ଆର୍ ଏସ୍ ଏସ୍ ସଂଗଠନର ବିକ୍ଷୋଭ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ସହ ଜଡିତ ଭାରତୀୟ ଶ୍ରମିକ ସଂଗଠନ ସପ୍ତାହ ପର୍ଯ୍ୟନ୍ତ ସରକାରଙ୍କ ଶ୍ରମ ନିତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସରକାର ଜଗାଓ ଶପଥ ନାମରେ ଦେଶବ୍ୟାପି ଆନେ୍ଦାଳନ ୨୪ ଜୁଲାଇରୁ ଆରମ୍ଭ ହେବ । ଭାରତୀୟ ଶ୍ରମିକସଂଘର ମହାସଚିବ ବୀର୍ରଜେସ୍!-->…
Read More...
Read More...