ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା
				ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତୀ ପି ଆର କୁମାରମଙ୍ଗଳମଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ହତ୍ୟା କରାଯାଇଛି  । ନୂଆଦିଲ୍ଲୀର ବସନ୍ତ ବିହାର ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି  । ଡକାୟତମାନେ କିଟ୍ଟିଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି  ।!-->…					
Read More...
				Read More...