Browsing Category

ଦେଶ

ରକ୍ଷାବନ୍ଧନରେ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସ ଜରିଆରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ରକ୍ଷାବନ୍ଧନରେ ମହିଳାଙ୍କୁ ଏହି ଉପହାର ଦେଇଛନ୍ତି ବୋଲି ମୋଦୀ କହିଛନ୍ତି । ମଣିପୁରରେ ୧,୭୦୦ଗ୍ରାମରେ ୧ ଲକ୍ଷ ପରିବାର ଏହି ଜଳପ୍ରକଳ୍ପ ଦ୍ୱାରା ଉପକୃତ ହେବେ
Read More...

ଜଙ୍ଗଲରେ ବାଘ, ଅଜଗର ମୁହାଁମୁହିଁ

ନୂଆଦିଲ୍ଲୀ : ଆପଣ ସିଂହ, ଚିତାବାଘ, ବାଘ ଆଦି ଶିକାର କରୁଥିବାର ଦୃଶ୍ୟ ଅନେକ ଥର ଭିଡ଼ିଓରେ ଦେଖିଥିବେ। ମାତ୍ର କେବେ ବାଘ ଓ ଅଜଗର ସାପ ମୁହାଁମୁହିଁ ହୋଇଥିବା ଦେଖିଛନ୍ତି କି ? ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଘଟଣାଟି ଗୋଟିଏ ଜଙ୍ଗଲରେ ବାଘ ଓ ଅଜଗର
Read More...

ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ୍

କରୋନା ଭୂତାଣୁ ମୁକାବିଲା ପାଇଁ ସରକାର ଲାଗୁ କରିଥିବା ନିୟମ ପାଳନ ନ କଲେ ଏଣିକି ଲୋକଙ୍କୁ ମହଙ୍ଗା ପଡ଼ିବ। ବିଶେଷ କରି ମାସ୍କ ନ ପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ଏହା ସହିତ ନିମୟ ଉଲ୍ଲଂଘନକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିପାରେ ବୋଲି ଝାଡ଼ଖଣ୍ଡ  ସରକାର
Read More...

କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କୁ କୋର୍ଟଙ୍କ ଝଟ୍‌କା

ଜୟପୁର: ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର​‌ରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା। ଏବେ ଜୟପୁରର ଏକ କୋର୍ଟଙ୍କ ଆଦେଶ ଶେଖାୱତଙ୍କୁ ଝଟ୍‌କା ଦେଇଛି। ଏକ କ୍ରେଡିଟ୍‌ କୋଅପରେଟିଭ୍‌
Read More...

ମଙ୍ଗଳ ଗ୍ରହକୁ ମହାକାଶଯାନ ତିଆନୱେନ୍ ୧ ପଠାଇଲା ଚୀନ

ନୂଆଦିଲ୍ଲୀ- ଚୀନ ସଫଳତାର ସହ ମହାକାଶଯାନ ତିଆନୱେନ୍ ୧କୁ ମଙ୍ଗଳ ଗ୍ରହକୁ ପଠାଇଛି । ଦକ୍ଷିଣ ଚୀନ ହେନାନ ପ୍ରଦେଶର ୱେଞ୍ଚାଙ୍ଗ ସ୍ପେସ ଲଂଚ ସେଂଟରରୁ ଚୀନର ମାର୍ସ ଅବି÷ର୍ଟର ତିଆନୱେନ ୧ ଲଂଚ କରାଯାଇଛି । ୨୦୦୦ ସେକେଣ୍ଡର ଉଡାଣ ପରେ ଏହି ରକେଟ ସଫଳତାର ସହ ପୃଥିବୀ-ମଙ୍ଗଳ
Read More...

ଧୋକା ଦଉଛି ଚୀନ

ନୂଆଦିଲ୍ଲୀ- ଏଲଏସିରୁ ହଟୁନି ଚୀନ । ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ନେଇ ସହମତି ପ୍ରକାଶ ସ୍ୱତେ ପୂର୍ବ ଲଦାଖର କିଛି ଅଂଚଳରେ ଏବେ ବି ଚୀନ ତାର ସେନା ମୁତୟନ କରିଛି ବୋଲି ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଚୀନ ଫିଙ୍ଗର-୫ରେ ଏକ ଅବଜର୍ଭେସନ ପୋଷ୍ଟ କରିବା ଯୋଜାନ କରୁଛି
Read More...

ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଭୋଦରିଆ କରୋନାରେ ଆକ୍ରାନ୍ତ

ଭୋପାଲ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନଙ୍କ କ୍ୟାବିନେଟର ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଭୋଦିରିଆ ସଂକ୍ରମଣ ହେବାପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଭୟ
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ପାର

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୪୫,୭୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮,୬୩୫ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି । ବର୍ତମାନ ସୁଦ୍ଧା
Read More...

ପାନ,ଗୁଟଖା, ବିଡ଼ି ନିଷିଦ୍ଧ

ରାଂଚି: ୨୦୨୧ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ବିକ୍ରି ହେବ ନାହିଁ ପାନ, ବିଡ଼ି, ସିଗାରେଟ, ଗୁଟଖା, ଖଇନି କି ଜର୍ଦା । ରାଜ୍ୟ ସରକାର ଏଥିନେଇ ନିର୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦେଶନାମା ୨୦୨୧ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ବଳବତର ରହିଛି । ଝାଡ଼ଖଣ୍ଡ ସ୍ୱାସ୍ଥ୍ୟ ଓ
Read More...

ଅଗଷ୍ଟ ୫ରେ ରାମ ମନ୍ଦିର ଶିଳାନ୍ୟାସ

ନୂଆଦିଲ୍ଲୀ- ଅଗଷ୍ଟ ୫ରେ ରାମ ମନ୍ଦିର ଶିଳାନ୍ୟାସ । ଅଯୋଧ୍ୟାରେ ଚାଳିଛି ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମନ୍ଦିର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦେଶର ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସୂଚନା
Read More...