Browsing Category

ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ ଆକାଉଂଟ ହ୍ୟାକ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଂଟ ହ୍ୟାକ ହୋଇଥିବା ସୂଚନା ମିଳିଛି । ହ୍ୟାକ ପରେ କୋଭିଡ-୧୯ ମୁକାବିଲା ପାଇଁ ପିଏମ ନ୍ୟାସନାଲ ରିଲିଫ ଫଣ୍ଡକୁ ଆର୍ଥିକ ସହଯୋଗ କରିବାକୁ ଫଲୋର୍ସଙ୍କୁ କୁହାଯାଇଥିଲା । ଟୁଇଟର ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି
Read More...

ରନ୍ଧନ ଗ୍ୟାସରୁ ସବସିଡ୍ ଉଚ୍ଛେଦ !

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଉପରୁ କେନ୍ଦ୍ର ସରକାର ସବସିଡି ଉଚ୍ଛେଦ କରିଛନ୍ତି । ଫଳରେ ମହଙ୍ଗା ହୋଇଛି । କାରଣ ସିଲିଣ୍ଡର ପିଛା ସରକାର ଯେଉଁ ସବସିଡି ଡିବିଟି ଜରିଆରେ ଦେଉଥିଲେ ତାହା ଆଉ ଦେଉନାହାଁନ୍ତି । ସେପ୍ଟେମ୍ବର ୧ସୁଦ୍ଧା ସବସିଡିଯୁକ୍ତ ଏବଂ ସବସିଡି-ରହିତ ୧୪ : ୨ କିଲୋଗ୍ରାମ
Read More...

ମୌସୁମୀ ଅଧିବେଶନରେ ହେବନି ପ୍ରଶ୍ନୋତର

ନୂଆଦିଲ୍ଲୀ :ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଥିବା ପାର୍ଲ୍ୟାମେଂଟର ମୌସୁମୀ ଅଧିବେଶନରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହେବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ସେହିପରି ଅଧିବେଶନ କାଳରେ କୌଣସି ଛୁଟି ଦିବସ ରହିବ ନାହିଁ । ଶନି ଓ ରବି ବାର ଦିନ ଗୃହର
Read More...

ଫେସବୁକ ସିଇଓ ଜୁକରବର୍ଗଙ୍କୁ ପତ୍ର ଲେଖିଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗରେ ଏବେ ଛନ୍ଦି ହୋଇପଡ଼ିଛି ସାମାଜିକ ଗଣମାଧ୍ୟମ ଫେସ୍ବୁକା ଏହି ପରିପ୍ରେକ୍ଷୀରେ ବେଶ କଟୁ ଓ କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସବୁକକୁ ସିଇଓ ମାର୍କ
Read More...

ବ୍ୟାନ ହେଲା ପବ୍-ଜୀ

ନୂଆଦିଲ୍ଲୀ- ଭାରତ ସରକାର ତୃତୀୟ ଥର ପାଇଁ ଚୀନ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଲୋକପ୍ରିୟ ଗେମ୍ ପବଜୀ ସମେତ ମୋଟ ୧୧୮ଟି ଚାଇନା ଆପକୁ ଭାରତ ସରକାର ବ୍ୟାନ କରିଛନ୍ତି । ଏହାକୁ ମିଶାଇ ମୋଟ ୨୨୪ ଟି ଚାଇନିଜ ଆପ୍ ବ୍ୟାନ କରିଛି ଭାରତ । ଏହି ଆପ୍ସକୁ ବ୍ୟାନ କରିବା ପାଇଁ
Read More...

ରାମ ମନ୍ଦିର ନକ୍ସାକୁ ମିଳିଲା ମଞ୍ଜୁରୀ

ଅଯୋଧ୍ୟା- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନକ୍ସା ଓ ସମଗ୍ର ଅଂଚଳକୁ ମିଳିଲା ମଞ୍ଜୁରୀ । ଏନେଇ ଅଯୋଧ୍ୟା ବିକାଶ ପ୍ରାଧିକରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପ୍ରାଧିକରଣ ଅଧ୍ୟକ୍ଷ ତଥା କମିଶନର ଏସପି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ୨,୭୪,୧୧୦ ବର୍ଗ
Read More...

ପୁଣି ବସିଲା ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ କମାଣ୍ଡର ସ୍ତରୀୟ ବୈଠକ ବସିଛି । ଭାରତ ଶାନ୍ତି ଚାହେଁ କିନ୍ତୁ କୌଣସି ପରିସ୍ଥିତିରେ ସମୀର ଅଖଣ୍ଡତା ସହ ସାଲିସ କରିବ ନାହିଁ ବୋଲି ବେଜିଂକୁ ସିଧା ସିଧା ଶୁଣାଇଛି ଭାରତ । ଚୀନ କିନ୍ତୁ ବାହାନାବାାଜି ଛାଡିବାକୁ ନାରାଜ
Read More...

ପ୍ରତିରକ୍ଷାମନ୍ତ୍ରୀଙ୍କ ତିନି ଦିନିଆ ଋଷ ଗ୍ରସ୍ତ

ନୂଆଦିଲ୍ଲୀ- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ଋଷ ଗ୍ରସ୍ତ କରିଛନ୍ତି । ଏଥି ସହ ସେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗ ଦେବେ । ଏହି ବୈଠକରେ ଆଂଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ । ସେହିପରି ଋୁଷ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ
Read More...

ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି ନେତା

ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନରେ ପ୍ରଶ୍ନାକାଳ ରହିବ ନାହିଁ । ଏନେଇ ରାଜ୍ୟସଭା ସଚିବ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ପ୍ରଶ୍ନକାଳ ଉଠାଇବା ପ୍ରସଙ୍ଗରେ କଂଗ୍ରେସ ଟିଏମସି ନେତା ବିରୋଧ କରିଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି
Read More...

ଦେଶରେ ୩୭ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଦେଶରେ ଆଜି ୭୮,୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭,୬୯,୫୨୩ ରହିଛି । ଦେଶରେ ସୁସ୍ଥତା ହାର ୭୬.୯୮ ପ୍ରତିଶତ ରହିଛି । ମୃତ୍ୟ ସଂଖ୍ୟା ୬୬,୩୩୩ରେ ପଂହଚିଛି ଥିବା ବେଳ ୮,୦୧,୨୮୨ ସକ୍ରିୟ ମାମଲା
Read More...