Browsing Category

ଦେଶ

ରେଳବାଇ ପକ୍ଷରୁ ସ୍ୱତନ୍ତ୍ର କୋଭିଡ ବଗି; ଗୋଡ ସାହାର୍ଯ୍ୟରେ କରିବେ ସବୁ କାମ

ଭୁବନେଶ୍ୱର –କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାତ୍ରୀଙ୍କ ନିରାପଦ ଯାତ୍ରା ନିମନ୍ତେ ରେଳବାଇ ଡିଜାଇନ୍ କରିଛି ପୋଷ୍ଟ କୋଭିଡ କୋଚ୍ । କପୁରତାଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ୍ ଡିଜାଇନ୍
Read More...

ଆଜି ବିଶ୍ୱ କବାବ ଦିବସ

ଆଜି ହେଉଛି କବାବ ଦିବସ । ଏହି ଦିବସଟି ମଧ୍ୟ ଯୁଗୀୟ ପ୍ରାଚ୍ୟରେ କବାବ ର ଜନ୍ମ ହୋଇଥିଲା । ପ୍ରଥମେ ପର୍ସିଆ ଓ ଟର୍କିରୁ ଏହା ସାରା ବିଶ୍ୱରେ ଧିରେ ଧିରେ କରି ଯାଇଥିଲା । ତେବେ କବାବ ଏକ ପାର୍ସିଆନ୍ ଶବ୍ଦ ଏହାର ଅର୍ଥ ହେଲା ‘ଭଜା’ । ଦିଲ୍ଲୀରେ ସୁଲତାନ ଶାସନ କାଳରେ କବାବର ପ୍ରଚଳନ
Read More...

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ

ନୂଆଦିଲ୍ଲୀ- ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହେଲେ ସଚିନ ପାଇଲଟ । ମଙ୍ଗଳବାର ସକାଳେ କଂଗ୍ରେସ ବିଧାୟକ ଦଳ ଏକ ବୈଠକ ଜୟପୁର ଠାରେ କରିଥିଲେ । ଏହି ବୈଠକରେ ପାଇଲଟଙ୍କ ସମେତ ତାଙ୍କ ବିଧାୟକ ମାନେ ଯୋଗ ଦେଇନଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ
Read More...

ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରିକ୍ଷାଫଳ

ନୂଆଦିଲ୍ଲୀ- ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସଇ ର ଅଫିସିଆଲ ୱେବସାଇଟ( cbseresults.nic.in ) ଏବଂ ସରକାରୀ ୱେବ୍ ସାଇଟ ( results.gov.in ) ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ । ମାନବ ସମ୍ବଳ ବକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟ୍ୱିଟ୍
Read More...

ଭାରତରେ ସଂକ୍ରମିତ ସଂଖ୍ୟା ୯ଲକ୍ଷ ପାର

ନୂଆଦିଲ୍ଲୀ- ଦେଶରେ ହୁ ହୁ ହେଇ ବଡୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ନୂଆ ୨୮,୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬,୭୫୨କୁ ବୃଦ୍ଧି ହୋଇଥିବା ବେଳେ ୫୭୧୪୫୯
Read More...

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ

ବିଶାଖାପାଟଣା: ବିଶାଖାପାଟନମର ଫାର୍ମା କମ୍ପାନୀରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ବିଶାଖାପାଟନମର ପାର୍ବଡା ଅଂଚଳର ଜବାହରଲାଲ ନେହୁର ଫାର୍ମା ସିଟିରେ ଥିବା ରାମକି ସିଇଟିପି ସଲଭେଂଟସ୍ ପ୍ଲାଂଟର ଏକ ୟୁନିଟରେ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର
Read More...

ଆଫଗାନିସ୍ତାନରେ ବିସ୍ଫୋରଣ: ୪୩ ଆହତ

କାବୁଲ: ଉତର ଆଫଗାନିସ୍ତାନର ସାମଗନ ଅଂଚଳରେ ଏକ କାରରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୪୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି । ପ୍ରାଦେଶିକ ପରିଷଦର ଡେପୁଟି ହେଡ୍ ମହମ୍ମଦ ହାସିମ୍ ସରୱାରୀ କହିଛନ୍ତି ଯେ ,ଏହି ବିସ୍ଫୋରଣ ପଛରେ କୈାଣସି
Read More...

ବ୍ୟବହୃତ ମାସ୍କକୁ ପୁଣି ବ୍ୟବହାର ଯୋଗ୍ୟ: ‘ଚକର ଦେ କୋଭ’

ନୂଆଦିଲ୍ଲୀ- କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି । ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ । ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି । ହେଲେ ଏହି ମାସ୍କ ବଜାର
Read More...

ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ବିମାନରେ ଯାତ୍ରା କରିବା ପୂର୍ବରୁ ତିନି ସପ୍ତାହ ମଧ୍ୟରେ ଯାତ୍ରୀ ଜଣକ କରୋନା ପଜିଟିଭ ନଥିବା ନେଇ ସ୍ୱ-ଘୋଷଣାନାମା
Read More...

ଏୟାର ଇଣ୍ଡିଆ ପଦବୀ ବାତିଲ

ନୂଆଦିଲ୍ଲୀ- ଆଶାୟୀ ପାର୍ଥୀକୁ ହତାଶ କଲା ଏୟାର ଇଣ୍ଡିଆ । ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୧୮୦ ଜଣଙ୍କୁ ଏୟାର ଇଣ୍ଡିଅର କ୍ରୁ ଭାବେ ତାଲିମ ଦେଇଥିଲେ । କରୋନା ପାଇଁ ଆର୍ଥିକ ସଙ୍କଟ ଦେଖି ଦେଇଥିବାରୁ ୧୮୦ ପଦକୁ ଏୟାର ଇଣ୍ଡିଆ ବାତିଲ କରିଛି । ନିରାଶ ହୋଇଥିବା ଜଣେ ଆଶୟୀ
Read More...