ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍: ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ
କଟକ- ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁ୍ବ୍ ବିଗିଡିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତାର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା!-->…
Read More...
Read More...