Browsing Category

ଦେଶ

ଗୋଆ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ପଞ୍ଜାବ- ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାସ୍ୱନ୍ତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି, ଓ ଘରେ ରହି ଅଫିସ କାମ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ ଆଇସୋଲେସନରେ
Read More...

ସୀମାରେ ଭାରତ ମୁତୟନ କରିବ ପିନାକ ମିସାଇଲ

ନୂଆଦିଲ୍ଲୀ- ଏଣିକି ଶତ୍ରୁକୁ ଉଚିତ ଶିକ୍ଷା ଦେବା ପାଇଁ ଭାରତ ସୀମାରେ ମୁତୟନ କରିବ ପିନାକ ମିସାଇଲ । ଏଥିପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟର ଅସ୍ତ୍ରଶସ୍ତ୍ର ଓ ସାମାରିକ ଉପକରଣ କ୍ରିୟ କରିବା ପାଇଁ ଭାରତ ଆର୍ଥଭୁମର୍ସ ଲିମିଟେଡ, ଟାଟା ପାୱାର କଂପାନୀ
Read More...

ଅଲବିଦା ପ୍ରଣବ ଦା

ନୂଆଦିଳ୍ଲୀ- ପଂଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଲୋଧି ଶ୍ମଶାନ ଘାଟରେ ରାଜକୀୟ ସମ୍ମାନ ସହିତ ତାଙ୍କୁ ଅନ୍ତମି ବିଦାୟ ଦିଆଯାଇଛି । ପୁଅ ଅଭିଜିତ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ । କରୋନା ପାଇଁ ଅଭିଜିତ ଓ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିଲେ ।
Read More...

ଭାରତ-ଚୀନ୍ ସୀମା ପରିସ୍ଥିତି ସମୀକ୍ଷା କଲେ ଡୋଭାଲ୍

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍ ସୀମା ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଡାକିବାର ସମ୍ଭାବନା ଥିବା ଜଣାପଡିଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ଚୁସୁଲ ନିକଟ
Read More...

ତୃତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ହେଲେ ରାଜିବ କୁମାର

ନୂଆଦିଲ୍ଲୀ- ଅବସରପ୍ରାପ୍ତ ଆଇଏଏସ ଅଫିସର ରାଜିବ କୁମାର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି । ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଆରୋରା ଓ ସୁଶିଲ ଚନ୍ଦ୍ର ପରେ ତୃତୀୟ ନିବାର୍ଚନ କମିଶନର ହେଲେ ରାଜିବ କୁମାର । ଅଗଷ୍ଟ ୨୧ ତାରିଖରେ କମିଶନର ଅଶୋକ ଲାଭାଶାଙ୍କ ପଦବୀରେ ରାଜିବ
Read More...

ସେପ୍ଟେମ୍ବର ୧୪ରେ ବସିବ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ ବସିବ ସଂସଦ ମୌସୁମୀ ଅଧିବେଶନ । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ରାଷ୍ଟ୍ରପତି ରମାନାଥ କୋବିନ୍ଦ କହିବା ଅନୁଯାୟୀ ଏକାଥରେ ରାଜ୍ୟସଭା ଓ ଲୋକସଭା ଅଧିବେଶନ ଅନୁଷ୍ଠିତ ହେବ, ଓ ଏହି ଅଧିବେଶନ
Read More...

ପ୍ରଥମ ମହିଳା ଆଇପିଏସ ଅଫିସର ଚାରୁ ସିହ୍ନା ସିଆରପିଏଫ ଆଇଜି ଭାବେ ନିଯୁକ୍ତି

ଶ୍ରୀନଗର- ପ୍ରଥମ ମହିଳା ଆଇପିଏସ ଅଫିସର ଚାରୁ ସିହ୍ନା ଜାମ୍ମୁକାଶ୍ମୀର ଶ୍ରୀନଗରର ସିଆରପିଏଫ ଭାବେ ନିଯୁକ୍ତି ପାଇଛନ୍ତି । ସହ୍ନା ୧୯୯୬ ବ୍ୟାଚ ତେଲେଙ୍ଗାନା କ୍ୟାଡର ଆଇପିଏସ ଅଫିସର । ସେ ହେଉଛନ୍ତି ପ୍ରଥମ ମହିଳା ଯିଏ ମାଓପ୍ରବଣ ଅଂଚଳର ସିଆରପିଏଫ ଆଇଜି ଭାବେ ଦାୟିତ୍ୱ ନେଇଛନ୍ତି ।
Read More...

ଆଜି ପଂଚଭୂତରେ ଲୀନ ହେବେ ପ୍ରଣବ ଦା

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯିବ । ଅପରାହ୍ମ ୨ଟା ୩୦ ମିନଟ ସମୟରେ ଦିଲ୍ଲୀ ଲୋଧି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ । ଏବେ ତାଙ୍କ ପାର୍ଥିବ ଶାରୀରକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାଜଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ
Read More...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ପଶ୍ଚିମବଙ୍ଗ ଲକଡାଉନ

ପଶ୍ଚିମବଙ୍ଗ- ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସରକାର ଲକଡାଉନ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବପରି ସମସ୍ତ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ସିନେମା ହଲ, ସୁଇମିଂ ପୁଲ, ପାର୍କ ଏବଂ ପ୍ରେକ୍ଷାଳୟ ବନ୍ଦ ରହିବ । କରୋନା ସଂକ୍ରମଣ ଦ୍ରୁତ
Read More...

ଗମ୍ଭୀର ହେବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ- ଦିନକୁ ଦିନ ଜଟିଳ ହେବାରେ ଲାଗିଛି ପୂର୍ବତରନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା । ସେ ଏବେ କୋମାରେ ରହିଛନ୍ତି । ଗତକାଲି ଠାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଫୁସଫୁସ ସଂକ୍ରମଣ ଯୋଗୁଁ ସେ ସେପ୍ଟିକ ଶକ ରହିଛନ୍ତି । ତାଙ୍କ ଉପରେ
Read More...