ରାଜ୍ୟରେ ଚାଲିଛି କରୋନା ମୃତ୍ୟୁର ଅଡିଟ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାର ଅଡିଟ ଶେଷ ହେଉ ନାହିଁ । ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି । ହେଲେ ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା
Read More...

ଥମୁନି ପେଗାସସ୍ ଝଡ : ଚାଲିପାରୁନି ପାର୍ଲଆମେଂଟ

ନୂଆଦିଲ୍ଲୀ: ଇସାଏଲ୍‌ର ସ୍ପାଇୱେଲ୍ ପେଗାସସ୍ ଦ୍ୱାରା ଗୁଇନ୍ଦାଗିରି କରାଯିବା ମାମଲାକୁ ନେଇ ବିରୋଦ୍ଧି ଦଳର ହଟଗୋଳ ଯୋଗୁଁ କ୍ରମାଗତ ୭ଦିନ ପାଇଁ ପାର୍ଲାମେଂଟର ମୌସୁମୀ ଅଧିବେଶନ ଅଚଳ ହୋଇପଡିଛି । ଆଜି ଉଭୟ ଲୋକସଭାରେ ବିରୋଧି ଦଳର ହଟଗୋଳ ଏବଂ ନାରାବାଜୀ ଯୋଗୁଁ ଉଭୟ ଲୋକସଭା ଓ
Read More...

ସଂସଦରେ ହଙ୍ଗାମା: ୬ ଦିନ ଧରି ଅଚଳ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପେଗାସସ୍ ଏବଂ କୃଷି ଆଇନକୁ ନେଇ ବିରୋଧିଦଳର ହଟ୍ଟଗୋଳ ଯୋଗୁ ଆଜି କ୍ରମାଗତ ଭାବେ ଷଷ୍ଠଦିନ ପାଇଁ ପାର୍ଲ୍ୟାମେଂଟର ଉଭୟ ଗୃହର କାର୍ଯ୍ୟକ୍ରମ ଅଚଳ ହୋଇପଡିଛି । ଲୋକସଭାରେ ବିରୋଧିଦଳ ହଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଶ୍ରୀ ଓମ ବିର୍ଲ୍ଲା
Read More...

ଦେଶର ୫୪ ଜିଲ୍ଲାରେ ସଂକ୍ରମଣ ହାର ୧୦% ଉପରେ

ଓଡ଼ିଶାର କୌଣସି ଜିଲ୍ଲା ନାହିଁ ନୂଆଦିଲ୍ଲୀ: ଦେଶର ୧୨ଟି ରାଜ୍ୟର ୫୪ଟି ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ୧୦% ଉପରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, କେରଳ ଓ
Read More...

ପାଞ୍ଚ ଦିନ ଯାଏ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମସ ଘନିଭୁତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତୀ, ଆଭ୍ୟନ୍ତରିଣ ଅଂଚଳ ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି
Read More...

ଅଗଷ୍ଟରୁ ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା !

ନୂଆଦିଲ୍ଲୀ: ଦେଶରେ ଆସନ୍ତା ମାସ ୨ତାରିଖରୁ ୧୮ବର୍ଷରୁ କମ ପିଲାଙ୍କୁ କରୋନା ଟିକା ଦିଆଯିବ ବୋଲି ବିଜେପିର ସଂସଦୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି ।
Read More...

ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି
Read More...

ସ୍ଥାନାନ୍ତରିତ ହେବନି ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଂଟିନ ସ୍ଥିତ ସ୍ଥାପତ୍ୟ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ବିଏମସି କମିଶନର ସଂଞ୍ଜୟ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ନେଇ ସରକାରୀ ସ୍ଥରରେ ନିଷ୍ପତି ହୋଇଛି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ
Read More...

ଖୋର୍ଦ୍ଧାରୁ ଦିନକରେ ୪୨ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଜି ଆଉ ୬୨ ଜୀବନ ନେଇଥିଲା ବେଳେ କେବଳ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଥିସହିତ ସୁନ୍ଦରଗଡ ଜିଲାରୁ ୧୦, କେନ୍ଦୁଝର ୪, ଯାଜପୁର ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ଗଞ୍ଜାମ, ଜଗତସିଂହପୁର,
Read More...