Browsing Category

ପ୍ରମୁଖ ଖବର

ରାହୁଲଙ୍କୁ ବିଜେପି ସାଂସଦଙ୍କ କଡା ଯବାବ

ଜମ୍ମୁ: ଲଦାଖରେ ଚୀନ୍ ସେନାର ମନମାନି ସିମା ଅତିକ୍ରମ ଖବରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତି ଟ୍ୱିଟରେ ମୋଦି ସରକାରଙ୍କୁ ଆକ୍ଷେପ କରୁଛନ୍ତି । ଚୀନ୍ ଭାରତ ସୀମା କବ୍ଜା କରିଛି କି ବୋଲି ରାହୁଲ ନିଜ ଟ୍ୱିଟରେ ପଚାରିଥିଲେ । ରାହୁଲଙ୍କ ପ୍ରଶ୍ନର ଉତର ଦେଇ ଲଦାଖର ବିଜେପି ସାଂସଦ
Read More...

ବୁର୍ଲା ଭିସୁଟ୍ ସିଲ୍

ସମ୍ବଲପୁର: କରୋନା ପାଇଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟକୁ ସିଲ୍ କାରଯାଇଛି । ଅଧ୍ୟାପିକାଙ୍କ ସ୍ୱାମୀ କୋଭିଡ ସଂକ୍ରମିତ ହୋଇ ମୃତ୍ୟୁ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବାକୁ ବୁର୍ଲା ଅଗ୍ନିଶମ ବିଭାଗକୁ ଚିଠି ଲେଖିଛନ୍ତି ।
Read More...

୨୯ ବି.ଏସ୍ .ଏଫ୍ ଯବାନଙ୍କୁ କରୋନା

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ୩୬ କରୋନା ପଜିଟିଭ୍ ମଧ୍ୟରୁ ୨୯ଜଣ ବି.ଏସ୍ .ଏଫ୍ ଜବାନ ଥିବା ଜଣାପଡିଛି । ଏଥି ମଧ୍ୟରୁ ୩ଜଣ ହୋମ୍ କ୍ୱାରେଂଟାଇନ୍ ର ହୋଇଥିବା ବେଳେ ୪ଜଣ କ୍ୱାରେଂଟାଇନ୍ ସେଂଟରର ହୋଇଥିବା ନେଇ ମାଲକାନାଗିରି ଜିଲ୍ଲାପାଳ ଟ୍ୱିଟ କାରି ସୂଚନା ଦେଇଛନ୍ତି । ଯବାନମାନେ
Read More...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ : ଏଯାଏ ଆରମ୍ଭ ହୋଇନି କରୋନାର କରାଳ କାୟା

ଜେନେଭା : ପ୍ରତି କ୍ଷଣରେ ବଢି ଚାଲିଛି ବିଶ୍ୱ ମହାମାରୀର ଭୟାବହତା । ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପିଛା ଛାଡ଼ିବ କରୋନା । ଏହି ପରିପ୍ରେଖୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ ସମସ୍ତଙ୍କୁ ବିସ୍ମିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୂଖ୍ୟ ଟେଡେ଼୍ରାସ ଗେବ୍ରିୟସ ହିଛନ୍ତି ଯେ
Read More...

ବନ୍ଦ ହେଲା କାଉଡି ଯାତ୍ରା

ଭୁବନେଶ୍ୱର: ବୋଲବମ୍ ହର ହର ବମ୍, ଭୋଲା ବାବା ପାର କରେଗା’ । ଏଥର ଶ୍ରାବଣରେ ଏ ଶବ୍ଦ ରାଜରାସ୍ତାରେ ଶୁଭିବନି । ଗେରୁଆ ବସ୍ତ୍ର ଘଂଟ,ଘଂଟି ଓ ଘାଗୁଡି ପିନ୍ଧି କାନ୍ଧରେ ପାଣିଭାର ନେଇ ଯାଇଥିବା କାଇଡିଆଙ୍କ ଲମ୍ବା ଧାଡି ବି ଦେଖିବାକୁ ମିଳିବନି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି
Read More...

ଭାରତରେ ଆରୋଗ୍ୟ ହାର ୬୦%କୁ ବୃଦ୍ଧି

ନୂଆଦିଲ୍ଲୀ- ଭାତରେ ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଦେଶରେ ବର୍ତମାନ ସୁଦ୍ଧା ଏକ ଲକ୍ଷ କୋଡିଏ ହଜାର ଲୋକ ସୁସ୍ଥ ହେବା ସହ ୧,୧୯,୬୯୬ ସକ୍ରିୟ ମାମାଲା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ
Read More...

ହଜିଯାଇଛି ମାନବିକତା

ହାଇଦ୍ରାବାଦ: ମଣିଷ ଠାରେ ହଜିଯାଉଛି ମାନବିକତା । କେରଳରେ ଗର୍ଭିଣୀ ହାତିକୁ ହତ୍ୟା କରିବା ଘଟଣା ମନରୁ ନ ଲିଭୁଣୁ ତେଲେଙ୍ଗାନାରେ ଏକ ମାଙ୍କଡକୁ ଫାଶୀ ଦେଇ ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲାରେ । ୩ ଜଣ
Read More...

ତେଲ ଟ୍ୟାଙ୍କର ଦୁର୍ଘଟଣାରେ ୨ ଗୁରୁତର

ଜି.ଉଦୟଗିରି: ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ଗଛରେ ପିଟିହୋଇ ଯିବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେଲ ଟ୍ୟାଙ୍କରଟି ବାଲିଗୁଡାରୁ ଜଟଣୀ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଡ୍ରାଇଭର ଓ ହେଲପର କୁ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତି କାରଯାଇଛି ।
Read More...

ପୁଞ୍ଜିଲାଲ୍ ଜାମିନ୍ ଆବେଦନ ଖାରଜ

କଟକ: ପାଟଣାଗଡ ବୋମା ବିସ୍ପୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଅନ୍ତରୀଣ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତିି । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁୁରୁତର ଦର୍ଶାଇ ପୁଞ୍ଜିଲାଲ୍ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ
Read More...

ଚୀନରୁ ଆସୁଛି ଆଉ ଏକ ମହାମାରୀ

ନୂଆଦିଲ୍ଲୀ- ଚୀନରୁ ଜାତ ମହାମାରୀ କରୋନା ଏବେ ପିଛା ନଛାଡୁଣୁ ଆଉ ଏକ ମହାମାରୀ ଘନେଇ ଆସୁଛି । ଚୀନ ବୈଜ୍ଞାନିକ ଏହି ଭୂତାଣୁକୁ ଠାବ କରିଛନ୍ତି । ଯାହାର ନାମ ଫ୍ଲୁକୁ ଓ ସେ ମହାମାରୀ ସୃଷ୍ଟି କଲାଭଳି କ୍ଷମତା ଥିବା ଜଣାପଡିଛି । ଏହି ଫ୍ଲୁ ସ୍ୱାଇନ ଫ୍ଲୁ ସହ ସମାନ ବୋଲି ବୈଜ୍ଞାନିକ ମତ
Read More...