Browsing Category

ପ୍ରମୁଖ ଖବର

ରାଜ୍ୟରେ ଆଜି ସର୍ବାଧିକ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ଆଖି ବୁଜିଲେ ୧୭ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି
Read More...

ରାଜ୍ୟରେ ୩ ହଜାର ୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ୩ ହଜାର ୬୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୧୮ ହୋଇଥିବା ବେଳେ ୧୪୯୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୭୧, କଟକ ୩୭୧, ଅନୁଗୁଳ ୧୮୮, ବାଲେଶ୍ୱର ୯୬, ବରଗଡ ୮୬, ଭଦ୍ରକ
Read More...

ହାଥରସ ଘଟଣା ପରେ ବଳରାମପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତ୍ୟୁ

ଉତରପ୍ରଦେଶ- ହାଥରସରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା କଥା ମନରୁ ଲିଭି ନଥିବା ବେଳେ ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ହାଥରସରୁ ୫୦୦ କିମି ଦୂରରେ ଥିବା ବଳରାମପୁର ଗାଁର ଜଣେ ୨୨ ବର୍ଷୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ
Read More...

ରାଜ୍ୟରେ ଜାରି ରହିଛି ବର୍ଷା

ଭୁବନେଶ୍ୱର- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Read More...

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କେନ୍ଦ୍ରାପଡା- କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ ନିକଟରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଯୁବକ ଜଣଙ୍କ ସ୍କୁଟରରେ ବ୍ରାଉନସୁଗାର ନେଇ ପଟ୍ଟାମୁଣ୍ଡାଇରୁ ଆଳି ଆସିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହିତ
Read More...

ଆଜିଠାରୁ ଖୋଲିବ ଭିତରକନିକା

ପଟ୍ଟମୁଣ୍ଡାଇ- ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ତେବେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବେଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି । ଯେଉଁମାନେ
Read More...

ଘର ବାରଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ

ନବରଙ୍ଗପୁର- ଆସିଲାନି ଆମ୍ବୁଲାନ୍ସ, ଘରେ ବାଣ୍ଡାରେ ୨ ଦିନ ପଡି ରହିଲେ କରୋନା ଆକ୍ରାନ୍ତ । ଯୁବକ ଜଣଙ୍କ ଖରା, ବର୍ଷାରେ ଦୁଇ ଦିନ ପଡି ରହିବା ପରେ ଆମ୍ବୁଲାନ୍ସ ଆସିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟା ଗାଁରେ । ମିଳିଥିବା ସୂଚନା ଅନୁଯାୟୀ
Read More...

ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ

ଭୁବନେଶ୍ୱର- ଏଣିକି ଗାଡି ଚଲାଇବା ବେଳେ ଦରକାର ପଡିବନି ଡିଏଲ ଓ ଅନ୍ୟ କାଗଜ ପତ୍ର । ଯଦି ଚାଳକ ଗାଡିକାଗଜ ପତ୍ର ସାଙ୍ଗରେ ନେଇ ନାହିଁନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଚାଳକଙ୍କୁ ନିଜ ମୋବାଇଲର ଡିଜି ଲକ ଆପ ଓ ଏମ. ପରିବହନ ଆପରେ ଡିଜିଟାଲ
Read More...

ଆସିଲା ଅନଲକ-୫ ଗାଇଡଲାଇନ

ନୂଆଦିଲ୍ଲୀ- ଆଜିଠାରୁ ଦେଶରେ ଅନଲକ-୫ କାର୍ଯ୍ୟକାରୀ ହେବ । ସେଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଅନଲାକ -୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି । କଂଟେନମେଂଟ ଜୋନରେ ହେବାକୁ ଥିବା ସାମଜିକ, ରାଜନୀତିକ, ଧାର୍ମିକ ଓ
Read More...

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ

ଉତରପ୍ରଦେଶ- ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହିତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଯୋଗାଇ ଦେବେ ଏବଂ ସେମାନଙ୍କ
Read More...