Browsing Category

ଦେଶ

ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ ; ମୂଲ୍ୟ ୧୫ ଲକ୍ଷ ଟଙ୍କା

ବାଙ୍ଗଲାଦେଶ : ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ । ବାଙ୍ଗଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷଟଙ୍କା। ଏହା
Read More...

ଇମ୍ରାନଙ୍କ ‘ଚୀନ-ପ୍ରେମ’କୁ ପିଓକେରେ ବିରୋଧ

ମୁଜାଫରାବାଦ: ପାକିସ୍ଥାନ ଓ ଚୀନ ସମ୍ପର୍କ ଅତି ନିବିଡ଼ । ଭାରତ ବିରୋଧରେ ଚୀନ ଲାଗି ପାକିସ୍ଥାନ ଓ ପାକିସ୍ଥାନ ଲାଗି ଚୀନ ପରସ୍ପର ସହ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ଇମ୍ରାନଙ୍କ ଚୀନ ପ୍ରେମ ତ ସବୁଠାରୁ ବଳି ଯାଇଛି । ଏଥିପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ । ମାତ୍ର
Read More...

ଚୀନ ଆରମ୍ଭ କଲା ‘କ୍ଲିନ୍ ୟୋର ପ୍ଲେଟ୍’; ଖାଦ୍ୟ ସଙ୍କଟ ଚର୍ଚାକୁ ସରକାରଙ୍କ ଖଣ୍ଡନ

ଅଧିକାରୀଙ୍କ ମହଙ୍ଗା ଭୋଜନ ଉପରେ କଟକଣା ପରେ ଦ୍ବିତୀୟ ସଂସ୍କରଣରେ ଖାଦ୍ୟ ନଷ୍ଟ ନ କରିବାକୁ ଅପିଲ୍ ଖାଦ୍ୟ ନଷ୍ଟକୁ ରୋକିବା ମଧ୍ୟ ଉଦ୍ଦେଶ୍ୟ, ସମାଜରେ ଏହାକୁ ଲଜ୍ଜାଜନକ କାର୍ଯ୍ୟ ମନେ କରୁ: ରାଷ୍ଟ୍ରପତି ଜିଙ୍ଗପିଙ୍ଗ ବେଜିଂ: ଚୀନରେ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି ।
Read More...

କେବଳ ଗରିବ ନୁହନ୍ତି; ଏଣିକି ମଧ୍ୟବିତ୍ତ ମଧ୍ୟ ପାଇବେ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟ ଯୋଜନା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ଗରିବଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସୁବିଧା ମିଳୁଛି । ମାତ୍ର ଏହି ଯୋଜନା ଏବେ କେବଳ ଗରିବଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଏହାର ଫାଇଦା ଗରିବୀ ରେଖା ଉପରେ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ପାଇବେ । ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ
Read More...

ପାହାଡ଼ରୁ ଖସିଲା ପଥର ୨ ମୃତ, ଅନେକ ଆହତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡୀରେ ପ୍ରବଳ ବର୍ଷା କାରଣରୁ ବହୁ ସମସ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସମୟରେ ମଣ୍ଡୀ ଜିଲାରେ ଶ୍ରୀ ହନୋଗୀ (ସରସ୍ୱତୀ)ଙ୍କ ମନ୍ଦିର ନିକଟରେ ୨ଟି ଯାନ ଉପରକୁ ପାହାଡରୁ ପଥର ଖସିପଡ଼ିଥିବା ଜଣାପଡ଼ିଛି। ଏଥିପଥର ପଥର ତଳେ ଦବି ଯାଇ ୨ ଜଣଙ୍କର
Read More...

ଅନ୍ ଲାଇନ ଗେମରେ ୧୧୦୦ କୋଟି ଟଙ୍କା ଠକେଇ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଚୀନରୁ ନିୟନ୍ତ୍ରିତ ହେଉଥବା ଏକ ବଡ଼ ଠକେଇର ରହସ୍ୟ ଉନ୍ମୋଚନ କରିଛନ୍ତି । ସୂଚନା ଅନୁସାରେ ଜଣେ ଚୀନା ନାଗରିକଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କା କାରବାର ହେଉଥିଲା । ଅନଲାଇନ୍ ଗେମ୍ ୱେବସାଇଟ୍ ଜରିଆରେ ଭାରତୀୟ ଲୋକଙ୍କୁ ଲୁଟ୍ କରାଯାଉଥିଲା । ଏହି ଚୀନ
Read More...

ସୁଧୁରୁନି ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ​‌ କୌଣସି ସୁଧାର ଆସୁନାହିଁ। ​‌ସେ ଏବେ ବି ସଙ୍କଟାପନ୍ନ ରହିଛନ୍ତି। ଦିଲ୍ଲୀର ସେନା ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭେଣ୍ଟଲେଟର ସପୋର୍ଟରେ ରଖାଯାଇଥିବା ଶୁକ୍ରବାର ସକାଳେ ହସ୍ପିଟାଲ ପକ୍ଷରୁ ବୁଲେଟିନ୍‌ ଜାରି
Read More...

ଆଇଏସଆଇ ଟାର୍ଗେଟରେ ବିଜେପି ଓ ଆରଏସଏସ ନେତା

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଟାର୍ଗେଟରେ ରହିଛନ୍ତି ଭାରତର ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ନେତା। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ବିଜେପି ଏବଂ ଆରଏସଏସ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଗୁଇନ୍ଦା
Read More...

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୱଗାଁଓରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳକୁ
Read More...

ସାମାଜିକ ନିରାପତା ଦିବସ

ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ପାଳିତ ହୁଏ ସାମାଜିକ ନିରାପତା ଦିବସ । ସାମାଜିକ ନିରାପତାର ର ସଂଜ୍ଞା – ବେରୋଜଗାର ତଥା ସ୍ୱଳ୍ପ ଆୟକାରୀଙ୍କୁ ସରକାରୀ ଆର୍ଥିକ ସହାୟତା । ଜାତି ସଂଘ ର ମାନବାଧିକାରର ସର୍ବଭୌମ ଘୋଷଣା ର ୨୨ତମ ଧାରାରେ ଏହା ସମ୍ୟଜ୍ ଭାବେ ବର୍ଣ୍ଣିତ । ସାମାଜିକ
Read More...