Browsing Category

ପ୍ରମୁଖ ଖବର

ଚାରିଦିନିଆ କଟକ ସଟଡାଉନ

କଟକ-କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବାରୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି । ଆଜିଠାରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କରାଯିବ ବୋଲି କଟକ ମହାନଗର ନିଗମ ଘୋଷଣା କରିଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ପରିବହନ ବ୍ୟତିତ ଅନ୍ୟ କୌଣସି
Read More...

ବିପିୟୁଟି ଅନଲାଇନ ପରୀକ୍ଷାକୁ ନେଇ ବିଜେପିର ବିରୋଧ

ଭୁବନେଶ୍ୱର- ଜୁଲାଇ ୯ରେ ବିପିୟୁଟି ରେ ହେବାକୁ ଥିବା ଶେଷ ସେମିଷ୍ଟାର ଅନଲାଇ ପରୀକ୍ଷାକୁ ବିରୋଧ କରି ସରକାରଙ୍କୁ ସମାଲୋଚାନ କରିଛି ବିଜେପି । ପରୀକ୍ଷାକୁ ବିରୋଧ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଛାତ୍ରଛାତ୍ରୀ ଅନଲାଇନରେ ପରୀକ୍ଷା ଦେବା କଷ୍ଟକର ବ୍ୟାପାର ବେଲି
Read More...

କଟକ ରାଣୀହାଟର ମାଳିସାହି କଂଟେନମେଂଟ ଜୋନ୍ରେ, ୧୩ ନୂଆ କରୋନା ପଜେଟିଭ୍ ଚିହ୍ନଟ

କଟକ: କଟକ ରାଣୀହାଟ ମାଳିସାହିକୁ କଂଟେନମେଂଟ ଜୋନ୍ ଘୋଷଣା କଲଊା ସିଏମସି । ସଂପୃକ୍ତ ଅଂଚଳରୁ ପୁଣି ୯ଜଣ କରୋନା ପଚିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତେେ ମାଳିସାହି ଅଂଚଳରୁ ମୋଟ ୧୩ ଜଣ କରୋଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦର ଠାରୁ ମାଳିସାହିଁ ଯାଏଁ
Read More...

ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମୁମ୍ବାଇ- କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ପିନ୍ଧିା ଜରୁରୀ ହୋଇପଡିଛି । ଯିଏ ନ ପିନ୍ଧିବେ ସିଏ ଧରାପଡିଲେ ଜୋରିମନା ଗଣିବେ । ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହର କରୁଛନ୍ତି । ସେହିଭଳି ବଜାରରେ ଭଳିକି ଭଳି ମାସ୍କକୁ ମଧ୍ୟ ବ୍ୟହାର କରୁଛନ୍ତି ଲୋକେ । ଯାହାର
Read More...

ଏଟିଏମରୁ ବାହାରୁଛି ଗୁପଚୁପ

ଆମେ ସାଧାରଣତଃ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରିଥାଉ । କାର୍ଡ ପୂରାଇଲେ ଏଟିଏମରୁ ନୋଟ ବାହାରିଥାଏ । କିନ୍ତୁ ଏବେ ଲୋକଙ୍କ ମନପସନ୍ଦର ଗୁପ୍ଚୁପର ଏଟିଏମ ଆସିଯାଇଛି । ଯେଉଁଥିରେ ଆପଣ ଟଙ୍କା ପୂରାଇଲା ମାତ୍ରେ ଆପେ ଆପେ ଗୁପଚୁପ ବାହାରୁଛି । ସୋଶିଆଲ ମିଡିଆରେ ଏହାର ଛବି ଭାଇରାଲ
Read More...

ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି । ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ୱାକ୍ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର
Read More...

ବର ଶୋଭାଯାତ୍ରା ଉପରେ ୫୦ହଜାର ଟଙ୍କା ଜୋରିମାନା

ବ୍ରହ୍ମପୁର: ବାଜା ରୋଷଣିରେ ଫାଟି ପଡୁଥିଲା ରାସ୍ତା । ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପି ଉଠୁଥିଲା ସମଗ୍ର ଅଞ୍ଚଳ । ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ । ନାଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ବ୍ରହ୍ମପୁରର ଏକ ବଡ ହୋଟେଲ ମାଲିକଙ୍କ ପୁଅ
Read More...

ନେପାଳକୁ ଶଙ୍କରାଚାର୍ଯ୍ୟଙ୍କ ଚେତାବନୀ

ପୁରୀ: ଚିନ ସମର୍ଥନ କର ନାହିଁ , ନହେଲେ ଧ୍ୱସଂ ମୁଖକୁ ଚାଲିଯିବ ବୋଲି ନେପାଳକୁ ଚେତାବନୀ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଭାରତର ମୂଳ ଅଂଶବିଶେଷ ଉତରାଖଣ୍ଡ ରାଜ୍ୟର ତିନୋଟି ଇଲାକାକୁ ନେପାଳ ନିଜ ରାଜନୈତିକ ମ୍ୟାପରେ ଯୋଡିବା ଉଦ୍ୟମ
Read More...

କୁକୁର ଖାଦ୍ୟ କୁ ‘ବେସନ’ କହି ବିକ୍ରି

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଳକ ନାହାଳପୁର ଗ୍ରାମରେ ଆମେରିକାରେ ତିଆରି କୁକୁର ଖାଦ୍ୟକୁ ‘ବେଶନ’ କହି ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଜାଣିନପାରି ଏହାକୁ ଖାଇ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି ।ସ୍ତାନୀୟ ଲୋକ ଅଭିଯୋଗ
Read More...

ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । କୈାଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ କିମ୍ବା ନିଯୁକ୍ତି ହ୍ରାସ ହେବ ନାହିଁ ବୋଲି କହିଛନ୍ତିି ରେଳବାଇ ଡିଜି ଆନନ୍ଦ ଏସ ଖାତି । କିଛି କର୍ମଚାରୀଙ୍କ ଚାକିରି ପ୍ରୋଫାଇଲ୍ ଆଗାମୀ ସମୟରେ ପରିବର୍ତନ କରାଯାଇପାରେ ।
Read More...