Browsing Category

ଦେଶ

ପାଣି ସୁଅରୁ ଉଦ୍ଧାର କଲା ବାୟୁସେନା

ବିଳାସପୁର- ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ବାୟୁସେନା । ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୧୬ ତାରି ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମରେ ଜଣେ ଯୁବକ ଫସି ରହିଥିଲେ । ଡ୍ୟାମର ଜଳ ସ୍ତର ଧୀରେଧୀରେ ବୃଦ୍ଧି ପାଇଥିଲା । ଯାହାଫଳରେ ଯୁବକ ଜଣଙ୍କ ନିଗ ଜୀବନକୁ
Read More...

ଭାରତରେ ଗତ ୨୪ ଘଂଟାରେ ୫୭,୯୮୧ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଭାରତରେ ଗୋଟିଏ ଦିନରେ ୫୭,୯୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ୯୪୧ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୪୭,୬୬୪କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ ୧୯,୧୯,୮୪୩ଆକ୍ରାନ୍ତ ସୁସ୍ଥ
Read More...

ଜମ୍ମୁ-କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ବାରମୂଳାରେ ସିଆରପିଏଫ ଏବଂ ପୁଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିବା ଜଣାପଡିଛି । ଏହି ଆତଙ୍କବାଦୀ ହମଲାରେ ୨ ସିଆରପିଏଫ ଯବାନଙ୍କ ସହ ଜମ୍ମୁକାଶ୍ମୀର ପୁଲିସର ଏସପିଓ ଯବାନ ସହିଦ ହୋଇଥିବା ଜଣାପଡିଛି। ଆତଙ୍କବାଦୀଙ୍କ
Read More...

ୟୁପିରେ କରୋନାରେ ଗଲାଣି ଦୁଇ ମନ୍ତ୍ରୀଙ୍କ ଜୀବନ

ଉତ୍ତରପ୍ରଦେଶ : ପୂର୍ବତନ କ୍ରିକେଟର ତଥା ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନଙ୍କ ରବିବାର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ହେବା ପରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସରେ ସେ ସଂକ୍ରମିତ ହୋଇଥିଲେ। ଉତ୍ତରପ୍ରଦେଶ
Read More...

୫ ବର୍ଷର ଶିଶୁ ୧୩ ମିନିଟରେ ଚଳାଇଲା ୧୧୧ ତୀର

ଚେନ୍ନଇ: ଚେନ୍ନଇରେ ରହୁଥିବା ୫ ବର୍ଷର ଏକ ଝିଅ ଏମିତି କିଛି କରି ଦେଖାଇଛି, ଯାହା ଜଣେ ସାଧାରଣ ମଣିଷର କଳ୍ପନା ବାହାରେ। ୫ ବର୍ଷୀୟା ସଞ୍ଜନା ତୀରନ୍ଦାଜ ବା ତୀର ଚାଳନାରେ ଯେଉଁ ରେକର୍ଡ଼ କରିଛି, ସେପରି ରେକର୍ଡ଼ ପେସାଦାର ଖେଳାଳି ମଧ୍ୟ ଏପର୍ଯ୍ୟନ୍ତ କରିନାହାନ୍ତି। ସୂଚନା ମୁତାବକ,
Read More...

ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୫ଟି ଦମକଳ ଗାଡ଼ି ଓ କର୍ମଚାରୀ ସଠିକ ସମୟରେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇଥିବା ସେନେଇ କୌଣସି ସ୍ପଷ୍ଟ ସୂଚନା
Read More...

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ଅହମଦାବାଦ- ଗୁଜୁରାଟ ଖେଡା ଜିଲ୍ଲା ନାଦିଆଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ନାଦିଆଡ ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକ ଅହମଦାବାଦର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ରିବିବାର ରାତିରେ
Read More...

ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ପରଲେକ

ନୂଆଦିଲ୍ଲୀ- ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ଜୁଲାଇ ମାସରେ ସେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଗୋଟିଏ କିଡନୀ ଖରାପ ହୋିଯିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କୁ
Read More...

ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ କାରେନା ପଜିଟିଭ

ନୂଆଦିଲ୍ଲୀ- ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଗୁରୁପ୍ରୀତ କଙ୍ଗର କରେନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାଧୀନତା ଦିବସରେ ଯୋଗଦେବା ପରେ ସେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପଞ୍ଜାବର ଦୁଇ କଂଗ୍ରେସ ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ତ୍ରିପ ରାଜିନ୍ଦିର ସିଂହ ବାଜୱା କାରୋନରେ
Read More...

କେଜ୍ରିୱାଲଙ୍କ ଜନ୍ମଦିନରେ ମୋଦିଙ୍କ ଶୁଭେଛା

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୫୨ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି । ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ରାଜ୍ୟରୁ ରାଜନେତା, ତାଙ୍କ ସମର୍ଥକ ଏବଂ ଦିଲ୍ଲୀ ବାସିନ୍ଦା
Read More...