ପୁଣି ବଢିଲା ତୈଳଦର
				ନୂଆଦିଲ୍ଲୀ-  ଗତ ୧୪ ଦିନ ଧରି  କ୍ରମାଗତ ଭାବେ ତେଳଦର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୦.୫୧ ପଇସା ଓ ଡିଜେଲଦର ୦୬୧ ପଇସା  ବୃଦ୍ଧି ପାଇଛି । ବର୍ଦ୍ଧିିତ ତେଳଦର ଅନୁସାରେ  ପେଟ୍ରୋଲ ଲିଟର ପିଛା ୩୮.୮୮ ଥିବା ବେଳେ  ଡିଜେଲ ଦର ୭୭.୬୭ ଟଙ୍କା ରହିଛି ।!-->…					
Read More...
				Read More...