Browsing Category

ଦେଶ

ଚୀନ୍ କମ୍ପାନିର କର୍ମଚାରୀ ନେଉଛନ୍ତି ସିନୋଭାକ୍ ଟିକା

ନୂଆଦିଲ୍ଲୀ: ଚୀନ୍ର ଭେଷଜ କମ୍ପାନି ସିନୋଭାକ୍ ବାୟାଟେନ୍ ଦ୍ୱାରା ବିକାଶିତ ଏକ କୋଭିଡ୍ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିଲେ ହେଁ ସରକାରଙ୍କ ଅନୁମତି କ୍ରମେ ଉକ୍ତ କମ୍ପାନିର କର୍ମଚାରୀ ଏବଂ ମେସାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି ।
Read More...

ମୋଦୀଙ୍କ ଆହ୍ୱାନ, କୁପୋଷଣ ଦୂର ପାଇଁ ସଚେତନତା ଜରୁରୀ

ଦେଶରୁ କୁପୋଷଣ ଦୂର କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସକାଶେ ସମସ୍ତେ ଏକଜୁଟ୍‍ ହୋଇ ଉଦ୍ୟମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହା ନାରୀଶକ୍ତି ଓ ଯୁବଶକ୍ତିକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ବିକଶିତ
Read More...

ଲଦାଖର ଆଗୁଆ ଘାଟିରେ ଆଇଟିବିପି ନିୟୋଜିତ କଲା ମହିଳା ଡାକ୍ତର

ପ୍ରଥମ ଥର ପାଇଁ ଭାରତ-ତିବ୍ଦତ ସୀମା ପୁଲିସ ମହିଳା ଡାକ୍ତରମାନଙ୍କୁ ଲଦାଖରେ ନିୟୋଜିତ କରିଛି। ଲେହରୁ ସୈନ୍ୟ ପଠାଇବା ଠାରୁ ଆରମ୍ଭ କରି ଆଗୁଆ ଘାଟିରେ ସେମାନଙ୍କର ଯତ୍ନ ନେବା ପର୍ଯ୍ୟନ୍ତ ସବୁକିଛି ମହିଳା ଡାକ୍ତରମାନେ ପରିଚାଳନା କରିବେ। ସୀମାରେ ଉତ୍ତେଜନାମୂଳକ ପରିସ୍ଥିତିକୁ ବିଚାରକୁ
Read More...

୨୦୨୧ ପ୍ରାରମ୍ଭରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି। ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧ ପ୍ରାରମ୍ଭରେ ଚନ୍ଦ୍ରଯାନ-୩ ଅଭିଯାନ  ଆରମ୍ଭ କରିପାରେ। କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର
Read More...

ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର  ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି। ତା’ଛଡ଼ା ସଶକ୍ତ ଭାରତ
Read More...

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବଇ :  ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶାହା ମୋତେ କିଛି ଦିନ ପରେ
Read More...

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ, ଅଳ୍ପକେ ରକ୍ଷା

ଉତରପ୍ରଦେଶ: ଉତରପ୍ରଦେଶର ବରେଲୀ ଜିଲ୍ଲାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚିର୍ଯ୍ୟ ଚକିତ ହୋଇଯିବେ । ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା । ମାତ୍ର ଠିକ ସମୟରେ ପିଲାଟିର ମାଆ ସାପର ଲାଞ୍ଜଟିକୁ ଦେଖି ତୁରନ୍ତ ସାପର ଲାଞ୍ଜ ଟାଣି ପିଲାଟିର
Read More...

ଦୁର୍ଘଟଣାରେ ୮ ଓଡ଼ିଆ ମୃତ

ରାୟପୁର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରଟକୁ ଯାଉଥିବା ବସ୍ ଆଜି ଛତିଶଗଡ଼ର ଚେରିଖେଦି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ ଘଟିଥିଲା ବେଳେ ଡାକ୍ତର ଖାନାରେ ଆଉ ଜଣଙ୍କର
Read More...

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ

ରୁଷଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗ୍ହଙ୍କ ମଧ୍ୟରେ ମସ୍କୋରେ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ସାଂଘାଇ ସହଯୋଗ ସମିତି ବୈଠକରେ ଯୋଗଦେବା ଅବସରରେ ଚୀନ ପକ୍ଷରୁ ଦ୍ବିପାକ୍ଷିକ ଆଲୋଚନା ନିମନ୍ତେ ଆଗ୍ରହ ପ୍ରକାଶ
Read More...

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୌଭିକଙ୍କ ସହିତ ସୁଶାନ୍ତଙ୍କ ପୂର୍ବତନ
Read More...