Browsing Category

ପ୍ରମୁଖ ଖବର

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୧୧ ଜଣ କରୋନାରେ ଅଖିବୁଜିଥିବା ବେଳେ ମୋଟ ମୃତୁ୍ୟ ସଂଖ୍ୟା ୬୦୨କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତ୍ୟକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀ ୩, ମୟୂରଭଞ୍ଜ୨, କୋରାପୁଟ, କଳାହାଣ୍ଡି, କଟକ ଓ
Read More...

ସୃଷ୍ଟି ହୋଉଛି ଘୂର୍ଣ୍ଣିବଳୟ: ଓଡିଶାରେ ପ୍ରବଳ ଛେଚିବ

ଭୁବନେଶ୍ୱର- ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଆଭ୍ୟନ୍ତରୀଣ ଓଡିଶା ଉପକୂଳ ଓଡିଶାରେ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । କୋରାପୁଟ, ମାଲକାନଗିରି, ଗଜପତି,
Read More...

ଦିନକରେ ୩୯୯୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ଦିନକରେ ୩୯୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୩୫୯ ଓ ସ୍ଥାନୀୟ ସଂକ୍ରମିତ ୧୬୩୭ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହା କୁହାଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୦୬, କଟକ ୩୫୪,
Read More...

ପ୍ରାକାଶ ପାଇପାରେ ଜେଇଇ ମେନ ରେଜଲ୍ଟ

ନୂଆଦିଲ୍ଲୀ- ଆଜି ପ୍ରକାଶ ପାଇପାରେ ଜେଇଇ ମେନ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ରେଜଲ୍ଟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଜେଇଇମେନ.ଏନଟିଏ.ଏନଆଇସି.ଆଇଏନରେ ପରୀକ୍ଷାର୍ଥୀ ପରୀକ୍ଷା ଫଳ ଦେଖିପାରିବେ । କରୋନା ଲକଡାଉନ ପାଇଁ ଚଳିତ ବର୍ଷ ବିଳମ୍ବରେ ଜେଇଇ ମେନ ପରୀକ୍ଷା
Read More...

ଛାଡ ହୋଇପାରେ ସ୍କୁଲ ଫି

ଭୁବନେଶ୍ୱର- ଛାଡ ହୋଇପାରେ ସ୍କୁଲ ଫି । ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ । ଉଭୟ ପକ୍ଷକୁ ନେଇ ବୈଠକ ପରେ ସ୍କୁଲ ଫି ଛାଡ ନେଇ ନିଷ୍ପତି ହୋଇଛି । ରାଜସ୍ଥାନ ସରକାର ଯେଉଁ ଢାଂଚାରେ ସ୍କୁଲ ଫି ଛାଡ କରିଛନ୍ତି
Read More...

କୋଭିସିଲ୍ଡ ଭ୍ୟାକସିନ ଟ୍ରାଏଲ ସ୍ଥଗିତ

ନୂଆଦିଲ୍ଲୀ- ଭାରତରେ ସ୍ଥଗିତ ହେଲା କୋଭିଡସିଲ୍ଡ ଭ୍ୟାକସିନର ମାନବ ପରୀକ୍ଷଣ । ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବାକୁ ସେରମ ଇନଷ୍ଟିଚୁ୍ୟଟ ଘୋଷଣା କରିଛି ।
Read More...

ରାମ ମନ୍ଦିର ଟ୍ରଷ୍ଟ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଗାଏବ

ଭୁବନେଶ୍ୱର- ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ବ୍ୟାଙ୍କ ଖାତାରୁ ୬ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଲକ୍ଷେ୍ନøର ୨ଟି ବ୍ୟାଙ୍କରୁ ଜାଲ ଚେକ ମାଧ୍ୟମରେ ଏହି ଟଙ୍କା ଉଠାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଏହା ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Read More...

ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ସେବା ଆରମ୍ଭ

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ଗଡିବ । ଏଥିପାଇଁ ୧୦ ତାରିଖ ଠାରୁ ଯାତ୍ରୀମାନେ ଟିକେଟ ବୁକିଂ କରିବେ । ଆଗରୁ ୨୩୦ ଟ୍ରୋନ ସେବା ଆରମ୍ଭ ହୋଇଛି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ ୟାଦଭ କହିଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ମାସରୁ
Read More...

ପରୀକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ- ପରୀକ୍ଷା ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ପରୀକ୍ଷା ସମୟରେ ବହୁତ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସାଥାନ୍ତି । ସେମାନଙ୍କ ସହିତ ସେମାନଙ୍କ ଅଭିଭାବକ ଆସିଥାନ୍ତି ଓ ଶିକ୍ଷିକ ମାନେ ମଧ୍ୟ ଆସିଥିନ୍ତି । ତେଣୁ ଏଭଳି ସ୍ଥିତିରେ କରୋନା ସଂକ୍ରମଣ
Read More...

ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣା କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକତା- ନେଟ ପରୀକ୍ଷା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେପ୍ଟମ୍ବର ୧୩ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ପ୍ରାନ୍ତରୁ ଗାଡିମୋଟର ଯୋଗେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଅସିବେ । ତେଣୁ ଆସନ୍ତା ୧୧ ଓ ୧୨
Read More...