Browsing Category

ଦେଶ

୨୪ ଘଣ୍ଟା ମଧ୍ୟରେ ସୌର ଝଡର ପ୍ରଭାବ!

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏକ ସୌରଝଡ଼ ମାଡ଼ି ଆସୁଥିବା ନେଇ ଗଲା କିଛି ଦିନ ହେଲାଣି ଚର୍ଚ୍ଚା ଚାଲିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି । ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ
Read More...

କ୍ୟାବିନେଟ କମିଟି ପୁନର୍ଗଠିିତ: ୨ଟି କମିଟିରେ ଅଶ୍ୱିନୀ ବୈଷ୍ଣବ ସାମିଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ସଂପ୍ରସାରଣ କରିବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ
Read More...

ବଜ୍ରପାତ ନେଲା ୭୦ ଜୀବନ

ନୂଆଦିଲ୍ଲୀ: ଉତ୍ତର ଭାରତର ତିନି ରାଜ୍ୟରେ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ୟୁପିରେ
Read More...

ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ
Read More...

ମୁଣ୍ଡ ନୁଆଁଇଲା ଟ୍ୱିଟର: ନିଯୁକ୍ତ କଲା ଆବାସିକ ଅଭିଯୋଗ ଅଧିକାରୀ

ନୂଆଦିଲ୍ଲୀ: ଶେଷରେ ଟ୍ୱିଟର ଭାରତ ସରକାଣଙ୍କର ତାଗିଦ ପରେ ମୁଣ୍ଡ ନୁଆଁଇଛି । ଟ୍ୱିଟର ଆଜି ବିନୟ ପ୍ରକାଶଙ୍କୁ ଅନ୍ତରିଣ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି । ଏହା ସହିତ ବିଭିନ୍ନ ମାମଲାରେ ଟ୍ୱିଟର ଆକାଉଣ୍ଟ ବିରୋଧରେ ନିଆଯାଇଥିବା କାଯ୍ୟ ଉପରେ ମାସିକ ରିପୋର୍ଟ ମଧ୍ୟ ରଖାଯାଇଛି ।
Read More...

ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହେବେ ଧର୍ମେନ୍ଦ୍ର !

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହୋଇପାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାମନ୍ତ୍ରୀଙ୍କ ନାଁ ଚର୍ଚ୍ଚାର ଆଗରେ ଥିବାବେଳେ ମୁଖତାର୍ ଅ।ବସ ନକଭିଙ୍କ ନାଁ
Read More...

ଦାୟିତ୍ୱ ଗ୍ରହଣ କଲେ ଅଶ୍ୱିନୀ, ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନବନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀଭାବେ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପର୍ବାହ୍ନ ୧୦ଟାରେ ଶ୍ରୀ
Read More...

ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କର ଆଜି ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ରାଜ୍ୟରେ ୩ଦିନିଆ ରାଷ୍ଟ୍ରୀୟ ଶୋକ
Read More...

ଦିଲୀପ କୁମାର ଆଉ ନାହାନ୍ତି

ମୁମ୍ବାଇ: ବଲିଉଡର ଖ୍ୟାତନାମା ଚଳିଚତ୍ର ଅଭିନେତା ତଥା ବଲିଉଡର ଟ୍ରାଜେଡି କିଗଂ ଦିଲ୍ଲୀପ କୁମାର ଆଉ ନାହାନ୍ତି । ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା ।ପୂର୍ବରୁ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ
Read More...

କେନ୍ଦ୍ର ମନ୍ତ୍ରିମଣ୍ଡଳର ସଂପ୍ରସାରଣ

ନୂଆଦିଲ୍ଲୀ: ବହୁ ଆକାଂକିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆଜି ସଂପ୍ରସାରଣ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୩ ଜଣ ନୂଆ ମୁହଁକୁ ନେଇ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଥିବା ବେଳେ ୧୨ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ
Read More...