Browsing Category

ଦେଶ

ବିଶ୍ୱ ସରଳତା ଦିବସ

ଆଜି ହେଉଛି ବିଶ୍ୱ ସରଳତା ଦିବସ । ଏହି ଦିବସ ପ୍ରତି ବର୍ଷ ଜୁଲାଇ ୧୨ ତାରିଖରେ ପାଳନ କରାଯାଏ । ୧୮୧୭ ମସିହା ଜୁଲାଇ ୧୨ ତାରିଖରେ ୟୁଏସ ର ବିଶିଷ୍ଟ କବି ହେନେର ଡାଭେନ୍ ଜନ୍ମ ଗ୍ରହଣ କରିଥିଲେ । ସେ ଦୁନିଆକୁ ସରଳତାର ବାର୍ତା ଦେଉଥିବା ସହ ଅନେକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ।
Read More...

ମାଟି ଅତଡା ଧସି ୮ ଜଣଙ୍କ ମୃତ୍ୟୁ

ଇଟାନଗର: ଅରୁଣାଚଳ ପ୍ରଦେଶର ପପୁମ୍ ପାରେ ଜିଲ୍ଲାରେ ମାଟି ଅତଡା ଧସି ଗୋଟିଏ ପରିବାରର ୪ସଦସ୍ୟଙ୍କ ସହିତ ୮ଜଣ ପ୍ରାଣ ହରାଇଛନ୍ତି । ଗତକାଲି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ସହିତ ରାସ୍ତାଘାଟ ଧୋଇହୋଇ ଯାଇଛି । ଟିଗଡୋ ଗ୍ରାମରେ ମାଟି ଅତଡା ଧସିବାରୁ
Read More...

ବିକାଶ ଦୁବେ ସହଯୋଗୀ ଗରିଫ

ନୂଆଦିଲ୍ଲୀ- ଏନକାଂଉଟର ବିକେଶ ଦୁବେଙ୍କ ସହଯୋଗୀ ଗୁଜନ ତ୍ରିବେଦୀକୁ ମୁମ୍ବାଇ ପୋଲିସ ଗିରଫ କରିଛି । କାନପୁର ଗୁଳିକାଣ୍ଡ ପରେ ଗୁଜନ ସେଠାରୁ ଖସି ପଳାଇଥିଲା । ସେ ମହାରାଷ୍ଟ୍ରରେ ଳୁଚିଥିବା କଥା ଜଣାପଡିବା ପରେ ଜୁହୁ ଏଟିଏସ ତା ଉପରେ ନଜର ରଖିଥିଲା । ଥାନେ ଅଂଚଳରେ ଏଟିଏସ ଚଢାଉ କରି
Read More...

ବ୍ୟାପକ ସଚେତନତା ପାଇଁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓ କନଫରେନସିଂ ଜରିଆରେ କରୋନା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ବ୍ୟକ୍ତିଗତ ଭାବେ ସଫାସୁତରା ରହିବା ସହ ସାମାଜିକ ନିୟମ ମାନିବା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀ ରୋକିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ
Read More...

ରମେଶ ଚନ୍ଦ୍ର ସାହୁ ଇନ୍ଦୋର ୟୁକୋ ବ୍ୟାଙ୍କର ମୁଖ୍ୟ

ଇନେ୍ଦାର- ଶ୍ରୀ ରମେଶ ଚନ୍ଦ୍ର ସାହୁ ଇନ୍ଦୋର ୟୁକୋ ବ୍ୟାଙ୍କର ଆଚଂଳିକ କାଯ୍ୟାଳୟର ମୁଖ୍ୟ ଭାବେ ଗତ ୮ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ସେ କୋଲକାତା ସ୍ଥିତ ମୁଖ୍ୟ ବ୍ୟାଙ୍କରୁ ବଦଳି ହୋଇଥିଲେ । ସୂଚନାଯୋଗ୍ୟ ଯେ, ସେ ୨୦୦୭ ମସିହାରେ ଗୌହାଟି ୟୁକୋ ବ୍ୟାଙ୍କ
Read More...

କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା କଥା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବାପରେ ଉତର ଓ କେନ୍ଦ୍ରୀୟ କଶ୍ମୀରରେ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ କାର୍ ବୋମା ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା
Read More...

ମାଲାମାଲ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସର୍ବଶ୍ରେଷ୍ଟ ଧନୀ ତାଲିକାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବେ ବର୍କଶେୟାର ହାଥାୱେର ୱାରେନ୍ ବଫେଙ୍କୁ ଅତିକ୍ରମ କରିଛନ୍ତି । ୬୮୩୦ କୋଟି ଡଲାର ନେଟ୍ ସମ୍ପତି ସହ ସେ ଏବେ ବିଶ୍ୱର ସପ୍ତମ ଧନୀ ତାଲିକାରେ ଅଛନ୍ତି ବୋଲି
Read More...

ପଙ୍କରେ ଫୁଟେ ପଦ୍ମ

ଇନ୍ଦୋର: ପଙ୍କରେ ଫୁଟେ ପଦ୍ମ ଏ କଥା ଫୁଣି ଥରେ ପ୍ରମାଣ କରିଦେଇଛନ୍ତି ଇନ୍ଦୋର ବାସିନ୍ଦା ଭାରତୀ ଖାନେ୍ଦଖର । ଫୁଟଫାଥରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀ ଖାନେ୍ଦଖର ୧୦ମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉର୍ତିର୍ଣ୍ଣ ହୋଇଛନ୍ତି । ସେ ସରକାରୀ ବିଦ୍ୟାଳୟରେ ପାଠ ପଢି
Read More...

ଦିଲ୍ଲୀ ବିଶ୍ୱିଦ୍ୟାଳର ସମସ୍ତ ସେମିଷ୍ଟାର ଓ ଶେଷ ପରୀକ୍ଷା ବାତିଲ

ନୂଆଦିଲ୍ଲୀ- ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମସ୍ତ ସେମିଷ୍ଟାର ଓ ଶେଷ ପରୀକ୍ଷାକୁ ବାତିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିଷୋଦିଆ । କରୋନା ମହାମାରୀ ସମୟରେ ପରୀକ୍ଷା କରିବା ଉଚିତ ନୁହେଁ । ପୂର୍ବ ମାର୍କ ଅନୁସାରେ ପଦନ୍ନୋତି କରିବା ପାଇଁ ସିଷୋଦିଆ କହିଛନ୍ତି । କରୋନା ଆଶଙ୍କାକୁ
Read More...

ଅରୁଣାଚଳ ପ୍ରଦେଶରେ ଏନକାଉଂଟର

ନୂଆଦିଲ୍ଲୀ- ଅରୁଣାଚଳ ପ୍ରଦେଶ ଖୋନସାାରେ ଭାରତୀୟ ସେନାଙ୍କ ସହ ଗୁଳିବିନିମୟରେ ନ୍ୟାସନାଲ ସୋସିଆଲଷ୍ଟି କାଉନସିଲ ଅଫ ନାଗାଲାଣ୍ଡର ୬ ଜଣ କ୍ୟାଡେଟ ନିହତ ହୋଇଛନ୍ତି । ଏହି ଗୁଳିବିନିମୟରେ ଆସାମ ରାଇଫଲର ଜଣେ ଯବାନ ମଧ୍ୟ ଆହାତ ହୋଇଛନ୍ତି । ଅରୁଣାଚଳ ଡିଜିପି କହିଛନ୍ତି ଏହା ଆସାମ ରାଇଫଲ
Read More...