Browsing Category

ଦେଶ

ଆଏଜ ସମ୍ବଲପୁରୀ ଦିନ୍:ବିଦ୍ୟାଙ୍କ ଠୁ ନେଇ ପ୍ରତିଭା ପାଟିଲ ଙ୍କ ପସନ୍ଦ

ଆଏଜ ସମ୍ବଲପୁର ଦିନ୍ । ଅର୍ଥାତ୍ ଆଜି ଅଗଷ୍ଟ ୩୧ ତାରିଖରେ ପାଳନ ହୋଇଥାଏ ସମ୍ବଲପୁର ଦିବସ । କରାନା କାଳରେ ଏହି ଦିନଟିକୁ ଭର୍ଚ୍ୟୁଆଳ ପାଳନ କରାଯାଉଛି । ମାତ୍ର ଚଳିତ ବର୍ଷ ଏହି ଦିନର ବିଶେଷତ୍ଵ ଆଉ ଏକ କାରଣରୁ ଢ଼େର ବଢ଼ି ଯାଇଛି । ଗାଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅବତୀର୍ଣ୍ଣ
Read More...

ଗର୍ଭଗୃହରେ ରଖାଯିବ ରୁପାର କଇଁଛ

ନୂଆଦିଲ୍ଲୀ: ତିନି ଦିନ ପରେ ବହୁ ପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ମନ୍ଦିରର ଗର୍ଭଗୃହରେ ରୁପାର କଇଁଛ ଓ ଏହାରି ଉପରେ ଶେଷ ନାଗ ରଖାଯିବାର ଜଣାଯାଇଛି । କୁହାଯାଏ ଯେ ଶେଷ ନାଗ ପାତାଳ ଲୋକଙ୍କ ମାଲିକ । ଭୂମି ପୂଜନରେ କାଶି ବିଶ୍ୱନାଥରୁ
Read More...

ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୫୭ ହଜାର ୧୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ୯୮୮ରେ ପଂହଚିଛି । ବର୍ତମାନ ସୁଦ୍ଧା ୫ ଲକ୍ଷ ୬୫ ହଜାର ୧୦୩
Read More...

ବିଷାକ୍ତ ମଦ ନେଲା ୩୮ ଜୀବନ

ପଞ୍ଜାବର ଅମୃତସର, ବାତଲା, ତରନ ତରନ ଜିଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍‍ ୨୯ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ ୫ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ
Read More...

ଆନ୍ତର୍ଜାତୀୟ ନିଃସନ୍ତାନ ଦିବସ

ଭଗବାନଙ୍କ ଆର୍ଶୀବାଦରୁ ସନ୍ତାନ ମିଳୁଥିବା ବିଶ୍ୱାସ ସବୁ ଜାତି, ଧର୍ମ ଓ ସଂପ୍ରଦାୟରେ ପ୍ରଚଳିତ । ସନ୍ତାନ ଲାଭ ପ୍ରତ୍ୟେକ ବିବାହିତ ଙ୍କ କାମନା । ଏହି କାମନା ପ୍ରାକୃତିକ ଏହା ସତ୍ୱେ ଏଭଳି ବି ଅନେକ ଅଛନ୍ତି ( ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କରେ), ଯେଉଁମାନେ ବିବାହ
Read More...

ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ; ଖରିଫ ଫସଲକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ : ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ ।  କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି । ବିଶେଷକରି
Read More...

ବିଶ୍ୱ ଫୁସଫୁସ କର୍କଟ ଦିବସ

ପ୍ରତି ବର୍ଷ ଅଗଷ୍ଟ ପହିଲା ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳନ କରାଯାଏ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି, ଏହି ଦିବସ ପାଳନର ଲକ୍ଷ୍ୟ । ୨୦୧୫ରେ ଏହି କର୍କଟ ଯୋଗୁ ସାରା ବିଶ୍ୱରେ ସତରେ ଲକ୍ଷ ମଣିଷଙ୍କ ପ୍ରାଣ ଯାଇଥିଲେ । ଫୁସଫୁସ କର୍କଟରେ ଆକ୍ରାନ୍ତ ହେଲେ, ବଂଚିବାର ସମ୍ଭାବନା
Read More...

୩୩ ଥର ପରୀକ୍ଷା ଦେଇଛନ୍ତି ବ୍ୟକ୍ତି

ହାଇଦ୍ରାବାଦ: ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ ଦୀର୍ଘ ୩୩ ବର୍ଷ ହେଲା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶେଷରେ ସଫଳତା ମିଳିଛି । କରୋନା ମହାମାରୀ କବଳରୁ ଲୋକେ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ , ଉକ୍ତ ବ୍ୟକ୍ତି ଜଣଙ୍କ କରୋନାକୁ ଧନ୍ୟବାଦ ଜଣାଇଛନ୍ତି । କରୋନା
Read More...

ଇଦ୍ ଅଲ-ଅଦା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନୂଆଦିଲ୍ଲୀ- ଇଦ୍ ଅଲ- ଅଦା ଅବସରରେ ଦେଶବାସୀଙ୍କୁୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ,ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଉ ଓ ଭାଇଚାରା ଆଗକୁ ବଢୁ । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ
Read More...

ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ନଦୀଜଳ ରାଷ୍ଟ୍ରୀୟ ଏକାତ୍ମତାର ଚିହ୍ନ: ମିଲିନ୍ଦ ପରାଣ୍ଡେ

ନୂଆଦିଲ୍ଲୀ: ମର୍ଯ୍ୟାଦା ପୁରୁଷୋତମ ଭଗବାନ ପ୍ରଭୂ ଶ୍ରୀରାମ ତାଙ୍କ ଜୀବନରେ ସାମାଜିକ ସମନ୍ୱୟ ଏବଂ ସଶକ୍ତିକରଣର ବାର୍ତା ଦେଇଥିଲୋ ତାଙ୍କର ମନ୍ଦିର ନିର୍ମାଣ ଭୂମି ପୂଜନରେ ବ୍ୟବହୃତ ହେବା ପାଇଁ ସାରା ଦେଶରୁ ଆସୁଥିବା ହଜାର ହଜାର ପବିତ୍ର ନଦୀର ଜଳ ଏବଂ ପବିତ୍ର ପୀଠର ମୃତିକା ସମଗ୍ର
Read More...