Browsing Category

ଦେଶ

୭୩୭ ବିମାନ ବ୍ଳାକବକ୍ସ ଠାବ

ନୂଆଦିଲ୍ଲୀ- ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ୭୩୭ ବ୍ଳାକବକ୍ସକୁ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ । ବ୍ଳାକବକ୍ସରେ ବିମାନ ଦୁର୍ଘଟଣାା ସବୁ ରହସ୍ୟ ରେକର୍ଡ ହୋଇ ରହିଥିଏ । ତେଣୁ ବିମାନ ଦୁର୍ଘଟଣାର କାରଣ ଖୁବଶୀଘ୍ର ଜଣାପଡିବ ବୋଲି ଆଶ କରାଯାଉଛି । ଅନ୍ୟପକ୍ଷରେ ବେସାମାରିକ ବିମାନ
Read More...

ଇଡୁକି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଥିରୁଅନନ୍ତପୁରମ- ଶୁକ୍ରବାର କେରଳରେ ପ୍ରବଳ ବର୍ଷା ଯୋଗୁ ଇଡୁକି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ହୋଇଥିଲା । ପ୍ରଥମେ ୫ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ସଂକ୍ୟା ବଢି ୨୪ରେ ପଂହଚିଛି । ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ୫୦ରୁ
Read More...

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ କୋଭିଡ ଟେଷ୍ଟ

ତିରୁଅନନ୍ତପୁରମ- କୋଝିକୋଡା ବିମାନ ବନ୍ଦରରେ ଦୁର୍ଘଟଣା ହୋଇଥିବା ଏୟାର ଇଣ୍ଡିଆ ବିମାନର ଉଦ୍ଧାର କାର୍ଯ୍ୟରେ ସମାଲି ହୋଇଥିବା ଉଦ୍ଧାରକାରୀଙ୍କ କୋଭିଡ ଟେଷ୍ଟ ହେବ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏତଦ୍ ବ୍ୟତିତ ତାଙ୍କୁ ସେଲଫ- କ୍ୱାରେନଂଟାଇନରେ ରହିବାକୁ ମଧ୍ୟ ନିର୍ଦେଶ
Read More...

ଶପଥ ନେଲେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ- ଦେଶର ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମ । ରାଷ୍ଟ୍ରମତି ଭବନରେ ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା
Read More...

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ୧୯ ମୃତ

ଥିରୁଅନନ୍ତପୁରମ- କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ପୂର୍ବତନ ବାୟୁସେନା ଟେଷ୍ଟ ପାଇଲଟ କ୍ୟାପଟେନ୍ ଡିଭି ସାଥେ ଏବଂ ତାଙ୍କ ସହାୟକ ପାଇଲଟ୍ ମଧ୍ୟ ଅଛନ୍ତି । ଆହାତ ଏବଂ ମୃତକଙ୍କ ବିଷୟରେ ଜାଣିବା ପାଇଁ ଏୟାର ଇଣ୍ଡିଆ
Read More...

କେରଳରେ ଭୂସ୍ଖଳନ ୫ ମୃତ

ତିରୁବନ୍ତପୂରମ୍: କେରଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଥିଲା ବେଳେ ଭୂସ୍ଖଳନରେ ୫ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଗତ ୨୦୧୮ର ପ୍ରଳୟଙ୍କାରୀ ବନ୍ୟା ପରି ଚଳିତ ବର୍ଷଅ ଲଘୁଚାପ ପ୍ରଭାବରେ ବନ୍ୟାର
Read More...

ଋଣଗ୍ରହୀତା ଆଶ୍ୱସ୍ତ ହେବେ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାଲାଗି କେତେକ ପଦକ୍ଷେପ ଗ୍ରହଣ କରିଥିବା ପ୍ରକାଶ । କରୋନା ସଙ୍କଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାା ଅର୍ଥନୀତିର ଗତିକୁ ବଢ଼ାଇବା ଉପରେ ଜୋର ଦେବା ପରିବର୍ତେ ଦରଦାମ୍ ସ୍ଥିତି କିଭଳି
Read More...

ନୋଭାଭାକ୍ସ ସହ କୋଭିଡ ଟିକା ବିକାଶ କରିବ ସିରମ୍ ପ୍ରତିଷ୍ଠାନ

ନୂଆଦିଲ୍ଲୀ: ଆମେରିକାର ମେରିଲିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ସହ ମିଶି ଭାରତ ଅଗ୍ରଣୀ ଟିକା ନିର୍ମାଣ କମ୍ପାନି ପୁଣେ ସ୍ଥିତ ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ ଏକ କୋଭିଡ-୧୯ ଟିକାର ବିକାଶ ଏବଂ ବ୍ୟାବସାୟିକ ପ୍ରସ୍ତୁତ କରିବ ବୋଲି ଜଣାଯାଇଛି । ଉଭୟ କମ୍ପାନି ମଧ୍ୟରେ ଗତ ୩୦ ତାରିଖରେ
Read More...

ଗଗନଯାନ ଅଭିଯାନ; ରୁଷରେ ୪ ମହାକାଶଚାରୀଙ୍କ ପ୍ରଶିକ୍ଷଣ ସରିଲା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ନିଟକ ଭବିଷ୍ୟତରେ ଗଗନଯାନ ଅଭିଯାନ ଲଞ୍ଚ କରିବ। ଏଥିରେ ପ୍ରଥମ ଥର ଲାଗି ମହାକାଶଚାରୀଙ୍କୁ ମହାକାଶ ପଠାଯିବ। ଏଥିପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। ଏହି ୪ ଜଣ ହେଉଛନ୍ତି ବାୟୁସେନାର ଲଢୁଆ ପାଇଲଟ୍‌। ସେମାନଙ୍କୁ
Read More...

ଭାରତ ଆସିବେ ରୁଷ ରାଷ୍ଟ୍ରପତି

ନୂଆଦିଲ୍ଲୀ- ଆସନ୍ତା ଅକ୍ଟୋବର ମାସରେ ଭାରତ ଗ୍ରସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଥିସହ ବିଭିନ୍ନ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସହ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ପୁଟିନ ଭାରତ
Read More...