Browsing Category

ପ୍ରମୁଖ ଖବର

ମୋବାଇଲ୍ ଆସେସୋରିଜର ଦାମ୍ ବଢିଲା

ନୂଆଦିଲ୍ଳୀ: ଚୀନ ସାମଗ୍ରୀ ବ୍ୟାନ୍ ପରେ ମୋବାଇଲ୍ ଆସେସୋରିଜର ଦାମ୍ ବଢିଯାଇଛି । ଚାର୍ଜର,ସ୍କିନ୍,ଗାର୍ଡ,କଭର,କେବୁଲର ୭୦ରୁ୮୦ ପ୍ରତିଶତ ଆମଦାନୀ ଚୀନରୁ ହେଉଥିଲା । ଏବେ ଏହାର ଦାମରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଡକ୍ଟ ବଜାରରେ ମିଳୁନି ଯଦି ମିଳୁଛି ଅଧିକା ଦାମରେ ମିଳୁଛି ।
Read More...

ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲ୍ ବନ୍ଦ କଲା ନେପାଳ

କାଠମାଣ୍ଡୁ: ନେପାଳ ଓ ଭାରତ ମଧ୍ୟରେ ମତାନ୍ତର ବୃଦ୍ଧି ପାଇବାକୁ ଲାଗିଛି । ନେପାଳ ସରକାର ଆଗ ସୀମା ବିବାଦ ଆରମ୍ଭ କରିଥିବା ବେଳେ ସେଠାରେ ଏବେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ କୁ ବନ୍ଦ କରି ଦିଆଯାଇଛି । କେବଳ ଦୂରଦର୍ଶନ ଛାଡିଦେଲେ ସେଠାରେ ଭାରତୀୟ ନ୍ୟୁଜ ଚ୍ୟାନେଲ୍ ପ୍ରସାରଣ କରାଯିବ ନାହିଁ
Read More...

ପ୍ରଧାନମନ୍ତ୍ରୀ କୋଲିବାଲିଙ୍କ ମୃତ୍ୟୁ

ନ୍ୟୁୟର୍କ: ଆଇଭରି କୋଷ୍ଟର ପ୍ରଧାନମନ୍ତ୍ରୀ ଆମାଡୋଭ ଗୋନ କୋଲିବାଲିଙ୍କର ଆକସ୍ମିତ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ରାଷ୍ଟ୍ରପତି
Read More...

କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏବେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କିନ୍ତୁ ତାଙ୍କ ଠାରେ ଏପର୍ଯ୍ୟନ୍ତ କରୋନା ଜନିତ କିଛି ଲକ୍ଷଣ ନଥିଲା । ସେ ମହିଳା କଗ୍ରେଂସର ଅଧ୍ୟକ୍ଷ ହେବା ସହିତ ଦଳର ପ୍ରବକ୍ତା ଭାବେ କାର୍ଯ୍ୟ କରୁଛନ୍ତି । ସେ ଆସାମର ସିଲଚର ନିର୍ବାଚନ ମଣ୍ଡଳିରୁ
Read More...

ବିଧାନସଭା ସଟଡାଉନ

ଭୁବନେଶ୍ୱର- ଗୋଟିଏ ଦିନ ପାଇଁ ସଟଡାଉନ ହେଲା ବିଧାନସଭା । ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜଟିଭ ଚିହ୍ନଟ ହେବାପରେ ବିଧାନସଭାକୁ ବନ୍ଦ କରି ଦିଆଯାଇଛି । ତେବେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସୋମବାର ସ୍ଥିତିକୁ ଦେଖି ବିଧାନସଭା ଖୋଲିବ କି
Read More...

ମାଷ୍ଟରଷ୍ଟ୍ରୋକ ବିକାଶ ଦୁବେ ଏନକାଉଂଟର

କାନପୁର- ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ନିହତ ହୋଇଛନ୍ତି । ଆଜି ସକାଳେ ଏକ ଗାଡିରେ ବିକାଶକୁ ଉତରପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଂଚଳରେ ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ଏହି ସମୟରେ ବିକାଶ ପୋଲିସ ଠାରୁ ବନ୍ଧୁକ ଛଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏହି
Read More...

ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୦୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୪୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୨୦, ଯରଜପୁର ୮୬, ସୁନ୍ଦରଗଡ ୬୨,
Read More...

କରୋନାରେ ଆଖିବୁଜିଲେ ଆଉ ୪ ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ପୁଣି କରୋନାରେ ୪ ଜଣ ଆଖି ବୁଜିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବରଣ କରିଥିବା ୪ ଆକ୍ରାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସେମାନଙ୍କ ବୟସ ଯଥାକ୍ରମେ ୪୧, ୫୮,
Read More...

ଚୀନ ପ୍ରତି କଠୋର ହେଉଛି ଭାରତ

ନୂଆଦିଲ୍ଲୀ : ଲାଦାଖର ଗଲୱାନରେ ଚୀନ ଯବାନଙ୍କ ଅତର୍କିତ ଆକ୍ରମଣରେ ୨୦ଜଣ ଭାରତୀୟ ଜବାନ ସହୀଦ ହେବା ପରେ ଚୀନପ୍ରତି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଚୀନ ସାମଗ୍ରୀ ଆମଦାନୀ ହ୍ରାସ କରିବାଲାଗି ଏକ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି । ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ
Read More...

ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ହୋଲ୍ଡିଂ ଟିକସ

ଭୁବନେଶ୍ୱର- କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌରାଂଚଳରେ ଅଗ୍ରୀମ ଘର ଓ ସମ୍ପତି ଟିକସ ଦେଉଥିବା ଲୋକଙ୍କ ନିମନ୍ତେ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ
Read More...