Browsing Category

ଦେଶ

ଚୀନ୍‌କୁ ରୋକିବା ପାଇଁ ଭାରତର ବଡ଼ ରଣନୀତି ୨୦୨୪ ସୁଦ୍ଧା ପୂର୍ଣ୍ଣ ସ୍ୱାବଲମ୍ବୀ

ନୂଆଦିଲ୍ଲୀ : ବିଶ୍ୱକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ ନିଜକୁ ସଶକ୍ତ ଓ ଶକ୍ତିଶାଳୀ
Read More...

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା ଏପରି ଏକ ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀମାନେ ଖୁବ ଖର୍ଚ୍ଚ
Read More...

କେରଳ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ- କେରଳ ଇଡୁକ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏଯାବତ୍ ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ ସ୍ନିଫର କୁକୁର ସହାୟତାରେ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଉଦ୍ଧାର
Read More...

ପ୍ଲାଜମା ଦେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇସାରିଥିବା ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି । ଜୁଲାଇ ୨୫ ତାରିଖରେ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତି ହୋଇଥିଲେ । ଅଗଷ୍ଟ ୫ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।
Read More...

ମସଜିଦ୍ ଶିଳାନ୍ୟାସ ଲାଗି ଯୋଗୀଙ୍କୁ ନିମନ୍ତ୍ରଣ

ଅଯୋଧ୍ୟା: ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ୍ ନିମନ୍ତେ ଦିଆଯାଇଥିବା ୫ ଏକର ଜମିରେ ଡାକ୍ତରଖାନା, ଲାଇବ୍ରେରୀ, କମ୍ୟୁନିଟି ରନ୍ଧନଶାଳା ଓ ଗବେଷଣା କେନ୍ଦ୍ର ନିର୍ମାଣ କରିବ ସୁନ୍ନି ସେଂଟ୍ରାଲ ୱାକଫ ବୋଡର଼୍ । ଏଥିପାଇଁ ହେବାକୁଥିବା ଶିଳାନ୍ୟାସ ନିମନ୍ତେ ମୁଖମନ୍ତ୍ରୀ ଯୋଗୀ
Read More...

ଗ୍ରୋସରି, ପରିବା ଦୋକାନୀଙ୍କ କରୋନା ପରୀକ୍ଷା ଲାଗି କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏପରି ସ୍ଥଳେ ଅନେକ ଅଂଚଳରେ ଲକ୍ଡାଉନ୍ ସତ୍ୱେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି । ତେଣୁ ସେି ବ୍ୟବସାୟୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ
Read More...

ଟପ୍ ପୋଷ୍ଟରେ ୫ ଓଡିଆ ପୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳ ମଧ୍ୟରେ ଓଡିଶାର ବିଶିଷ୍ଟ ଜ୍ଞାନୀ ଗୁଣୀ ଲୋକ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଓଡିଶା ପାଇଁ ଏହା ଏକ ବଡ ସମ୍ନାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ସ୍ୱାଧୀନ ହେବାପର ଠାରୁ ଦେଶର ପ୍ରଶାସନିକ କ୍ଷେତ୍ରରେ
Read More...

କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ- କୃଷି ଭିତିଭୂମି ପାଇଁ ଚାଷୀଙ୍କ ଆକାଉଂଟକୁ ଗଲା ୧୭ ହଜାର କୋଟି ଟଙ୍କା । ଏହା ଦ୍ୱାରା ସାଢେ ୮ କୋଟି ଚାଷୀ ଉପକୃତ ହେବେ । ଏହା ଦ୍ୱାରା ଦେଶରେ କୃଷି ଭିତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ ବୋଲି ଜଣାପଡିଛି । କରୋନା ମହାମାରୀ ସମୟରେ
Read More...

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଗତମାସରେ ଓଲି ନେପାଳର ଠୋରି ନିକଟରେ
Read More...

କୋଭିଡ କେୟାର ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ୍ୟବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ

ବିଜୟୱାଡା- ଆନ୍ଧ୍ରପ୍ରଦେଶ ବିଜୱାଡା କୋଭିଡ କେୟାର ସେଂଟର ସାଜିଥିବା ଏକ ହୋଟେଲରେ ନିଆଁ ଲାଗି ମୃତ୍ୟ ବରଣ କରିଥିବା ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହେଲା ସେ
Read More...