Browsing Category

ଦେଶ

ଚାର୍ଜରେ ବସାଇ ମୋବାଇଲରେ କଥା ହେବା କାଳ ହେଲା; ମା’ ଓ ୨ ଶିଶୁ ମୃତ

ଚେନ୍ନାଇ: ତାମିଲନାଡୁରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି। ଚାର୍ଜରେ ବସାଇ ମୋବାଇଲ ଫୋନରେ କଥା ହେବା ଏକ ପରିବାର ପାଇଁ କାଳ ସାଜିଛି। ମୋବାଇଲ୍‌ ଫୋନ୍‌ ଫାଟିଯିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର କରୁର ଅଞ୍ଚଳରେ ଏହି ଅଘଟଣ ଘଟିଛି। କରୁର ଅଞ୍ଚଳର ୨୯ ବର୍ଷୀୟା
Read More...

ରୁଷର କରୋନା ଟୀକାକୁ ମିଳିଲା ମଞ୍ଜୁରୀ, ରାଷ୍ଟ୍ରପତି ପୁଟିନଙ୍କ ଝିଅ ନେଲେ ପ୍ରଥମ ଟୀକା

ମସ୍କୋ: ରୁଷ ପ୍ରସ୍ତୁତ କରୋନା ଟୀକାକୁ ମିଳିଛି ମଞ୍ଜୁରୀ । ନିଜେ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଏହା ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଝିଅକୁ ପ୍ରଥମ କରୋନା ଟୀକା ଦିଆଯାଇଥିବା ସେ କହିଛନ୍ତି । ମଙ୍ଗଳବାର ରାଷ୍ଟ୍ରପତି ପୁଟିନ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ତାଙ୍କ
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ- ପୈତୃକ ସମ୍ପତି ଉପରେ ଝିଅଙ୍କ ସମାନ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି । ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କ ବାପାଙ୍କ ସମ୍ପତି ଉପରେ ଅଧିକାର ରହିଛି । ପୁଅରି ଯେତିକି ଅଧିକାର ଝିଅର ମଧ୍ୟ ସେତିକି ଅଧିକାର
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି । ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲ ଭେଂଟଲେଟରରେ ରଖାଯାଇଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସୂଚାନାଯୋଗ୍ୟ ତାଙ୍କ ବ୍ରେନରେ ରକ୍ତ
Read More...

ଡାକ୍ତର ଛୁଟିରେ, ମହିଳାଙ୍କ ପ୍ରସବ କରାଇଲେ ବିଧାୟକ

ଆଇଜଲ: ଡାକ୍ତର ନ ଥିବାରୁ ଏକ ଜରୁରୀ ପରିସ୍ଥିତିରେ ମହିଳାଙ୍କ ପ୍ରସବ କରାଇଛନ୍ତି ଜଣେ ବିଧାୟକ। ମିଜୋରମର ଜମ୍ଫାଇ ଜିଲାରେ ଏହି ଘଟଣା ଘଟିଛି। ବିଧାୟକ ଜେଡ୍‌. ଆର. ଥିଆମସଙ୍ଗା ଭୂକମ୍ପ ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଖବର ମିଳିଥିଲା ଯେ ଜଣେ ମହିଳା
Read More...

୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦ୍ରୁତ ବୃଦ୍ଧି ପାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡଓକନଫରେନସ ଜରିଆରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଆନ୍ଧ୍ରପ୍ରଦେଶ,
Read More...

ଜାମ୍ମୁକଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ

ନୂଆଦିଲ୍ଲୀ- ଅଗଷ୍ଟ ୧୬ ତାରିଖରୁ ଜାମ୍ମୁକାଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ କରାଯିବ । ଗୋଟିଏ ଜିଲ୍ଲାରେ ଦୁଇମାସ ପାଇଁ ଏହି ସେବା ଆରମ୍ଭ ହେବ । ୨ ମାସ ପରେ ସ୍ଥିତିର ସମୀକ୍ଷା କରାଯିବ ଓ ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବକ ନାହିଁ ନିଷ୍ପତି ନିଆଯିବ । ସୀମାବର୍ତୀ
Read More...

୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନ ମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଭୟଙ୍କର ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଙ୍ଗ ଜରିଆରରେ ୬ ରାଜ୍ୟ ଆସାମ, ବିହାର, ଉତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣଟକ ଏବଂ କେରଳ ପରିସ୍ଥିତି ଉପରେ ସମୀକ୍ଷା ବୈଠ କରିଥିଲେ । ବନ୍ୟା ସଂକ୍ରାନ୍ତରେ ଆଗୁଆ
Read More...

ଦୁଇ ଦିନରେ ଘରକୁ ଫେରିଲେ ସଞ୍ଜୟ ଦତ

ନୂଆଦିଲ୍ଲୀ- ନିଶ୍ୱାସରେ କଷ୍ଟ ହେବା ଯୋଗୁଁ ୨ ଦିନ ତଳେ ହସ୍ପିଟାଲରେ ଭର୍ତି ହୋଇଥିବା ବଲିଉଡ ଅଭିନେତା ସଞ୍ଜୟ ଦତ ଆଜି ଡିସଚାର୍ଜ ହୋଇଛନ୍ତି । ଅଗଷ୍ଟ ୮ ତାରିଖରେ ତାଙ୍କୁ ଲୀଲାବତୀ ହସ୍ପିଟାଲରେ ଭିର୍ତ କରାଯାଇଥିଲା । ସଠାରେ ତାଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ତାଙ୍କ
Read More...

୧୨ ତାରିଖରେ ଆସିବ କରୋନା ଟିକା

ମାସ୍କୋ- ଆଉ ଦୁଇ ଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ରୁଷ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକା ମିଳିବାକୁ ଯାଉଛି । ରୁଷ ସରକାର ୧୨ ତାରିଖରେ ଏହି ଟିକାକୁ ପଞ୍ଜୀକରଣ କରିବାକୁ ଘୋଷଣା କରିଛନ୍ତି । ଏହାପରେ ଟିକାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ । ଏହାକୁ ପ୍ରଥମେ ରୁଷର ସମସ୍ତ
Read More...