Browsing Category

ପ୍ରମୁଖ ଖବର

ଏସିସିବି କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ

କଟକ:: କଟକ ସହରରେ ମହାମାରୀ ସଂକ୍ରାନ୍ତଙ୍କ ସଂଖ୍ୟା ଦୈନଦିନ ବଢିଚାଲିଥିଲା ବେଳେ କଟକ ବଡ ଡାକ୍ତରଖାନା (ଏସ୍‌ସିବି)ର କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଗତ ୫/୬ ଦିନ ହେବ ଆଇସିୟୁ ଭର୍ତି ଥିବାବେଳେ ବେଡ୍ ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ପ୍ରାୟ
Read More...

ଦେଶରେ ୨କୋଟି ମୁହାଁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ତରଙ୍ଗ ନିଜର କାୟା ବିସ୍ତାର କରି ଚାଲିଛି । ଗତକାଲି ତୁଳନାରେ ଜଣାପଡିଥିବା କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଆଜି ଦିନକରେ ୩ଲକ୍ଷ ୬୮ହଜାର ୧୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍
Read More...

ରିପୋର୍ଟିଂରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ

ନୂଆଦିଲ୍ଲୀ: ଉଚ୍ଚ ନ୍ୟାୟାଳୟ ଦେଉଥିବା ମୌଖିକ ମନ୍ତବ୍ୟକୁ ରିପୋର୍ଟିଙ୍ଗ କରିବାରୁ ଗଣମାଧ୍ୟମକୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ‘ନରହତ୍ୟା ମାମଲା’ଦାୟର ମନ୍ତବ୍ୟ ବିରୋଧରେ ଭାରତର ନିର୍ବାଚନ କମିସନ୍ ଦାୟର
Read More...

ରାଜ୍ୟରେ ଆଉ ୮୯୧୪ ପଜିଟିଭ୍ : ୫ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୫୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ ଜଣ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡରୁ
Read More...

ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ରାଜଧାନୀ ଭୁବନେଶ୍ୱରରେ ଥିବା
Read More...

ଜୁଲାଇ ପର୍ଯ୍ୟନ୍ତ ଟିକା ଅଭାବ : ଅଦର

ନୂଆଦିଲ୍ଲୀ: ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଟିକା ‘କୋଭିସିଲ୍ଡ’ର ଅଭାବ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୁନେ ସ୍ଥିତ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି । ‘ଫାଇନାନ୍‌ସିଆଲ୍ ଟାଇମସ୍‌’
Read More...

ଆଇଏନ୍‌ଏସ୍ ଚିଲିକାରେ ଖୋଲିଲା କୋଭିଡ୍ ସେଣ୍ଟର

ବାଲୁଗାଁ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଇ ଭାରତ ଗତି କରୁଥିବା ବେଳେ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଭାରତୀୟ ନେସସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍‌ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା
Read More...

ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍‌ଇ ଢାଞ୍ଚାରେ କରିବାକୁ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀରେ ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବା ତା’ ସହିତ ଦଶମ
Read More...

କରୋନା ମହାମାରୀ: ମୁଖ୍ୟମନ୍ତ୍ରୀ୧୦ କୋଟି ଦେଲେ ସିଏମସିକୁ

ଭୁବନେଶ୍ଵର: କଟକ ସହରରେ କରୋନା ମହାମାରୀ ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ (ସିଏମସି)କୁ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କଟକ ମହାନଗର ନିଗମ ଅଞ୍ଚଳରେ କରୋନା ମୁକାବିଲା କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ
Read More...

ଅମ୍ଳଜାନ ଅଭାବରୁ ଚାଲିଗଲା ୨୪ ରୋଗୀଙ୍କ ଜୀବନ

କର୍ଣ୍ଣାଟକ : ଦେଶ​‌ରେ ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ରୋଗୀଙ୍କ ଜୀବନ ଚାଲିଯାଉଛି। କିନ୍ତୁ ଡାକ୍ତରଖାନାରେ ଅମ୍ଳଜାନ ପହଞ୍ଚିବାରେ କିଛି ସମୟ ବିଳମ୍ବ ହୋଇଯିବାରୁ ୨୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରବିବାର ମଧ୍ୟରାତ୍ରିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକର
Read More...