Browsing Category

ପ୍ରମୁଖ ଖବର

ଦିଲ୍ଲୀରେ ଅକ୍ସିଜେନ୍ ଅଭାବରୁ ୨୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାସିକ୍ ସ୍ଥିତ ଜାକିର ହୁସେନ୍ ହସ୍ପିଟାଲ୍ରେ ଅମ୍ଳଜାନ୍ ଅଭାବରୁ ୨୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ୨୪ ଘଂଟା ନପୁରୂଣୁ ଦିଲ୍ଳୀର ‘ସାର୍ ଗଙ୍ଗାରାମ୍ ହସ୍ପିଟାଲ୍’ରେ ଆଜି ଅକ୍ସିଜେନ୍ ଅଭାବ ଯୋଗୁଁ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି
Read More...

ବିଗୁଡିଛି ସ୍ଥିତି : ପୁଣି ୩,୩୨, ୭୩୦ଆକ୍ରାନ୍ତ, ୨୨୬୩ ମୃତ

ନୂଆଦିଲ୍ଳୀ: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩,୩୨,୭୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୬୩,୬୯୫କୁ ବୃଦ୍ଧିପାଇଛି । ଦେଶରେ ଅକ୍ସିନେ୍ ଓ ଭେଂଟିଲେଟର ଅଭାବ ଭଳି କାରଣରୁ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାରେ
Read More...

ମୁମ୍ବାଇ ହସ୍ପିଟାଲରେ ନିଆଁ : ୧୩ ମୃତ

ମୁମ୍ବାଇ: ମୁମ୍ବାଇର ପଶ୍ଚିମ ବିରାର୍ ଅଞ୍ଚଳରେ ଥିବା ବିଜୟବଲ୍ଳଭ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୩ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ବହୁରୋଗୀ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି । ହସ୍ପିଟାଲର ‘ଇଂଟେନ୍ସିଭ୍ କେୟାର ୟୁନିଟ୍’ (ଆଇସିୟୁ)ରେ ଥିବା ଏୟାର୍
Read More...

ଶୁକ୍ରବାର ରାତିରୁ ନାଇଟକର୍ଫ୍ୟୁ ; ସୋମବାର ଭୋର ପର୍ଯ୍ୟନ୍ତ ଲାଗୁ କଟକଣା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ଦୀର୍ଘ ଏକ ସପ୍ତାହ ହେବ ନାଇଟକର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆସନ୍ତା ଶନିବାରରୁ ସପ୍ତାହନ୍ତ ସଟଡାଉନ ବ୍ୟବସ୍ଥା ଲାଗୁ କରାଯିବ। ମାତ୍ର
Read More...

ଭାରତୀୟ ସମାଜ ରେ ନାରୀର ଗୁରୁତ୍ୱପୂର୍ଣ ଭୂମିକା : ଅମିତ କଲେଜର ଚେୟାରମ୍ୟାନ

ଭୁବନେଶ୍ୱର : ଭାରତୀୟ ସଭ୍ୟତା ବିଶ୍ୱର ଅନ୍ୟତମ ପ୍ରାଚୀନ ସଭ୍ୟତା ଗତ ସାଢ଼େ ପାଞ୍ଚବର୍ଷ ହଜାର ବର୍ଷ ଧରି ଏହା ପ୍ରାଚ୍ୟ ଭୂଖଣ୍ଡ ନାମରେ ପରିଚିତ ଥିଲା । ଗତ ସାଢ଼େ ପାଞ୍ଚ ହଜାର ବର୍ଷ ଧରି ଏହାର ଲିଖିତ ସାହିତ୍ୟ ରହିଥିଲେ ମଧ୍ୟ ଏହି ସଭ୍ୟତା ତା ଠାରୁ ଅଧିକ ପୁରୁଣା ଏହି ସଭ୍ୟତାରେ ନାରୀର
Read More...

ଡିଏଲ, ଏଲଏଲ ଟେଷ୍ଟ ବାତିଲ

ଭୁବନେଶ୍ୱର: ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କତୃପକ୍ଷ(ଏସଟିଏ) ପକ୍ଷରୁ ସମସ୍ତ ଲର୍ଣ୍ଣର୍ସ ଲାଇସେନ୍ସ(ଏଲଏଲ) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଟେଷ୍ଟକୁ ଅନର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଛନ୍ତିି । ଏପି୍ରଲ ୨୨ତାରିଖରୁ ରାଜ୍ୟରେ ଏଲଏଲ ଓ ଡିଏଲ ଟେଷ୍ଟ
Read More...

୧୩ କୁମ୍ଭମେଳା ଫେରନ୍ତା କରୋନା ଆକ୍ରାନ୍ତ

କଟକ: ଉତରାଖଣ୍ଡର ହରିଦ୍ୱାରରେ ଅନିଷ୍ଟିତ କୁମ୍ଭମେଳାରୁ ଫେରିଥିବା କଟକର ୧୩ ଜଣ ଭକ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି । ହରିଦ୍ୱାରୁ ଫେରିଥିବା ଭକ୍ତମାନଙ୍କ ୩୦ଟି ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଯାଂଚ ବେଳେ
Read More...

ରାହୁଲଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କରୋନା ହୋଇନ୍ତି । ସେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ
Read More...

ଦେଶରେ ଲକ୍ଡାଉନ୍ ହେଲେ ୨% ଖସିବ ଜିଡିପି

ମୁମ୍ବଇ: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ର କରିବା ଲାଗି ଯଦି କେନ୍ଦ୍ର ସରକାର ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଲାଗୁ କରନ୍ତି, ତେବେ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ)୨ ପ୍ରତିଶତ ଖସିଯିବ ବୋଲି ଆମେରିକାର ଏକ ବ୍ରୋକରେଜ କମ୍ପାନୀ ବୋଫା ସିକୁ୍ୟରିଟିଜ ପକ୍ଷରୁ ପ୍ରକାଶିତ ରିପୋର୍ଟରେ
Read More...

ରେଳମାଧ୍ୟମରେ ପହଞ୍ଚିବ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: କରୋନା ସଂକଟ ବେଳେ ଅକ୍ସିଜେନ୍ର ଅଭାବକୁ ତୁରନ୍ତ ପୂରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ୍ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍
Read More...