Browsing Category

ଦେଶ

ଏଣକି କୃଷକମାନେ ବୈଜ୍ଞନିକମାନଙ୍କ ସହ ସିଧାକଥା ହୋଇ ପାରିବେ

ନୂଆଦିଲ୍ଲୀ: ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଠିକ୍ ସମୟରେ କୃଷକମାନଙ୍କୁ
Read More...

ୟୁଜିସିର ଗାଇଡଲାଇନ: ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଅକ୍ଟୋବର ପହିଲାରୁ ପାଠପଢ଼ା

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଭାବରେ ଶିକ୍ଷାକ୍ଷେତ୍ର ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଥିଲା ବେଳେ ଗତ ଦେଢ଼ ବର୍ଷ ଧରି ଶିକ୍ଷାନୁଠାନ ଗୁଡିକ ବନ୍ଦ ରହିଛି । ତେବେ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠପଢ଼ା ପାଇଁ ୟୁନିୟନ ଗ୍ରାଣ୍ଡ କମିସନ (ୟୁଜିସି) ନୂଆ ଗାଇଡଲାଇନ ଜାରି କରିଛି । ୨୦୨୧-୨୨
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ସୁପ୍ରୀମୋ ତଥା ବରିଷ୍ଠ ନେତା ଶ୍ରୀ ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ
Read More...

ନୌସେନାରେ ସାମିଲ୍ ହେଲା ଏମ୍ଏଚ-୬୦ଆର

ନୂଆଦିଲ୍ଲୀ: ଦେଶର ନୌବାହିନିରେ ଆଜି ଏମ୍ଏଚ-୬୦ ଆର ଲଢ଼ୁଆ ହେଲିକାପ୍ଟର ସାମିଲ ହୋଇଛି । ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି । ଏହି ହେଲିକପ୍ଟର ମଲ୍ଟି ଟାସ୍କ କାମ କରିପାରିବାର ଦକ୍ଷତା ରଖିଛି । ଭାରତ ଏହି
Read More...

ଆଇଏସ୍ଆଇ ଏଜେଣ୍ଟ୍ ଗିରଫ

ପୋଖରନ୍: ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ମାନଚିତ୍ର ଏବଂ ଦଲିଲକୁ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ରାଜସ୍ତାନର ପୋଖରାନ୍ଠାରୁ ଆଇଏସ୍ଆଇ ଏଜେଣ୍ଟ୍ ହବିବୁର ରହମାନକୁ ଗିରଫ କରାଯାଇଛି । ଦିଲ୍ଳୀ ପୁଲିସ୍ ଏହି ଆଇଏସ୍ଆଇ ଏଜେଣ୍ଟ୍ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି । ରହମାନ
Read More...

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ଡ୍ରୋନ

ଜମ୍ମୁ: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି । ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ ଉପରେ ଜୁନ୍ ୨୭ ତାରିଖରେ ଡ୍ରୋନରୁ ଆକ୍ରମଣ କରାଯିବାର ମାତ୍ର ତିନି
Read More...

କମଲ୍ ନାଥ ହେବେ କଂଗ୍ରେସର ଅଧ୍ୟକ୍ଷ!

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କମଳନାଥ କଂଗ୍ରେସର ଅଧ୍ୟକ୍ଷ ହେବେ । ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ଆଜି ଶ୍ରୀ କମଳନାଥ ଓ ଦଳର ହାଇକମାଣ୍ଡ ତଥା ଅନ୍ତରିଣ ଅଧ୍ୟକ୍ଷା ସୋନିଆଗାନ୍ଧିଙ୍କ ମଧ୍ୟରେ ଦିର୍ଘ ୩ଘଂଟା ଧରି
Read More...

ରାଜ୍ୟସଭା ସଂସଦୀୟ ଦଳ ମୁଖ୍ୟ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳର ନେତା ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଧର୍ମେନ୍ଦ୍ର ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ପାଇଛି
Read More...

ମୋଦିଙ୍କ ତୋଫା: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧% ବୃଦ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି ।
Read More...

କରୋନା ସ୍ଥିତି ନେଇ ୧୬ରେ ମୋଦୀ-ନବୀନ ଆଲୋଚନା

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଲୋଚନା କରିବେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା
Read More...