Browsing Category

ଦେଶ

କରୋନାରୁ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କରୋନାରୁ ସୁସ୍ଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପାରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ସେ ୧୧ ଦିନ ହୋମ କ୍ୱାରେଂଟାଇନ ଓ ୭ ଦିନ ଯାଏ ନିଜ ସ୍ୱାସ୍ଥ୍ୟ ପାଂଚ କରିବାକୁ ଡାକ୍ତର
Read More...

ଶିଳାନ୍ୟାସ ହେଲା ରାମ ମନ୍ଦିର

ଅଯୋଧ୍ୟା- ବହୁ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ଶିଳାନ୍ୟାସ ହେଲା ଅଯୋଦ୍ଧା ରାମ ମନ୍ଦିର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଭୂମି ପୂଜା ପରେ ଶିଳାନ୍ୟାସ କାର୍ଯ୍ୟ ଆରମ୍ଭ ହୋଇଛି । ଶିଳାନ୍ୟାସ ପାଇଁ ସ୍ୱତନ୍ତ୍ର ରୁପା ଇଟା ସ୍ଥାପନ କରାଯାଇଛି ।
Read More...

ପୂଜାରେ ବସିଛନ୍ତି ମୋଦୀ

ନୂଆଦିଲ୍ଲୀ- ଶ୍ରୀରାମଙ୍କ ନିର୍ମାଣ ପାଇଁ ଆୟୋଜିତ ହୋଇଥିବା ଭୂମି କାର୍ଯ୍ୟ ଅରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଭୂମି ପୂଜା ମଣ୍ଡପରେ ବସି ସମସ୍ତ ନୀତିକାନ୍ତି କରୁଛନ୍ତି । ପୂଜା ଶେଷ ହେବାପରେ ମୋଦୀ ଶିଳାନ୍ୟାସ କରିବେ । ଏହି ସମୟରେ ୪୦ କେଜି ଓଜନର ରୂପା ସ୍ଳାବ ପ୍ରତିଷ୍ଠା କରିବେ ଓ
Read More...

ହନୁମାନଗଡି ମନ୍ଦିରରେ ପ୍ରଧାମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଦ୍ଧାରେ ପଂହଚିବା ପରେ ହନୁମାନଗଡି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯,୩୦ରେ ଦିଲ୍ଲୀରୁ  ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ ।  ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ଅଯୋଦ୍ଧାରେ
Read More...

ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଭବନକୁ ୯୦ ଜଣ ଆମନ୍ତ୍ରଣ

ନୂଆଦିଲ୍ଲୀ- କୋଭିଡ-୧୯ ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନକୁ ୯୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ପୂର୍ବରୁ ସ୍ୱାଧୀନତା ଦିବସରେ ୧୫୦୦ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯାଉଥିଲା । ତେବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି
Read More...

ମୋମୋ ଖାଇ ଫାଟିଲା ଅନ୍ତବୁଜୁଳା

ଦେଶର ବିଭିନ୍ନ ସ୍ଥାନରେ ଯେପରି ହିଁ ଲୋକେ ଚଟପଟା ଖାଦ୍ୟ ନଜରରେ ଆସିବା ମାତ୍ରେ ହିଁ ସଭିଁଙ୍କ ପାଟିରେ ପାଣି ଆସିଯାଏ। ଜଣେ ବ୍ୟକ୍ତି ଅତି ରାଗ ମୋମୋ ଖାଇ ସେହି ବ୍ୟକ୍ତିଙ୍କର ଖୁବ କ୍ଷତି ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ଚୀନରେ ଘଟିଛି ବୋଲି ଜଣାପଡ଼ିଛି।ଅତି ରାଗର ମୋମୋ ଖାଇବା ଦ୍ୱାରା
Read More...

ଦେଶରେ ୧୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୫୨,୫୦୯ ପଜିଟିଭ୍ ଚିହ୍ନଟ, ୮୫୭ ମୃତ

ନୂଆଦିଲ୍ଲୀ : ଦେଶରେ ଅସମ୍ଭାଳ ହେଉଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ  ଗତ ୨୪ ଘଣ୍ଟାରେ ୫୨ ହଜାର ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି୫୨ ହଜାର ୫୦୯ ଜଣ ନୂଆ
Read More...

’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଯୋଧ୍ୟାରେ ’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ବା ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ । କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ
Read More...

ଉପବାସରେ ୨୮ ବର୍ଷ, ରାମ ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ଖାଇ ନାହାଁନ୍ତି ୮୧ ବର୍ଷିୟ ଉର୍ମିଳା

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଚାଲିଥିବା ସଂଗ୍ରାମ ଶେଷ ହୋଇଛି ​​ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଆଜି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ପ୍ରଭୁ ରାମଙ୍କ ମହାନ ମନ୍ଦିର ନିର୍ମାଣରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରୁଛନ୍ତି
Read More...

ଉତ୍ସବମୁଖର ଅଯୋଧ୍ୟା; ହନୁମାନଙ୍କ ଦର୍ଶନ ପରେ ଭୂମିପୂଜନ କରିବେ ମୋଦୀ

କାର୍ଯ୍ୟକ୍ରମରେ ଭାଗ ନେବେ ୧୩୫ ଜଣ ସାଧୁ ସନ୍ଥ ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ପୂର୍ବରୁ ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଛି ଭୂମିପୂଜନ କାର୍ଯ୍ୟକ୍ରମକୁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟା ନଗରୀରେ ରାମ କୀର୍ତ୍ତନ ଓ ରାମଚରିତ ମାନସ ଭଳି ଧାର୍ମିକ
Read More...