Browsing Category

ପ୍ରମୁଖ ଖବର

ଗୋଟିଏ ଗାଁରୁ ଦିନକରେ ୭୪

ରାୟଗଡା: ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ବିଜୟପୁର ଗ୍ରାମରେ ଆଜି ଗୋଟିଏ ଦିନରେ ୭୪ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଜୟପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଆନ୍ଧ୍ରପ୍ରଦେଶରୁ ଗ୍ରାମକୁ ଫେରିଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ସୁପରସ୍ପେ୍ରଡର ହୋଇଛନ୍ତି
Read More...

ଲେହରେ ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ଚଳିବନି ବିସ୍ତାରବାଦ

ଲେହ : ଗଲୱାନ ଘାଟି ଭାରତର । ଲଦାଖ ହେଉଛି ଭାରତର ମସ୍ତକ । ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଚାନକ ଲେହ ଗସ୍ତ କରି ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ
Read More...

ସାଢେ ୭ ହଜାର ଟପିଲା ପଜେଟିଭ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ସାଢେ଼ ୭ ହଜାର ଟପିଛି । ଗୁରୁବାର ଦିନକରେ ୨୨୯ ପଜିଟିଭ ଯୋଡି ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଛି । ୩୭ ଜଣ ଏମିତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାର ସଂକ୍ରମଣର ଉତ୍ସ ପାଇନି ପ୍ରଶାସନ । ବାକି ୧୯୩ ଜଣ କ୍ୱାରେଂଟାଇନ୍
Read More...

ପୁଅ ମୃତ୍ୟୁ ଖବର ଶୁଣି ମାଆ ମୃତ

ବିଡ଼ିପୁର: ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ମାଆର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଡିପୁର ଅଂଚଳରେ । ଦେବସ୍ଥାନ କଲେଜର ପିଅନ ଭଞ୍ଜ କିଶୋର ରଥଙ୍କ ମଙ୍ଗଳବାର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ପୁଅକୁ ଝୁରି ଝୁରି ମାଆ ସରୋଜିନି ରଥ ଆରପାରିକି
Read More...

ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ

ପୁରୀ: ବନ ମହୋତ୍ସବ ସପ୍ତାହ ଜୁଲାଇ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ “ୟୁଥ୍ ଫର୍ ଭଲୁ୍ୟଂଟାରୀ ୱାର୍କ' ତରଫରୁ ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ବିଶୁଳିପଡ଼ା ଗ୍ରାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଅନୁଷ୍ଠାନର
Read More...

ବିଜେଡି ପକ୍ଷରୁ ମାସ୍କ ବଂଟନ

ବାରିପଦା: ସମ୍ପ୍ରତି କରୋନା ମହମାରି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ କାର୍ଯ୍ୟରତ ଅଛନ୍ତି ।ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପରିଧାନ କରିବା ଅପରିହାର୍ଯ୍ୟ ଅଟେ ।ଏହି ପରିପ୍ରେକ୍ଷୀରେ ବିଜେଡି
Read More...

ଉପକୂଳରେ ଆଉ ସପ୍ତାହେ ନିଅଂଟିଆ ବର୍ଷା

ଭୁବନେଶ୍ୱର: ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଳାରେ ଶୁଖିଲା ପଡ଼ିଛି ଜମି । ବର୍ଷା ଗାଏବ । କେଉଁଠି ଧାନ ତଳି ପୋଡ଼ିଗଲାଣି ତ ଆଉ କେଉଁଠି ଗଜା ମରୁଡ଼ି ସ୍ଥିତି । ଜୁଲାଇ ପ୍ରଥମ ସପ୍ତାହରେ ବର୍ଷାକୁ ଚାତକ ଭଳି ଅପେକ୍ଷା କରିଛିନ୍ତି ଉପକୂଳ ଓଡ଼ିଶାର ଚାଷୀ । ଆଶା ଥିଲା, ଭଲ ବର୍ଷା ହେଲେ ଧାନ
Read More...

ମୋଦିଙ୍କ ଯୋଜନା ପ୍ରତି ଗାଁରେ ପହଁଚାଅ: ଧର୍ମେନ୍ଦ୍ର

ଢେଙ୍କାନାଳ: ଢେଙ୍କାନାଳ ତଥା ଓଡିଶାର ବିକାଶ ପାଇଁ ନିର୍ବାଚନ ମଣ୍ଡଳିର କାର୍ଯ୍ୟକର୍ତାମାନେ କଠିନ ପରିଶ୍ରମ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାକୁ ଗାଁ ଗାଁରେ ପହଁଚାଇବା ପାଇଁ ଜନଜାଗରଣ ତିଆରି କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ତୃଣମୂଳ ସ୍ତରରେ
Read More...

ଡେଙ୍ଗୁ ଓ କରୋନା ସଚେତନତା ଅଭିଯାନ

ଯୋଡା: ୪ବର୍ଷ ପୂର୍ବେ ଯୋଡା ବ୍ଲକ ତଥା ବଡବିଲ ପୌରାଂଚଳର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ୱର ମାରାତ୍ମକ ରୂପ ଧାରଣ କରିଥିଲା । ଏହି ପରିପ୍ରେକ୍ଷୀରେ ବିଗତ ବର୍ଷ ମାନଙ୍କରେ ଡେଙ୍ଗୁ ସଚେତନତା ଏବଂ ନିରାକରଣ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଚଳିତବର୍ଷ ଆଉ ଏକ ବୈଶ୍ୱିକ ମହାମାରୀ
Read More...

ରାଜ୍ୟପାଳଙ୍କ ଲିଖିତ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପୁସ୍ତକ ଉନ୍ମୋଚିତ

ଭୁବନଶ୍ୱେର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍ଆଟାଚ୍ଡ ଆଟାଚ୍ମେଣ୍ଟ୍’ ପ୍ରକାଶ ପାଇଛି । ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦେଶକ
Read More...