Browsing Category

ଦେଶ

ପୁସ୍କର ସିଂ ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍ : ବିଜେପିର ବରିଷ୍ଠ ନେତା ଶ୍ରୀ ପୁସ୍କର ସିଂ ଧାମି ଉତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ଡେରାଡୁନ୍ ଠାରେ ଅନୁଷ୍ଠିତ ବିଜେପି ବିଜେବି ବିଧାୟକ ଦଳ ବୈଠକରେ ସେ ସର୍ବସମ୍ମତ କ୍ରମେ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ମୁଖ୍ୟମନ୍ତ୍ରୀ
Read More...

କୋଭୋଭାକ୍ସ ଟିକା ପରୀକ୍ଷଣକୁ ସରକାରଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର ଭେଷଜ ମହାନିର୍ଦ୍ଦେଶକ
Read More...

ଦେଶରେ ପୁଣି ୪୬,୬୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି । ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ
Read More...

ଭାରତୀୟ ଦୂତାବାସ ଉପରେ ପାକ୍ ଡ୍ରୋନ୍‌

ନୂଆଦିଲ୍ଲୀ: ପାକିସ୍ତାନର ଇସ୍‌ଲାମାବାଦସ୍ଥିତ ଭାରତୀୟ ଦୂତାବାସ ପରିସରରେ ଗୋଟାଏ ଡ୍ରୋନ୍ ଉଡାଣ ନେଇ ଭାରତ ଆଜି ପାକିସ୍ଥାନ ନିକଟରେ ତିବ୍ର ପ୍ରତିବାଦ କରିଛି । ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରରେ ଥିବା ବାୟୁସେନା ଘାଟିରେ ଡ୍ରୋନ୍ ଆକ୍ରମଣ କାରଣରୁ ଉତ୍ତେଜନାମୟ ପରସ୍ଥିତି ସୃଷ୍ଟି
Read More...

୨୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଆଜି ସବସିଡ୍ ଯୁକ୍ତ ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ମୁଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲା ବେଳେ ଅଣ ରିହାତି ଗ୍ୟାସର ସିଲିଣ୍ଡର ପିଛା ମୁଲ୍ୟ ୭୬ଟଙ୍କା ବୃଦ୍ଧି କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଫଳରେ ଉଭୟ
Read More...

‘କୋଭିସିଲ୍ଡ୍’କୁ ୯ଟି ୟୁରୋପୀୟ ରାଷ୍ଟ୍ରର ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ‘ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ’ ପ୍ରସ୍ତୁତ ‘କୋଭିସିଲ୍ଡ୍’ ଟିକାକୁ ୯ଟି ଇଉରୋପୀୟ ସଂଘ ରାଷ୍ଟ୍ର ଏବଂ ସୁଇଜରଲାଣ୍ଡ୍ ଅନୁମୋଦନ କରିଛନ୍ତି । ଅଷ୍ଟ୍ରିଆ, ଜର୍ମାନି, ସ୍ଲୋଭେନିଆ, ଗ୍ରିସ୍, ଆଇସ୍ଲାଣ୍ଡ୍, ଆୟର୍ଲାଣ୍ଡ୍ ଏବଂ ସ୍ପେନ୍ ସମେତ
Read More...

୩୧ ପର୍ଯ୍ୟନ୍ତ ଆନ୍ତଃର୍ଜାତୀକ ବିମାନ ସେବା ନିଷିଦ୍ଧ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଡେଲଟା ଭାରିଆଣ୍ଟ ଏବଂ ତୃତୀୟ ଲହରର ସମ୍ଭାବନାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜୁଲାଇ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥି୍ୱା ପ୍ରତିବନ୍ଧକକୁ ବଢ଼ାଇ ଦେଇଛନ୍ତି । ବୁଧବାର ଡିଜିସିଏ ଏହି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଜୁନ୍ ୩୦ ଯାଏ
Read More...

କାନାଡ଼ାରେ ଅଂଶୁଘାତ : ୨୦୦ରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ,: ଗତ ୪ ଦିନ ହେବ ତାପମାତ୍ରା ୪୯.୧ ଡିଗ୍ରି ରହିବା ଯୋଗୁଁ କାନାଡାରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଉତ୍ତପ୍ତ ପରିସ୍ଥିତି ସହ ଝାଞ୍ଜି ପ୍ରବାହ ହେତୁ ଭାଙ୍କୋଭରରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏଭଳି ଗ୍ରୀଷ୍ମପ୍ରବାହ ଯୁକ୍ତରାଷ୍ଟ୍ର ଆମେରିକାର
Read More...

ଦେଶରେ କମୁଛି ସଂକ୍ରମଣ, ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୧୭
Read More...

କରୋନା ମୃତକଙ୍କୁ ଅନୁକମ୍ପା ସହାୟତା ଦିଅ

ନୂଆଦିଲ୍ଲୀ: ମହାମାରୀ କରୋନାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତିୟ ଏକମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ
Read More...