Browsing Category

ପ୍ରମୁଖ ଖବର

ରାଜଧାନୀରେ ଲାଗିଲା କଙ୍କାଳ ମହିଳାଙ୍କ ସ୍କେଚ୍

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା ପରେ ପୋଲିସ୍ ପ୍ରସ୍ତୁତ କରିଥିବା ସ୍କେଚ୍କୁ ଜନଗହଳିପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲଗାଇଛି । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଛି । ପୂର୍ବରୁ କଙ୍କାଳର ସ୍କେଚ୍ ଜାରି କରିଥିଲା ପୋଲିସ୍ । ଜାରି
Read More...

କମିଲା ପେଟ୍ରୋଲ, ଡିଜେଲ୍

ନୂଆଦିଲ୍ଲୀ: ଦିର୍ଘ ୧ବର୍ଷ ପରେ ତଥା କ୍ରମାଗତ ୨୪ ଦିନ ଧରି ତୈଳ ଦର ବୃଦ୍ଧି ପରେ ଆଜି ପେଟ୍ରୋଲ ଓ ଡିଜ୍ଲେର ମୁଲ୍ୟ ଲିଟର ପିଛା ଯଥାକ୍ରମେ ୧୮ ଓ ୧୭ ପଇସା ହ୍ରାସ ପାଇଛି । ସୂଚନା ଯୋଗ୍ୟ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ମୁଲ୍ୟ ଏବେ ୫୭ ଡଲାରକୁ ହ୍ରାସ ପାଇଛି ।
Read More...

ମାସ୍କ, ସାମାଜିକ ଦୂରତା ଯାଞ୍ଚ ହେବ କଡାକଡି

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ଠାରୁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ କରିବେ । ତେବେ ଅମାନିଆଙ୍କ ଠାରୁ ପୋଲିସ୍ ଜୋରିମାନା ଆଦାୟ କରିବେ ବୋଲି
Read More...

ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତରରେ ଆଜି ରାଜ୍ୟରେ ଥିବା ବିଜ୍ଞାନାଗାର ବାବଦରେ ବିସ୍ତୃତ ତଥ୍ୟ ମନ୍ତ୍ରୀ ଦେଇଛନ୍ତିି ।
Read More...

ଡାକ୍ତରଖାନାରେ ପାଣି ମାଗି ମାଗି ପ୍ରାଣ ହରାଇଲେ ମହିଳା

ସୁରଟ: ହଜାର ହଜାର କରୋନା ସଂକ୍ରମିତ କେବଳ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ପାଇଁ ହିଁ ମୃତ୍ୟୁବରଣ କରିଛନ୍ତି। ଯଦି ସେମାନେ ଠିକ୍‍ ସମୟରେ ଚିକିତ୍ସା ପାଇଥାନ୍ତେ ତେବେ ହୁଏତ ସେମାନେ ବଞ୍ଚିଥାନ୍ତେ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ସୁରଟରୁ। ଏଠାରେ ଜଣେ କରୋନା ସଂକ୍ରମିତ
Read More...

“ଆଗାମୀ ୮/୧୦ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ସମ୍ଭବ ନୁହେଁ”

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ଲାଗି ରାଜ୍ୟଗୁଡ଼ିକ ପ୍ରସ୍ତାବ ଆଣିବା ପରେ ସରକାର ଏ ଦିଗରେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ। ଗତ ମଙ୍ଗଳବାର ସଂସଦରେ ଆର୍ଥିକ ବିଲ୍‌-୨୦୨୧ ଉପରେ ଆଲୋଚନା ସମୟରେ ସେ ଏହା କହିଥିଲେ। କିନ୍ତୁ ବୁଧବାର
Read More...

ଅମୀର ଖାନ୍‌ କରୋନା ସଂକ୍ରମିତ

ମୁମ୍ବଇ: କରୋନା କବଳରେ ବଲିଉଡ଼୍‌। ପୂର୍ବରୁ ବଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ମାତା, ନିର୍ଦେଶକମାନେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଅମୀରଙ୍କ ମୁଖପାତ୍ର ବୁଧବାର ସୂଚନା ଦେଇଛନ୍ତି। ମୁଖପାତ୍ର କହିଛନ୍ତି, ସେ
Read More...

ପରମବୀରଙ୍କ ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ

ମୁମ୍ବଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗୃହମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ପରମବୀରଙ୍କୁ ବଦଳି କରାଯାଇଥିବାରୁ ଏହା ବିରୋଧରେ ସେ
Read More...

ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ନେତୃତ୍ଵରେ ବିଜେପିର ଏକ ଟିମ ବୁଧବାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛି। ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ
Read More...

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଚାର କରିବେ ମୋଦୀ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ତରଫରୁ ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଚାର କରିବେ। ଉଭୟ ରାଜ୍ୟରେ ମୋଦୀ ଦଳୀୟ ରାଲିରେ
Read More...