Browsing Category

ପ୍ରମୁଖ ଖବର

ଇଣ୍ଡି-ଗୋ ବିମାନରେ ଯାତ୍ରା କଲେ ଡାକ୍ତର ଓ ନର୍ସଙ୍କ ପାଇଁ ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ- ଇଣ୍ଡି-ଗୋ ବିମାନରେ ଡାକ୍ତର ଓ ନର୍ସ ଯାତ୍ରା କଲେ ୨୫ ପ୍ରତିଶତ ରିହାତି ଦେବାକୁ ଇଣ୍ଡି-ଗୋ ପକ୍ଷରୁ କୁହାଯାଇଛି । ଏହି ରିହାତି ଜୁଲାଇ ୧ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତର ରହିବ । ଡକ୍ତର ଓ ନର୍ସ ଆଗ ଧାଡିର ଯୋଦ୍ଧା ହୋଇଥିବାରୁ ଇଣ୍ଡି-ଗୋ ଏଭଳି ନିଷ୍ପତି ନେଇଛନ୍ତି ।
Read More...

ଖୋର୍ଦ୍ଧା ପୌର ପରିଷଦ ଅଫିସ ସିଲ୍

ଭୁବନେଶ୍ୱର- ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟକୁ ସିଲ କରିଛନ୍ତି ଜିଲ୍ଲାପାଳ । ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଓ ତାଙ୍କ ପୁଅ ପଜିଟିଭ ଚିହ୍ନଟ ହେବାପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କ ସ୍ୱାବ
Read More...

ଭୁବନେଶ୍ୱରରୁ ନୂଆ ୧୩ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ଆଉ ୮

ଭୁବନେଶ୍ୱର-ଭୁବନେଶ୍ୱରରୁ ପୁଣି ଚିହ୍ନଟ ହୋଇଛନ୍ତି ୧୩ ନୂଆ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୫ଟି ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ହୋମ କ୍ୱାଂରେନଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା
Read More...

ସୁନା ଓ ରୂପା ଦର ହ୍ରାସ

ନୂଆଦିଲ୍ଲୀ- ଘରୋଇ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି । ସୁନା ଦର ୦.୨୪ ଓ ରୂପା ଦର ୦.୪୪ ପ୍ରତିଶତ ହ୍ରାସ ପାଇଛି । ସୁନା ଦର ୧୧୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୧୫୦ ଟଙ୍କା ରହିଛି । ସେହିପରି ରୂପା ଦର ୨୧୬ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୪୯, ୨୦୮ ଟଙ୍କା
Read More...

ସଡକ ଦୂର୍ଘଟଣାରେ ଜଣେ ମୃତ : ୭ ଗୁରୁତର

ଚମ୍ପୁଆ: ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ଜଣ ଆହତ ହୋଇଥିବା ଜଣାପଡିଛି । ଇନୋଭା ଗାଡିସହ ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ
Read More...

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଳୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜଧାନୀ ଦିଲ୍ଳୀର ୩୫ ଲୋଧି ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରିୟଙ୍କା ୧୯୯୭ ମସିହାରୁ ଉକ୍ତ ବଙ୍ଗଳାରେ ରହିଆସୁଛନ୍ତି । ଏସପିଜି ଆଇନ ଅଧିନରେ ସୁରକ୍ଷା ପାଉଥିବାରୁ ତାଙ୍କୁ ସରକାରୀ ବଙ୍ଗଳା
Read More...

ଅଜଣା ଗାଡି ଧକାରେ ସ୍ତ୍ରୀ ମୃତ: ସ୍ୱାମୀ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା
Read More...

ଏମ୍ସିଏଲ ଖଣିରୁ ଗଡିଲା ‘ସୁପର ଆନ୍ନାକୋଣ୍ଡା’

ଝାରସୁଗୁଡା: ତିନୋଟି ମାଲବାହୀ ଟ୍ରେନ ଗୋଟିଏରେ ପରିଣତ କରି ୧୭୭ ୱାଗନ ବିଶିଷ୍ଟ ମାଲବାହୀ ଟ୍ରେନ୍ କୋଇଲା ପରିବହନ କରିବାରେ ସକ୍ଷମ ହୋଇଛି ରେଳ ବିଭାଗ । ଟ୍ରେନ ଏମ୍ସିଏଲ ଲଜକୁରା ଖଣିରୁ ଘଂଟା ପ୍ରତି ୬୦ କିମି ବେଗରେ ୧୫ ହଜାର ଟନ୍ କୋଇଲା ନେଇ ରାଉରକେଲାରେ ମାତ୍ର ୨ ଘଂଟା ୧୫ ମିନିଟ
Read More...

ସେଂଟର ଚୟନ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଳୀ: ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀମାନଙ୍କୁ ସେଂଟର ବଦଳାଇବା ପାଇଁ ସୁଯୋଗ ଦିଆଯିବ । ବହୁ ସଂଖ୍ୟକ ପିଲା ୟୁପିଏସସିକୁ ନିବେଦନ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସିଭିଲ ସର୍ଭିସ ପରୀକ୍ଷା ବ୍ୟତୀତ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ
Read More...

ବଢୁଛି ସ୍ୱଦେଶୀ ଆପର ଚାହିଦା

ନୂଆଦିଲ୍ଲୀ- ଚାଇନା ଆପ ଗୁଡିକ ବ୍ୟାନ ପରେ ବଢିଛି ସ୍ୱଦେଶୀ ଆପର ଚାହିଦା । ସେୟାରଚାଟ,ରୋପସୋ, ଚିଙ୍ଗାରି ଓ ଗୋସୋସିଆଲ ଭଳି ଆପ ଗୁଡିକୁ ଭାରତୀୟମାନେ ବେଶି ଡାଉନଲୋଡ କରୁଛନ୍ତି । ୫୯ ଚାଇନନିଜ ଆପକୁ ବ୍ୟାନ ହେବାପରେ ଅଧିକାଂଶ ଏହାକୁ ସମର୍ଥନ କରୁଥିବା ବେଳ ଅନ୍ୟ କେତେଜଣ ଏହାକୁ ବିରୋଧ
Read More...