Browsing Category

ଦେଶ

ଡିସେମ୍ବର ୩୧ ପର୍ଯ୍ୟନ୍ତ ଘରେ ରହି କାମ କରିବେ ଆଇଟି ଓ ବିପିଓ କର୍ମଚାରୀ

ନୂଆଦିଲ୍ଲୀ- କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଇଟି ଓ ବିପିଓ କମ୍ପାନୀ କର୍ମଚାରୀ ଘରେ ରହି କାମ କରିବାକୁ ଦୂରସଂଚାର ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଘରେ କିପରି କାମ କରିବେ ସେଥିପାଇଁ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇଛି । ବର୍ତମାନ ୮୦
Read More...

ପାଇଲଟଙ୍କୁ ୨୪ ପର୍ଯ୍ୟନ୍ତ ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଏହି ସମୟ ମଧ୍ୟରେ ବାଚସ୍ପତି ସି.ପି ଜୋଶୀ ପାଇଲଟ୍ ଏବଂ ତାଙ୍କ
Read More...

ସୁମିତ ଦେବ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବରେ ମଙ୍ଗଳବାର ସୁମିତ୍ ଦେବଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତମାନ ଏନ୍ଏମଡ଼ିସିର କାର୍ମିକ
Read More...

କରୋନା ପାଇଁ ମାଉଥ୍ ସ୍ପ୍ରେ

ନୂଆଦିଲ୍ଳୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ମହାମାରୀ ରୂପ ଧାରଣ କରିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ୧୨୦ରୁ ଅଧିକ ପ୍ରକାରର ଭ୍ୟାକ୍ସିନ ବା ଟିକା ଉପରେ ଗବେଷଣା ଜାରି
Read More...

‘କୋଭାକ୍ସିନ୍’ର ମାନବୀୟ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଦେଶର ପ୍ରଥମ କୋଭିଡ ଟିକା ‘କୋଭାକ୍ସିନ୍’ର ମାନବ ଶରୀରରେ ପ୍ରଥମେ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସୋମବାର ଠାରୁ ଦିଲ୍ଳୀ ଏମ୍ସରେ ଆରମ୍ଭ ହୋଇଛି । ପ୍ରତିଷ୍ଠାନର ନୀତିନିର୍ଦ୍ଧାରଣ କମିଟି ପକ୍ଷରୁ ଗତ ଶନିବାର ଏଥିପାଇଁ ଆବଶ୍ୟକ ଅନୁମତି
Read More...

N୯୫ମାସ୍କ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଲୀ-N୯୫ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା । ଏନେଇ କେନନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି । ସାଧାରଣ ଲୋକ ଏହି ମାସ୍କ ଠିକ ରୂପେ ବ୍ୟବହାର କରୁନାହାନ୍ତି । ଏଥି ପାଇଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ
Read More...

କାନ୍ଥକୁ ପେଲିଦେଲେ ମାଙ୍କଡ ଦଳ: ୫ମୃତ

ଲକ୍ଷ୍ନୌ: ମାଙ୍କଡ ଦଳ ଗୋଟିଏ ଇଟା କାନ୍ଥକୁ ପେଲିଦେବାରୁ ତା’ ତଳେ ଚାପି ହୋଇ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୟୁପିର ଶାହାଜାନପୁର ଜିଲ୍ଲାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘରର ପଙ୍ଖା ଖରାପ ହୋଇଯାଇଥିବାରୁ ଉକ୍ତ
Read More...

ବାରବି ମନ୍ଦିର ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ- ବାରବି ମନ୍ଦିର ଧ୍ୱଂସ କରିବାରେ ସଂପୃକ୍ତ ଥିବା ବିଜେପି ମୁଖ୍ୟ ଲାଲ କ୍ରିଷ୍ଣା ଆଡଭାନି ଓ ମୁରଲି ମୋନହର ଯୋସୀଙ୍କ ମାମଲାର ଶୁଣାଣି ଅଯୋଦ୍ଧା ରାମ ମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ପରେ କରିବା ପାଇଁ ବିଜେପି ସାଂସଦ ଶୁଭ୍ରମାନିଆନ ସ୍ୱାମୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ
Read More...

୪୨ ଲକ୍ଷ ଟଙ୍କାର ଚରସ ଜବତ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡଙ୍କ ଦ୍ୱାରା ୪୨ ଲକ୍ଷ ଟଙ୍କାର ଚରସ ଜବତ ହୋଇଛି । କୋଷ୍ଟଗାର୍ଡ ପାଟ୍ରୋଲିଂ ଦଳ ଜାଖା ଉପକୂଳ ନିକଟରୁ ୪୨ ଲକ୍ଷ ଟଙ୍କାର ୨୮ ପ୍ୟାକେଟ୍ ଚରସ ଜବତ କରିଛନ୍ତି ବୋଲି ଆଇସିଜି ସୂଚନା ଦେଇଛନ୍ତି । ଜବତ ହୋଇଥିବା ଏକ କିଲୋଗ୍ରାମ ଓଜନର ପ୍ୟାକେଟକୁ ସାମୁଦ୍ରିକ
Read More...

କରୋନାରେ ତିରୁପତି ମନ୍ଦିର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ

କରୋନାରେ ତିରୁପତି ମନ୍ଦିର ଟ୍ରଷ୍ଟର ୧୪୦ ଜଣ କର୍ମଚାରୀ ସଂକ୍ରମିତ ହେବା ଘଟଣା ଚର୍ଚାରେ ଥିବାବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି । ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକ ଶ୍ରୀନିବାସ ଡ଼ିକସିଟୁଲୁ ୭୩ ବର୍ଷ ବୟସରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର କରୋନା ପରୀକ୍ଷା
Read More...