Browsing Category

ପ୍ରମୁଖ ଖବର

ତେଲ ଦର ଆକାଶ ଛୁଆଁ

ଭୁବନେଶ୍ୱର- ପୁଣି ବଢିଲା ତେଲ ଦର । ଗତ ୧୬ ଦିନ ଭିତରେ କ୍ରମାଗତ ଭାବେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ଦ୍ଧିତ ପେଟ୍ରେଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦର ୫୮ ପାଇସା ବୃଦ୍ଧି ପାଇଛି । ଦୈତନଗରୀ କଟକ ଓ ଭୁବନେଶ୍ୱରେ ତୈଳ ଦରରେ ପରିବର୍ତନ ଦେଖା ଦେଇଛି । ଆଜି
Read More...

ରାଜ୍ୟରେ ନୂଆ ୧୪୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ନୂଆ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୭ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬ ଟି ଲୋକାଲ କେସ୍ ରହିଛି । ସୂଚନା ଓ ଲୋକ ସଂପର୍କ ବିଭାଗ ଏନେଇ ସୂଚନା ଦେଇଛନ୍ତି । ଚିହ୍ନଟ ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, ନୟାଗଡ ୧୩,
Read More...

ପରଲୋକରେ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକ

ଭୁଚନେଶ୍ୱର,୨୧ା୬:ପୂର୍ବତନ ଅବସର ପ୍ରାପ୍ତ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକଙ୍କର ଗତ ୧୩ ତାରିଖ ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଅବିଭକ୍ତ ବାଲେଶ୍ୱର ଜିଲା(ବର୍ତମାନ ଭଦ୍ରକ )ର ରାହାଣିଆଠାରେ ୧୯୩୩ ମସିହାରେ ଜନ୍ମ ଗ୍ରହଣ
Read More...

ସନ୍ଧିକ୍ଷଣରେ ରାଜଧାନୀ : ସମୂହ ସଂକ୍ରମଣ ଆଶଙ୍କା!

ଭୁବନେଶ୍ୱର,୨୧.୬ (ନି.ପ୍ର.): ଏକଦା କରୋନା ହଟସ୍ପଟ ଓ ରେଡ ଜୋନ ଚିହ୍ନିତ ରାଜଧାନୀ କିଛି ଦିନ ଶାନ୍ତି ରେ ନିଶ୍ୱାଶ ମାରିଥିଲା । ନୁଆ ସଂକ୍ରମଣ ଅସୁନଥିଲା । ସରକାର ଆଉ ରାଜଧାନୀ ବାସୀ ଟିକିଏ ଆସ୍ୱସ୍ତ ଥିଲେ । ଏହାକୁ ଆଉ ଟିକିଏ କଡାକଡି କରିବାକୁ ଯାଇ ସପ୍ତହାନ୍ତ ୨ଦିନ ସରକାର ସଟଡାଉନ
Read More...

ଉପ ରାଜ୍ୟପାଳଙ୍କ ନିର୍ଦେଶକୁ ଦିଲ୍ଲୀ ସରକାରଙ୍କ ବିରୋଧ

ନୁଆଦିଲ୍ଲୀ୨୧.୬ (ଏଜେନ୍ସି): ଦିଲ୍ଲୀରେ କରୋନା ସଂକ୍ରମିତମାନେ ୫ଦିନ କ୍ୱାରେନଟାଇନ ସେଂଟରରେ ରହିବା ବାଧ୍ୟତାମୂଳକ ବୋଲି ଉପରାଜ୍ୟପାଳ ଅନିଲ ବୈଜିଲ ଦେଇଥିବା ନିର୍ଦେଶକୁ ଦିଲ୍ଲୀ ସରକାର ବିରୋଧ କରିଛନ୍ତି । ମୂଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଶନିବାର କହିଛନ୍ତି, କରୋନା ମୁକାବିଲା ଲାଗି
Read More...

ଓଡିଶାରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର,୨୧.୬ (ନି.ପ୍ର.): ମହାକାଶରେ ରବିବାର ସଂଗଠିିତ ହୋଇଥିବା ସୂର୍ଯ୍ୟପରାଗ ଓଡ଼ିଶା ସମେତ ଭାରତର ସବୁ ଅଂଚଳରେ ଦୃଶ୍ୟମାନ ହେଇଛି । ଭାରତର ରାଜସ୍ଥାନ, ହରିଆଣା ଓ ଉତରାଖଣ୍ଡରେ ବଳୟ ସୂର୍ଯ୍ୟପରାଗ ଦୃଶ୍ୟମାନ ହେଇଥିଲା ବେଳେ ଓଡ଼ିଶାରେ ୬୧ରୁ ୭୨ ପ୍ରତିଶତ ସୂର୍ଯ୍ୟପରାଗ
Read More...

ଜେଲରେ ନିଶା ପାଗଳ କଏଦୀଙ୍କ ଉନ୍ମତକାଣ୍ଡ

ନୀଳଗିରି: ଜେଲ ଭିତରେ ନିଶା ପାଗଳ କଏଦିଙ୍କ ଉନ୍ମତକାଣ୍ଡ । ଚୋରି ଅଭିଯୋଗରେ ଜେଲ ହାଜତକୁ ଯାଇଥିବା ଅଭିଯୁକ୍ତ ରାତିରେ ନିଶା ଖାଇବା ପାଇଁ ପାଗଳ ହୋଇ ଉନ୍ମତକାଣ୍ଡ ଭିଆଇଥିଲା । ଅନ୍ୟ କଏଦି ମାନେ ବୁଝାସୁଝା କରିଥିଲେ ମଧ୍ୟ କାହା କଥା ଶୁଣିନଥିଲା । ଶେଷରେ ଜେଲ କର୍ମଚାରୀ ନିଶା ପାଗଳ ଯୁବକକୁ
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର- କରୋନା ନେଲା ଆଉ ୨ ଜୀବନ । ଦୁଇ ମୃତକଙ୍କ ମଧ୍ୟରୁ ଜଣେ ବରଗଡ ଜିଲ୍ଲାର ଓ ବୟସ ୭୬ । ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲାର ବୟସ ୪୯ । ତେବେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭ରେ ପଂହଚିଛି ।ବରଗଡରେ ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଚିକିତ୍ସାଧୀନ
Read More...

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର

ଭୁବନେଶ୍ୱର- ସେଞ୍ଜୁରୀ ମାରିଲା କରୋନା । ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୩୨ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୨୭୨ ସଙ୍ଗରୋଧ କେନ୍ଦ୍ରର ବୋଲି ରାଜ୍ୟ ସୂଚନା ଓ ଲେକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଗଞ୍ଜାମ ଜିଲ୍ଲାରେ ୩୮କରୋନା ପଜିଟିଭ

ଗଞ୍ଜାମ- ଗଞ୍ଜାମରେ ଗତକାଲି ପୁଣି ୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ଏନେଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କରୋନା ଯୋଦ୍ଧା ଅଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଚିକିଟି ୨, ଗଞ୍ଜାମ ଜଣେ, ପୋଲସରା ୩, ରଙ୍ଗେଇଲୁଣ୍ଡା, ଛତ୍ରପୁରରୁ ଓ
Read More...