Browsing Category

ପ୍ରମୁଖ ଖବର

୯୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରୁ ଏକ ବୋଲରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ । ଅଭିନବ ଉପାୟରେ ବୋଲରୋରେ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗରିଫ କରିଛି ଅବକାରୀ ବିଭାଗ । ବୋଲେରୋ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର
Read More...

କରୋନା କବଳରେ କମିଶନରେଟ ପୋଲିସ

ଭୁବନେଶ୍ୱର- କରୋନାରେ ବାଦ ପଡିନାହାଁନ୍ତି କମିଶନରେଟ ପୋଲିସ । ୯ଟି ଥାନାର ଆଇଆଇସି ଓ ୩ଟି ଜୋନର ଏସିପି କରୋନାରେ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ ପ୍ରାୟ ୪୫ ଜଣ ପୋଲିସ ଅଧିକାରୀଙ୍କ ସମେତ ହଜାରେ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଏଯାବତ୍ ୪ ଜଣ ପୋଲିସ କର୍ମଚାରୀଙ୍କ
Read More...

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ତିର୍ତୋଲ ବିଧାୟକ ରାଜକିଶୋର ବେହେରା

ଜଗତସିଂପୁର- କଂଗ୍ରେସ ଦଳରୁ ଇସ୍ତଫା ଦେଲେ ତିର୍ତୋଲ ବିଧାୟକ ରାଜକିଶୋର ବେହେରା । ଦଳରୁ ଇସ୍ତଫା ଦେବା ପରେ ତାଙ୍କ ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମେଲ କରିଛନ୍ତି । ରାଜକିଶୋର ୨୦୦୨ ଓ ୨୦୦୭ ରେ ୨ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ
Read More...

ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୧୦୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୨୦
Read More...

ଜର ନଥିଲେ ହୋଇପାରେ କରୋନା

ଭୁବନେଶ୍ୱର- ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ବରିଷ୍ଠ ମେଡିସିନ ସ୍ପୋଶାଲିଷ୍ଟି ଡାକ୍ତର ନିରୋଜ ମିଶ୍ର କହିବା ଅନୁଯାୟୀ ଶୀରରେ ଜର ନଥିଲେ ମଧ୍ୟ ଆପଣଙ୍କ ଠାରେ କରୋନା ଭୂତାଣୁ ଥାଇପାରେ । ଧଇଁସଇଁ ଲାଗିଲେ, ସାମାଦ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ଟେଷ୍ଟ କରାଇ ନେବା ସହ
Read More...

୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀମନହର ଯୋଶୀ , କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ
Read More...

ଅମାନିଆଙ୍କୁ ସବାଡ କରିବ ଏନଫୋର୍ସମେଂଟ ଟିମ୍

ଭୁବନେଶ୍ୱର- ଦ୍ୱୈତନଗରୀରେ କୋଭିଡ ନିୟମ କଡାକଡି ଠିକ ଭାବେ ପାଳନ କରାଯାଉନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ପରେ ଏବେ ଆକସନ ମୋଡରେ ପୋଲିସ ଡିଜି ଅଭୟ । କୋଭିଡ ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ କୋଭିଡ ଏନଫୋର୍ସମେଂଟ ଟିମକୁ ନିର୍ଦେଶ ଦେଇଛନ୍ତି
Read More...

ଡିଜିଟାଲ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ : କେନ୍ଦ୍ର ସରକାର

ନୂଆଦିଲ୍ଲୀ- ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଗାଇଡଲାଇନ ଜାରି କରିବା ପୂର୍ବରୁ ଡିଜିଟାଲ ମିଡିଆ ପ୍ରତି ଦୃଷ୍ଟି ଦେବାକୁ ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ର ସରକାର କହିଛନ୍ତି । ଟିଭି ଅପେକ୍ଷା ଡିଜିଟାଲ ମିଡିଆର ପ୍ରଭାବ ଅଧିକ ଏବଂ ତାହା ଜଲଦି ଭାଇରାଲ ହୋଇପାରୁଛି । ହ୍ୱାର୍ଟସଆପ,
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଏକ ୱବସାଇଟର ଶୁଭ ଉଦାଘଟନ ଓ ଇ- ବୁକର ଉନ୍ମୋଚନ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମବାର୍ଷିକ ଅବସରରେ ବିଜେପି ପକ୍ଷରୁ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନୋ ନମଃ କୁଇଜ ୱବେସାଇଟର ଶୁଭ ଉଦାଘଟନ କରିବା ସହ ଇ-ବୁକର ଉନ୍ମୋଚନ କରଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ
Read More...

ନାବାଳିକାକୁ ୬୫ ହଜାର ଟଙ୍କାରେ ବିକିଦେଲା ବାପା !

ବାଲେଶ୍ବର : ପଇସା ଆଗରେ ତୁଚ୍ଛ ହେଲା ବାପ ଝିଅର ସମ୍ପର୍କ। ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ବିକ୍ରି କରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ସିଂଲା ଥାନା ଅଞ୍ଚଳରେ।ବସ୍ତା ବ୍ଲକ, ଇଡ଼ଦା ପଞ୍ଚାୟତ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାବାଳିକା
Read More...