Browsing Category

ଦେଶ

ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ

ନୂଆଦିଲ୍ଲୀ- ଲଦାଖରେ ମୁତୟନ ପାଇଁ ହିମାଚଳ ପ୍ରଦେଶର ପାର୍ବତ୍ୟ ଅଂଚଳରେ ରାତ୍ରୀ ଉଡାଣ ଅଭ୍ୟାସ କରୁଛି ୫ ଭାରତୀୟ ରାଫେଲ । ଲଦାଖ ସେକ୍ଟର ଅଂଚଳର ୧,୫୯୭ କିଲୋମିଟର ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାରେ ଯଦି ପରିସ୍ଥିତି ନ ସୁଧୁରେ ତେବେ, ଗୋଲଡେନ ଆରୋ ସ୍କର୍ଡନରେ ସାମିଲ ହୋଇଥିବା ରାଫେଲ
Read More...

ସାବଧାନ ;ଚାଇନାରୁ ଆସୁଛି ଆଉ ଏକ ମାରାତ୍ମକ ରୋଗ

i ନୂଆଦିଲ୍ଲୀ- ଚାଇନାରୁ ଆସୁଛି ମହାବିନାଶକାରୀ ବିହନ ପ୍ୟାକେଟ । ଏହା ଜମିର ଉର୍ବରତା ନଷ୍ଟ କରିବା ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ କରିଦେବ । ଆମେରିକା, କାନାଡା ଓ ଜାପାନ ଭଳି କିଛି ଦେଶରେ ଏହି ବିହନ ପ୍ୟାକେଟ ପଂହଚିବା ପରେ କେନ୍ଦ୍ର ସରାକାର ଏହା ଉପରେ ସର୍ତକ ଦୃଷ୍ଟି
Read More...

ସୁଶାନ୍ତ ମୃତ୍ୟୁ ପ୍ରସଙ୍ଗ: ରିୟାଙ୍କ ସମେତ ୫ ଜଣଙ୍କୁ ଇଡିର ଜେରା

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୫ ଜଣଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜେରା କରୁଛି। ରିୟାଙ୍କୁ ୨ୟ ପର୍ଯ୍ୟାୟ ଜେରା କରାଯାଉଛି। ରିୟାଙ୍କ ସହିତ ତାଙ୍କ ଭାଇ ଓ ବାପାଙ୍କୁ ବି ଇଡି ପଚରାଉଚରା କରୁଛି। ସମସ୍ତେ
Read More...

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତଙ୍କ ସ୍ପଷ୍ଟୀକରଣ ସୁପ୍ରିମକୋର୍ଟରେ ଅଗ୍ରାହ୍ୟ

ନୂଆଦିଲ୍ଲୀ: ବରିଷ୍ଠ ଆଡ୍‌ଭୋକେଟ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଅବମାନନା ନେଇ ୧୧ ବର୍ଷ ପୁରୁଣା ଏକ ମାମଲାର ଶୁଣାଣି ସୋମବାର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିଲା। ଶୁଣାଣି ସମୟରେ ପ୍ରଶାନ୍ତ ଭୂଷଣ ନିଜର ସ୍ପଷ୍ଟୀକରଣ ରଖିଥିଲେ, କିନ୍ତୁ
Read More...

ୟୁଜିସି ପରୀକ୍ଷାକୁ ନେଇ ଦ୍ୱନ୍ଦ

ନୂଆଦିଲ୍ଲୀ- ୟୁଜିସି ଶେଷ ସେମିଷ୍ଟାର ପରୀକ୍ଷାକୁ ବାଧ୍ୟତା ମୂଳକ କରିବା ପାଇଁ ସୁପ୍ରମକୋର୍ଟରେ ୟୁଜିସି ପକ୍ଷରୁ ଏକ ପିଟିସନ ଦାୟ କରାଯାଇଥିଲା । ଅଗଷ୍ଟ ୧୪ ତାରିଖରେ ସୁପ୍ରିମକୋର୍ଟ ଏହି ଚ୍ୟାଲେଞ୍ଜ ଉପରେ ଶୁଣାଣି କରିବେ ବୋଲି ନିଷ୍ପତି ହୋଇଛି । ମହାମାରୀ କରୋନା ପାଇଁ ପୂର୍ବରୁ
Read More...

ଆଇପିଏଲର ପ୍ରାୟୋଜକ ହୋଇପାରେ ପତଞ୍ଜଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ସ୍ବଦେଶୀ କମ୍ପାନୀ। ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଆଇପିଏଲ ସ୍ପନସରଶିପ୍‌ ନେବାକୁ ଆଗ୍ରହ ଦେଖାଇଛି। ସ୍ପନସରଶିପ୍‌ ଲାଗି କମ୍ପାନୀ ପକ୍ଷରୁ ଆଗ୍ରଦ ପ୍ରକାଶ କରାଯାଇଥିବା ନେଇ ପତଞ୍ଜଳି ସ୍ପଷ୍ଟ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ଟ୍ୱଟ୍ କରି ସୂଚନା ଦେଇଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସେଲ୍ଫ ଆଇସୋଲେସନରେ ରହିବା ସହ କରୋନା ଟେଷ୍ଟ କରିବାକୁ ପରାମର୍ଶ
Read More...

ଦେଶର ୨୪ ଘଂଟାରେ ୬୨,୦୬୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେବ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୬୨,୦୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୧୫,୦୭୪ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୩୫,୭୪୩ ସୁସ୍ଥ ହୋଇଥିବା ବେଳେ ୬,୩୪,୯୪୫ ଆକଟିଭ କେସ୍ ରହିଛି । ୪୪୩୮୬
Read More...

ବିଶ୍ୱ ସିଂହ ଦିବସ

ବିଗ୍ କ୍ୟାଟ୍ ରେସକୁ୍ୟ’ ପକ୍ଷରୁ କିଛି ବର୍ଷ ହେଲା ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଛି ‘ ବିଶ୍ୱ ସିଂହ ଦିବସ’ । ବିଶ୍ୱର ଅଳ୍ପ କିଛି ଅଂଚଳରେ ସିଂହ ଦେଖିବାକୁ ମିଳନ୍ତି । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ୫୦ ବର୍ଷ ତଳେ ସାରା ବିଶ୍ୱରେ ସିଂହ
Read More...

ସବମାରିନ ଅପଟିକାଲ ଫାଇବର କେବୁଲର ଶୁଭ ଉଦଘାଟନ

ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ରମାଦୀଙ୍କ ଆହ୍ୱାନ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତ୍ମା ନିର୍ଭର ଭାରତ ଶପଥ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିବେ । ଏତଦ୍ ବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ସବମାରିନ ଅପଟିକାଲ ଫାଇବର କେବୁଲର ଶୁଭ ଉଦଘାଟନ କରିବେ । ଏହି କେବୁଳ
Read More...