Browsing Category

ପ୍ରମୁଖ ଖବର

କରୋନା କାଳରେ ବ୍ୟାଙ୍କ ଲାଭ ୧ ଲକ୍ଷ କୋଟି!

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିବା ସହ ଅଭିବୃଦ୍ଧିହାର ନିମ୍ନଗାମୀ ହୋଇଥିଲା ବେଳେ ଦେଶର ବ୍ୟାଙ୍କ ଗୁଡିକ କିନ୍ତୁ ଲାଭରେ ରହିଥିବା ଏକ୍ ରିପୋର୍ଟରୁ ଜଣାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଥିବା ବ୍ୟାଙ୍କଗୁଡ଼ିକ ୨୦୨୦ରେ ୧
Read More...

ଦେଶରେ ୪୮ ଡେଲ୍‌ଟା ପ୍ଲସ୍ ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିଲା ବେଳେ ୧୦ଟି ରାଜ୍ୟରେ ୪୮ଜଣଙ୍କ ଠାରେ ଡେଲ୍‌ଟା ପ୍ଲସ ଭୂତାଣୁ ଠାବ ଚିହ୍ନଟ ଏବେ ଆତଙ୍କର କାରଣ ହୋଇଛି । ଦେଶର ୧୭୪ଟି ଜିଲ୍ଲାରେ ଏବେବି ଡେଲ୍‌ଟା ଭୂତାଣୁ ସକ୍ରିୟ ରହିଛି । ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
Read More...

ରାଜ୍ୟରେ ପୁଣି ଉପରମୁହାଁ କରୋନା

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟରେ ବଳବତର ଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ଅବଧି ଆଉ ମାତ୍ର ୪ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ପୁଣି ଉପରମୁହାଁ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ମେ’ ମାସରେ ଦୈନିକ ସଂକ୍ରମଣ
Read More...

ଦେଶରେ ୫୧,୬୬୭ ସଂକ୍ରମିତ: ୧୩୨୯ ମୃତ

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ଅତିକ୍ରମ କରୁଛି । ୨୪ ଘଣ୍ଟାରେ ଦେଶରେ ଆଉ ୫୧,୬୬୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦୈନିକ ପଜିଟିଭ ହାର ୨.୯୮% ରହିଥିବା ବେଳେ ଲଗାତାର ୧୮ ଦିନ ହେବ ୫% ରୁ କମ ରହୁଛି । ଦୀର୍ଘ ଏକ ସପ୍ତାହ ହେବ
Read More...

ରାଜ୍ୟରେ ଜଣେ ଡେଲ୍ଟା ପ୍ଲସ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମହାମରୀ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଆଜି ଜଣେ ଡଲ୍ଟା ପ୍ଲସ୍ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟା ଅପରିବର୍ତିତ ରହିଛି । ଆଜି ଦିନକରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨,୯୧୨ଆକ୍ରାନ୍ତ ଚିହ୍ନଟ
Read More...

ଅଧ୍ୟାପକଙ୍କୁ ୟୁଜି/ପିଜି ପରୀକ୍ଷା ଦାୟିତ୍ୱ

ଭୁବନେଶ୍ୱର: ଚଳିତ ବର୍ଷ ଅନଲାଇନରେ ୟୁଜି ଓ ପିଜି ପରୀକ୍ଷା ହେବ । ତେବେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଓ ପରୀକ୍ଷାର ଦାୟିତ୍ୱ ଅଧ୍ୟାପକମାନଙ୍କୁ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏନେଇ ଆଜି ବିଭିନ୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ ସହ ଭିଡିଓ
Read More...

ଦୁଇଟି ଡୋଜ୍ ଟିକା ନେଇ ୨୭୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨ଟି ଡୋଜ୍ ଟିକା ନେବାପରେ ୨୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଦେଶର ସର୍ବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି । ଟିକା ନେବାପରେ ମଧ୍ୟ କେତେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ସେନେଇ ଏକ ଅଧ୍ୟୟନ କରାଯାଇଥିଲା । ରାଜ୍ୟର
Read More...

ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର !

ମୁମ୍ୱାଇ: ସାରା ଦେଶରେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତା ବଢ଼ାଉଥିବାବେଳେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଏପରି ଆଶଙ୍କା ବୃଦ୍ଧି ପାଇଛି । ଡେଲଟା ପ୍ଲସ ଭେରିଆଣ୍ଟ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଦେଖିବାକୁ ମିଳିଛି । ଏବେ
Read More...

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡିଶା

ଭୁବନେଶ୍ୱର: ଆସନ୍ତା ୨୦୨୩ ମସିହା ସୁଦ୍ଧା ଓଡିଶା ବସ୍ତି ମୁକ୍ତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ୨୯୯୨ଟି ବସ୍ତିରେ ରହୁଥିବା ୭୦ହଜାର ଲୋକଙ୍କୁ ଖୁବ୍ ଶିଘ୍ର ପଟାଦିଆଯିବ । ଅନ୍ୟ ଜନବସସ୍ତି ଭଳି ବସ୍ତି ଅଞ୍ଚଳର ବିକାଶ ସହ ସେମାନଙ୍କ ପାଇଁ ବିଜୁଳି,
Read More...

ମାଟ୍ରିକରେ ୯୭.୮୯% ପାସ୍

କଟକ: ବହୁ ଆକାଂକ୍ଷିତ ମାଟ୍ରିିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ଫଳ ଘୋଷଣା କରି କହିଛନ୍ତି ଯେ, ମୋଟ୍
Read More...