Browsing Category

ଦେଶ

ବିଜେପିକୁ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତରେ କରୋନା ମୁକାବିଲା , ବିମୁଦ୍ରିକରଣ ଓ ଦ୍ରବ୍ୟ, ସେବା ଓ ଟିକସ ଉପରେ ପ୍ରଧାନ୍ତ୍ରମନ୍ତ୍ରୀ ବିଫଳ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଭାରତରେ କରୋନା ସ୍ଥିତି ଉଦବେଗ ଜନକ
Read More...

ପାର୍ଲାମେଂଟରେ ଯୋଗ ଦେଉ ନାହାନ୍ତି ରାହୁଲ ଗାନ୍ଧୀ: ଜେ.ପି ନଡ୍ଡା

ନୂଆଦିଲ୍ଲୀ- କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସଂସଦରେ ଯୋଗ ଦେଉ ନାହିଁନ୍ତି ବୋଲି ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି । ରାହୁଲ ଗାନ୍ଧୀ କଂଗ୍ରେସର ସମସ୍ତ କାର୍ଯ୍ୟ ତୁଳାଉଛନ୍ତି । କିନ୍ତୁ ସଂସଦରେ ଯୋଗ ନଦେଇ ଦେଶବାସୀଙ୍କୁ ବିଭ୍ରାନ୍ତି କର ତଥ୍ୟ ଦେଉଛନ୍ତି । ସେ ଜଣେ ଅଧ୍ୟକ୍ଷ
Read More...

ଲେଜର ଗାଇଡେଡ୍ ବୋମା କିଣିବ ଭାରତ

ନୂଆଦିଲ୍ଲୀ- ଆମେରିକା ଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି ଭାରତ । ଏହା ଭାରତୀୟ ସେନାକୁ ଆହୁରି ମଜୁବୁତ କରିବ । ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ । ଏହି ଅର୍ଥ ବାବଦରେ ଆମେରିକା ଭାରତକୁ ୩୦ ସି ଗାର୍ଡିୟନ ପ୍ରଦାନ କରିବ ।
Read More...

ପ୍ଲାଜମା ଥେରାପି କାର୍ଯ୍ୟ ଆରମ୍ଭ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ- କରୋନାରେ ସୁସ୍ଥ ହୋଇ ଘରକୁ ଫେରୁଥିବା ରୋଗୀଙ୍କୁ ପ୍ଳାଜାମା ଦେବା ପାଇଁ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଉଛନ୍ତି ସେମାନଙ୍କର ସଂପୂର୍ଣ୍ଣ ଡାଟା ଚିକିତ୍ସିତ ହେଇଥିବା କୋଭିଡ ହସ୍ପିଟାଲରୁ ଆଣି କାଉନସିଲିଂ କରିବା ପାଇଁ
Read More...

କରୋନା ଭାଇରସରୁ ସୁସ୍ଥ ହେଲେ ୧୦୬ ବର୍ଷ ବୟସ୍କ ବୃଦ୍ଧ: ୪ବର୍ଷରେ ସ୍ପାନିଶ ଫ୍ଲୁକୁ କରିଥିଲେ ସାମ୍ନା

ନୂଆଦିଲ୍ଲୀ: ଦିଲ୍ଲୀରେ ଶହେ ବର୍ଷରୁ ଅଧିକ ବୟସର ଜଣେ ବୟସ୍କ ନିକଟରେ କୋଭିଡ-୧୯ରେ ନିଜ ପୁଅଙ୍କ ତୁଳନାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ୧୯୧୮ ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ସମୟରେ ସେ ୪ବର୍ଷର ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ୧୦୬ବର୍ଷ ବୟସ୍କ ଏହି ରୋଗୀ ନିକଟରେ
Read More...

ଭାରତରେ ଗୋଟିଏ ଦିନରେ ୨୪,୨୪୮ ନୂଆ କରୋନା ସଂକ୍ରମଣ

ନୂଆଦିଲ୍ଲୀ- ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ନୂଆ ୨୪,୨୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪୪୩୨ ସୁସ୍ଥ ହୋଇଥିବା ବେଳେ ୧୯୬୯୩ ଜଣଙ୍କ ମୃତ୍ୟୁ
Read More...

ବର୍ଷେ ଯାଏ ବଢିଲା କରୋନା ନିୟମ ଅବଧି

ଥିରୁଅନନ୍ତପୁରମ- କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡା ନିଷ୍ପତି ନେଇଛନ୍ତି କେରଳ ସରକାର । ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି । ତେବେ କରୋନା ରୋକିବା ପାଇଁ ଏଯାଏଁ କିଛି ଟିକା
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଦାଖ ସୀମାରେ ଉତେଜନା ବଢୁଥିବା ଓ ସମଗ୍ର ଦେଶରେ କରୋନା ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ୪୦ ମିନିଟି ଧରି ଭେଟିବା ସହିତ ତାଙ୍କୁ ଦେଶର ସମ୍ପ୍ରତିକ ପରିସ୍ପିତି
Read More...

ଋତୁ ଅନୁସାରେ ଲକ୍ଷଣ ବଦଳାଉଛି କରୋନା: ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ନୂଆ ଲକ୍ଷଣ ଦେଖାଦେଉଛି

ନୂଆଦିଲ୍ଲୀ- ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ଦଳାଇବାରେ ଲାଗିଛି କରୋନା ମହାମାରୀ । ପୂର୍ବରୁ ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂତନ ଲକ୍ଷଣ ଦେଖାଦେଇଛି । ଆଗରୁ କରୋନା
Read More...

ପବ୍ଜି ନିଶାରେ ୧୬ ଲକ୍ଷ ଉଡାଇ ଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ: ବର୍ତମାନର ଯୁପିଢିଙ୍କୁ ପାଗଳ କରିଛି ଅନ୍ଲାଇନ ଗେମ୍ । ଏହି ଅନଲାଇନ ଗେମ୍ ମଧ୍ୟରୁ ପବ୍ଜୀ ଏବେ ସମସ୍ତଙ୍କ ପ୍ରିୟ ହୋଇଛି । କିନ୍ତୁ ଏହି ଖେଳ ଯେ ଜଣଙ୍କୁ ବରବାଦ୍ କରିଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ଜଣେ ପିଲା ଅନ୍ଲାଇନ୍
Read More...