Browsing Category

ଦେଶ

ଆରପାରିରେ ହାସ୍ୟ ଅଭିନେତା ଜଗଦୀପ

ମୁମ୍ବାଇ- ଚଳିତ ବର୍ଷ ବଲିଉଡର ଅନେକ ଲୋକପ୍ରିୟ କଳାକାର ଦୁନିଆରୁ ବିଦାୟ ନେଇଥିବା ବେଳେ ଏବେ ପୁଣି ଜଣେ ପ୍ରସିଦ୍ଧ ଅଭିନେତାଙ୍କର ଦେହାନ୍ତ ହୋଇଛି । ତେବେ ଲୋକପ୍ରିୟ ଚଳଚ୍ଚିତ୍ର ଶୋଲେ ର ସୁରମା ଭୋପାଲି ତଥା ହାସ୍ୟ ଅଭିନେତା ଜମଦୀପଙ୍କ ପରଲୋକ ଘଟିଛି । ବୁଧବାର ୮୧ ବର୍ଷ ବୟସରେ
Read More...

ଫେରାର ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ୩୨୯କୋଟି ଟଙ୍କାର ସମ୍ପତି ଜବତ

ନୂଆଦିଲ୍ଲି- ଫେରାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତନ ନିଦେ୍ର୍ଧଶାଳୟ(ଇଡି) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନରୀବ ମୋଦିଙ୍କର ୩୨୯.୬୬କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ଜୁନ୍ ମାସ ଆରମ୍ଭରେ ସମ୍ପତି ଜବତ କରିବା ନେଇ
Read More...

ଆଗ୍ରାରେ ଭୟଙ୍କର ଦୁର୍ଘଟଣା : ଶୋଇଥିବା ବେଳେ ଚଡିଗଲା କଂଟେନର, ୬ମୃତ ୧ଆହତ

ଆଗ୍ରା- ଆଗ୍ରାର ସିକଚନ୍ଦ୍ର ଅଂଚଳରୁ ଗୁରୁଦ୍ୱାର ନିକଟରେ ଘଟିଛି ଦୁର୍ଘଟଣା । ଆଗ୍ରାରୁ ମଥୁରା ଆଡକୁ ଯାଉଥିବା ଏକ କଂଟେନର ଭାରସାମ୍ୟ ହରାଇ ଫୁଟପାଥ ଉପରେ ଚଢିଯାଇଥିଲା । ସେଠି ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା କଂଟେନରଟି, ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ
Read More...

କ୍ୱାରେନଂଟାଇନରେ ରହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ରାଜ୍ୟ ମନ୍ତ୍ରୀ ମିଥିଳେଶ ଠାକୁରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଝାଡଖଣ୍ଡ ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେନଂଟାଇନରେ ରହିଛନ୍ତି । କାରଣ ପୂର୍ବରୁ ସେ ତାଙ୍କ ସହ ମଶିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଂଚି ବାସ ଭବନକୁ ପ୍ରବେଶ ନିଷେଧ କରାଯାଇଛି
Read More...

ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ଅପସାରଣ

ନୂଆଦିଲ୍ଲୀ- ଗଲୱାନ ଉପତ୍ୟକା ଅନ୍ତର୍ଗତ ପାଟ୍ରୋଲ ପଏଂଟ ୧୫ ଠାରେ ଭାରତ ଓ ଚୀନ ସେନା ଅପସାରଣ ହୋଇଥିବା କଥା ଭାରତୀୟ ସେନାବାହିନୀ ପକ୍ଷରୁ ଜଣାପଡିଛି । ଜାତୀୟ ନିରାପତା ଉଦେଷ୍ଟା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଦୀର୍ଘ ଦୁଇ ଘଂଟା ଧରି ଟେଲିଫୋନରେ ବାର୍ତାଳାପ କରିବା ପରେ
Read More...

କରୋନା ମୃତ୍ୟୁକୁ ନେଇ ବର୍ଷିଲେ କେଜ୍ରିୱାଲ

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅଣୟାତ ହେବାରେ ଲାଗିଛି । ଗତ ୨ ସପ୍ତାହରେ ୭୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେଣୁ ଦିଲ୍ଲୀରେ କରୋନା ମୃତ୍ୟୁ ବଢୁଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଛନ୍ତି । ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା
Read More...

ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା

ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ର ଝଟକା ଅନୁଭବ ହୋଇଥିବା ବୁଧବାର ଜଣାପଡିଛି ।ତେବେ ଏହି ଭୂମିକମ୍ପ ମଙ୍ଗଳବାର ରାତି ପ୍ରାୟ ୨.୧୨ ମିନିଟରେ ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ୪.୩ ରହିଥିଲା । ଏହି ଭୂମିକମ୍ପରେ କାହାରି ଜୀବନ ହାନୀ ହୋଇଥିବା ନେଇ କିଛି ସୂଚନା
Read More...

ଗାନ୍ଧୀ ପରିବାର ନାମରେ ତଦନ୍ତ

ନୂଆଦିଲ୍ଲୀ- ପିଏମଏଲଏ, ଆୟକର, ଏଫସିଆରଏ, ରାଜିବ ଗାନ୍ଧୀ ଫାଉଣ୍ଡେସନ, ରାଜିବ ଗାନ୍ଧୀ ଚରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରାଗାନ୍ଧୀ ଗାନ୍ଧୀ ମେମୋରେବୁଲ ଟ୍ରଷ୍ଟ ର ନ୍ୟାୟିକ ବ୍ୟବସ୍ଥା ନେଇ ଗତ ମାସରେ ବିଜେପି ସରକାର ଗୁରୁତର ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ତଦନ୍ତ ପକ୍ରିୟାରେ ସମନ୍ୱୟ
Read More...

ତାଳଚେର ସାର କାରଖାନା ପ୍ରକଳ୍ପରୁ ବାଦପଡିଲା ଚୀନ କମ୍ପାନୀ !

ନୁଆଦିଲ୍ଲୀ: ଚାଳଚେର ସାର କାରଖାନା ଓ କୋଇଲା ବାସ୍ପିକରଣ ପ୍ରକଳ୍ପରୁ ଚୀନ କମ୍ପାନୀ ବାଦ ପଡିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ଊହାନ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଲିମିଟେଡକୁ ଦିଆଯାଥିବା ତାଳଚେର ସାର ଓ କୋଇଲା ବାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦକରାଯାଇଥିବା
Read More...

ଚୀନକୁ ବିଶ୍ୱାସ କରିପାରୁନି ଭାରତ

ନୂଆଦିଲ୍ଳୀ: ଲଦାଖର ଗଲୱାନ ଉପତ୍ୟକାରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଅବିଶ୍ୱାସର ବାତାବରଣ ଦୂର ହୋଇନାହିଁ । ଚୀନ ଉପରେ ଭାରତ ବିଶ୍ୱାସ କରିପାରୁ ନଥିବାରୁ ପୁନର୍ବାର ସୀମାନ୍ତକୁ ଅଞ୍ଚଳକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି । ସେହିପରି ସୀମାନ୍ତରେ ଭାରତୀୟ ବାୟୁସେନାର ଲଢୁଆ
Read More...