Browsing Category

ପ୍ରମୁଖ ଖବର

୩୦ରୁ ପୁରୀରେ କର୍ଫ୍ୟୁ

ଭୁବନେଶ୍ୱର- ବାହୁଡା ଯାତ୍ରା ପାଇଁ ପୁରୀରେ ପୁଣି ଜାରି ହେବ କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ ବୋଲି ପୁରୀ ଜିଲ୍ଲାପଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ନୀଳାନ୍ଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ
Read More...

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର- ଆଇଏଏସ୍ ସ୍ତରରେ ଅଦଳବଦଳ । ଓଡିଶା କ୍ୟାଡର ୨୦୧୭ ବ୍ୟାଚର ୫ଆଇଏଏସ୍ ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ଜାରି ବିଜ୍ଞପ୍ତି ଅନଯାୟୀ ୨୦୧୭ ବ୍ୟାଚ ଆଇଏସସ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ ନିଯୁକ୍ତି କରାଯାଇଥିବା
Read More...

ଡେକ୍ସାମେଥାନସର ବ୍ୟବହାରକୁ ଅନୁମତି

ନୂଆଦିଲ୍ଲୀ- କରୋନା ଚିକିତ୍ସା ପାଇଁ ଷ୍ଟେରଏଡ ଡେକ୍ସାମେଥାସନ ଔଷଧକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ଔଷଧ ନିଶ୍ଚିତ ଫଳପ୍ରଦ ହେବ ବୋଲି
Read More...

ରାଜ୍ୟରେ ପୁଣି ନୂଆ ୨୬୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ଥମିବା ନାଁ ଧରୁନି । ଆବଶ୍ୟକ ପ୍ରତିକାର ସତ୍ୱେ ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ପୁଣି ଚିହ୍ନଟ ହୋଇଛନ୍ତି ନୂଆ ୨୬୪ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୨୩୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୦ ଲୋକାଲ କେସ୍ ରହିଛି । ଚିହ୍ନଟ ନୂତନ
Read More...

ବିଜେଡିକୁ ଝୁରୁଛନ୍ତି ଦାମ

ଭୁବନେଶ୍ୱର: ବିଜେପିରେ ମିଶି ଥିଲେ ମଧ୍ୟ ବିଜେଡିକୁ ଝୁରୁଛନ୍ତି ଦାମ । ତେବେ ବିଜେପିରେ ସ୍ଥିତି ଭଲ ନଥିବାରୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେପିରେ ଯୋଗ ଦେବା ଥିଲା ମସ୍ତବଡ ଭୁଲ । ବିଜେଡି ଛାଡିବାକୁ ଚାହୁଁନଥିଲେ କେବଳ ଭୁଲ ବୁଝାମଣା ଯୋଗୁଁ ଦଳ ଛାଡିଥିଲି ।ମୁଁ ଯେଉଁ ବିଭାଗ
Read More...

କୃଷି ନୀତି ଦେଶର କୃଷକଙ୍କୁ ସ୍ୱାବଲମ୍ବୀ କରିଛି : ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସ୍ୱାବଲମ୍ବୀ କରିଛି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର ପାଇଁ କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ
Read More...

ପୂର୍ବବତ୍ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରାବାହୀ ଟ୍ରେନ୍ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି । ହେଲେ ସ୍ପେଶାଲ ଟ୍ରେନ୍ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ

ଭୁବନେଶ୍ୱର: ବୟସ୍କ ନାଗରିକମାନଙ୍କ ସୁରକ୍ଷା ପାଇଁ ପ୍ରତି ରାଜ୍ୟରେ ସ୍ୱତନ୍ତ୍ର ହେଲ୍ପଲାଇନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ଏକ ହେଲ୍ପଲାଇନ ପ୍ରତିଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜ୍ୟର ବରିଷ୍ଠ ନାଗରିକ
Read More...

ହୀରାକୁଦର ୧୫ଟି ଗେଟ୍ ଖୋଲା

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ଆଜି ସକାଳୁ ହୀରାକୁଦ ଜଳଭନ୍ଧଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯିବା ଫଳରେ ମୋଟ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ୍ ରହିଥିଲା ବେଳେ ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ ରହିଛି । ପ୍ରତି
Read More...

ଗଞ୍ଜାମରେ ଗାଁ ଲୋକଙ୍କୁ ସହର ମନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମଣ ଏବେ ସାଂଘାତିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ଆସିବା ପାଇଁ ବାରଣ କରାଯାଇଛି । ଏପରି ପରାମର୍ଶ ଖୋଦ ଗଞ୍ଜାମ ଜିଲ୍ଳାପାଳ ଦେଇଛନ୍ତି । ଗଞ୍ଜାମ ଜିଲ୍ଳାର ଗ୍ରାମାଞ୍ଚଳ ଲୋକ ସହର ଆସନ୍ତୁ
Read More...