Browsing Category

ପ୍ରମୁଖ ଖବର

ସୁବାସ ନଗର ବସ୍ତିରେ ଉତେଜନା

ଭୁବନେଶ୍ୱର- ଡୁମଡୁମା ସୁବାସ ନଗର ବସ୍ତିରେ ଉତେଜନା । କଂଟେନମେଂଟ ଜୋନ ଭିତରେ ମିଳୁଥିବା ସମାଗ୍ରୀର ଦର ଆକାଶ ଛୁଆଁ ରହିଥିବା ଲୋକେ ଅଭିଯୋଗ କରିଛନ୍ତି । ଡୁମଡୁମାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିôବାରୁ ବିଏମସ ପକ୍ଷରୁ ସ୍ଥାନୀୟ ଅଂଚଳକୁ କଂଟେନମେଂଟ ଘୋଷଣା
Read More...

ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

ପୁରୀ- ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ରଥଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସାଧୁବାଦ ଜଣାଇବା ସହ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ମଧ୍ୟ ପ୍ରଶାଂସା କରିଛନ୍ତି । ସଠିକ ସମୟରେ
Read More...

ଦାରିଙ୍ଗିବାଡି ସଟଡାଉନ୍

ଭୁବନେଶ୍ୱର: କନ୍ଧମାଳ ଦାରିଙ୍ଗିବାଡି ଜୋନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟଡାଉନ୍ କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସରପଂଚ ରାଧାକାନ୍ତ ପ୍ରଧାନ ଦାରିଙ୍ଗବାଡିକୁ ସଟଡାଉନ୍ କରିଛନ୍ତି । ଡୁଡୁକିବାଡି ଅଂଚଳରୁ ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବାପରେ ସରପଂଚ ଏଭଳି ପଦକ୍ଷେପ
Read More...

ମହାଙ୍ଗା ହେଲା ଡିଜେଲ ଦର

ନୂଆଦିଲ୍ଲୀ- ଗତକିଛି ଦିନ ହେବ ଲଗାତର ଭାବେ ବଢି ଚାଲିଛି ତୈଳ ଦର । ବୁଧବାର ପେଟ୍ରୋଲ ଦର ସ୍ଥିତର ରହି କେବଳ ଡିଜେଲର ଦର ବଢାଯାଇଛି । ଡିଜେଲ ୪୮ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୯ ଟଙ୍କା ୮୮ ପଇସା ହୋଇଥିବା ପେଟ୍ରୋଲ ଦର ୭୯, ୭୬ ଟଙ୍କର ରହିଛି । ପ୍ରଥମ
Read More...

ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମୀଙ୍କ କୋଭିଡ ଟେଷ୍ଟ

ପୁରୀ- ରଥଯାତ୍ରାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ବୁଧବାର ପ୍ରାଥମିକ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କ ପରୀକ୍ଷା କରାଯାଇଛି । ପରବର୍ତୀ ସମୟରେ ଅନ୍ୟ ପୁଲିସ କର୍ମଚାରୀଙ୍କ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିଂରଜନ ମିଶ୍ର କହିଛନ୍ତି । ପୁରୀ ଗୋପବନ୍ଧୁ
Read More...

ଟିକଟକ ହେଲା କାଳ

ଜଗତସିଂହପୁର- ଟିକଟକ ପୁଣି ହୋଇଛି କାଳ । ଟିକ୍ଟକ ପାଇଁ ସୁଂଟି କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ଭାଇଭଉଣୀ ଭାସି ଯାଇଛନ୍ତି । ଜଗତସିଂହପୁର ଜିଲ୍ଲା ମାଛଗାଁ ଅଂଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ
Read More...

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬୧୮୩କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୫୬,୧୮୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨୫୮୬୮୪ ସୁସ୍ଥ ହୋଇଥିବା ବେଳେ ୧୪୪୭୬ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୧୮୩୦୨୨ ଆକଟିଭ କେସ୍ ରହିଛି ।
Read More...

ଶିକ୍ଷାନୁଷ୍ଠାନରୁ ହଟିବ ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର- ସ୍କୁଲ ,କଲେଜ ପରିବର୍ତେ ଏଣିକି ପଂଚାୟତରେ ହେବ ୧୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର । ଜୁଲାଇ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ପଂଚାୟତ ଗୁଡିକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ସଙ୍ଗରୋଧ କେନ୍ଦ୍ର
Read More...

ହଜ ଯାତ୍ରା ବାତିଲ

ନୂଆଦିଲ୍ଲୀ- କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଚଳିତ ବର୍ଷ ହଜଯାତ୍ରା ବାତିଲ କରାଯାଇଛି । ହଜ ଯାତ୍ରା ପାଇଁ ଆବେଦନ କରିଥିବା ଭାତୀୟ ଯାତ୍ରୀଙ୍କୁ କେନ୍ଦ୍ର ସରକାର ଟଙ୍କା ଫେରେଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବାସ ନକଭୀ
Read More...

ଆଡପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

ପୁରୀ- ଆଡପ ମଣ୍ଡପକୁ ବିଜେ କରିବେ ତିନି ଠାକୁର । ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି । ପ୍ରଥମେ ମଦନମୋହନ ରାମକୃଷ୍ଣ, ପରେ ସୁଦର୍ଶନ,ଏବଂ ପରେପରେ ବଳଭଦ୍ର , ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ବିଜେ କରିବେ । ବୁଧାବାର
Read More...