Browsing Category

ପ୍ରମୁଖ ଖବର

ରାଜ୍ୟସଭାର ୮ ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ- କୃଷି ବିଲ ଆଲୋଚନା ସମୟରେ ବିଶୃଙ୍ଗଳା ଆଚରଣ କରି ରାଜ୍ୟସଭାର ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ ହୋଇଛନ୍ତି । ୮ ଜଣ ସାଂସଦଙ୍କ ନାଁ ଡେରିକ ଓ ବ୍ରାଏନ, ସଞ୍ଜୟ ସିଂହ, ରାଜୁ ସତାଭ, କେକେ ରଗେଶ, ରିପୁନ ବୋରା, ଡୋଲା ସେନ, ସୟଦ ନାଜିର ହୁସେନ, ଏ.କରିମ । ସୂଚନାଯୋଗ୍ୟ
Read More...

ଆଜିଠାରୁ ଖୋଲିଲା ତାଜମହଲ

ନୂଆଦିଲ୍ଲୀ- କରେନା ମହାମାରୀ ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ବିଶ୍ୱର ଆକର୍ଷଣ ତାଜମହଲ ଆଜିଠାରୁ ଖୋଲିଛି । ଦୈନିକ ୫ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଏହି ସମୟରେ କୋଭିଡ ନିୟମ କଡାକଡା ପାଳନ କରାଯିବ ।
Read More...

ଆଜି ପୁଣି ୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଣ ହାରାଇଥିବା ୯ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ୨, ଖୋର୍ଦ୍ଧା, ନୟାଗଡ, ନବରଙ୍ଗପୁର, କନ୍ଧମାଳ, ବାଲେଶ୍ୱର, ମୟୂରଭଞ୍ଜ
Read More...

୪୨୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୪୨୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୫୦୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨
Read More...

ବେକରେ ଗାମୁଛା ଭିଡି ବାପାକୁ ମାରି ଦେଲେ ଦୁଇ ନାବାଳକ ପୁଅ

କେନ୍ଦୁଝର- କେନ୍ଦୁଝର ସଦର ଥାନା ବୋଦାଳସା ସା ମୁଣ୍ଡା ସାହିରେ ଘଟିଛି ଏକ ଚାଚଂଲ୍ୟକର ଘଟଣା । ବାପାର ବେକରେ ଗାମୁଛା ଭିଡି ମାରି ଦେଲେ ଦୁଇ ନାବାଳକ ପୁଅ । ମୃତ ବ୍ୟକ୍ତିଙ୍କ ନାଁ ଲଙ୍କେଶ୍ୱର ମୁଣ୍ଡା । ପୋଲିସ ଘଟଣାସ୍ଥଳରେ ପଂହଚି ମୃତଦେହ ଉଦ୍ଧାର କରିବା ସହିତ ଦୁଇ ନାବାଳକ
Read More...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ଉତରପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୫ ଜିଲ୍ଲା ଯାଜପୁର, ଭଦ୍ରକ,
Read More...

୨ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ- ହାଇକୋର୍ଟର କିଛି ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଜି ଓ ଆସନ୍ତାକାଲି ହାଇକୋର୍ଟ ଓ ଏହାର କାର୍ଯ୍ୟଳୟ ମଧ୍ୟ ବନ୍ଦ ରହିବ । ଏନେଇ ରେଜିଷ୍ଟ୍ରାର ଜେନେରାଲ ନିଷ୍ପତି ନେଇଛନ୍ତି । ଏହି ସମୟରେ କୋର୍ଟର ପରିସରକୁ ସମ୍ପର୍ଣ୍ଣ ରୂପେ ସାନିଟାଇଜିଙ୍ଗ କରାଯିବ
Read More...

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର- ପ୍ରଥମ କଟ ଅଫ ମାର୍କ ପାଇଁ ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପକ୍ରିୟା ଆରମ୍ଭ ହେବ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ପକ୍ରିୟା ଜାରି ରହିବ । କରୋନା କଟକଣା ମାନି ଆଡମିଶନ କରାଇବାକୁ କ୍ୟାମ୍ପସରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅକ୍ଟୋବର ୩ ତାରିଖରେ
Read More...

ରାଜ୍ୟସଭାରେ କୃଷି ବିଲ୍ ଆଗତ : ବିଜେଡି ସମେତ ବିଭିନ୍ନ ଦଳର ବିରୋଧ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରବିବାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ପୁରୁଣା ସହଯୋଗୀମାନଙ୍କ ଅସନ୍ତୋଷ ତଥା ଚାଷୀଙ୍କ ସମେତ ବିରୋଧୀଙ୍କ ଦଳର ପ୍ରବଳ ବିରୋଧ ସତ୍ତ୍ବେ
Read More...

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୩ ଦିନ ଯାଏଁ ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୭ଟି ଜିଲା ଓ ଆସନ୍ତାକାଲି ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ,
Read More...