ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ
ଭୁବନେଶ୍ୱର- ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ । ରାଜ୍ୟର ୧ ହଜାର ୨୯ଟି କଲେଜ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ ତାଲିକା ପ୍ରକାଶ ପାଇବ । ବିିଭନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଇ-ଆଡମିଶନ!-->…
Read More...
Read More...