ରାଉରକେଲାରେ ସେରୋ ସର୍ଭେ ପାଇଁ ଆରଏମସିର ୧୭ ଜଣିଆ ଟିମ
ରାଉଲକେଲା- ରାଉରକେଲାରେ ଆଜିଠାରୁ ଆରମ୍ଭ ହେଇଛି ସେରୋ ସର୍ଭିଲାନ୍ସ । ଏଥିପାଇଁ ଭୁବନେଶ୍ୱର ଆରଏମସିର ୧୭ ଜଣିଆ ଟିମ ରାଉରକେଲାରେ ପଂହଚିଛନ୍ତି । ଆଜି ପ୍ରାୟ ୨୫୦୦ ସହ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ!-->…
Read More...
Read More...