Browsing Category

ଦେଶ

ଏଟିଏମରୁ ବାହାରୁଛି ଗୁପଚୁପ

ଆମେ ସାଧାରଣତଃ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରିଥାଉ । କାର୍ଡ ପୂରାଇଲେ ଏଟିଏମରୁ ନୋଟ ବାହାରିଥାଏ । କିନ୍ତୁ ଏବେ ଲୋକଙ୍କ ମନପସନ୍ଦର ଗୁପ୍ଚୁପର ଏଟିଏମ ଆସିଯାଇଛି । ଯେଉଁଥିରେ ଆପଣ ଟଙ୍କା ପୂରାଇଲା ମାତ୍ରେ ଆପେ ଆପେ ଗୁପଚୁପ ବାହାରୁଛି । ସୋଶିଆଲ ମିଡିଆରେ ଏହାର ଛବି ଭାଇରାଲ
Read More...

ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ରେଲୱେ ପକ୍ଷରୁ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । କୈାଣସି କର୍ମଚାରୀଙ୍କ ଚାକିରି ଯିବ ନାହିଁ କିମ୍ବା ନିଯୁକ୍ତି ହ୍ରାସ ହେବ ନାହିଁ ବୋଲି କହିଛନ୍ତିି ରେଳବାଇ ଡିଜି ଆନନ୍ଦ ଏସ ଖାତି । କିଛି କର୍ମଚାରୀଙ୍କ ଚାକିରି ପ୍ରୋଫାଇଲ୍ ଆଗାମୀ ସମୟରେ ପରିବର୍ତନ କରାଯାଇପାରେ ।
Read More...

ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ ଦାଖଲ

ନୂଆଦିଲ୍ଲୀ- ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ ଦାଖଲ କରିଛି ପୋଲିସ । ହତ୍ୟା ମାମାଲାରେ ବିଜପି ନେତାଙ୍କ ନାମ ସାମିଲ ରହିଛି ବୋଲି ପୋଲିସ ଦର୍ଶାଇଛନ୍ତି । ଫେବୃଆରୀ ୨୫-୨୬ରେ ଦିଲ୍ଲୀର ଗୋକଲପୁରୀରେ ଦଙ୍ଗା ହୋଇଥିଲା । ଏଥିରେ ୨୫ ବର୍ଷୀୟ ଇରଫାନ ହତ୍ୟାର ଶିକାର ହୋଇଥିଲେ । ଏହି ହତ୍ୟା
Read More...

ଭାରତ ଓ ଚୀନ ସୀମା ବିବାଦ: ଭାରତକୁ ବହୁ ଦେଶର ପୂର୍ଣ୍ଣ ସମର୍ଥନ

ନୂଆଦିଲ୍ଲୀ- ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୋଟିଏ ଇଂଚ ଯାଗା ଭାରତ ଚୀନକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ଏଥିପାଇଁ ଭାରତ ମଧ୍ୟ ଡିଜିଟାଲ ଷ୍ଟ୍ରାଇକ କରିଛି । ଯାହାକି ଚୀନକୁ ଝଡକା ଦେଇଛି ।
Read More...

ଜୁଲାଇ ୩୧ ଯାଏଁ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢୁଥିବାରୁ ବିମାନ ଚଳାଚଳ ମହାନିର୍ଦେଶାଳୟ ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣାକୁ ଜୁଲାଇ ୩୧ ଯାଏ ବଢାଇଛନ୍ତି । ପୂର୍ବରୁ ୧୫ ଯାଏ କଟକଣା ଲଗାଯାଇଥିଲା । କାର୍ଗୋ ତଥା ସ୍ୱତନ୍ତ୍ର ବିମାନ ଉଡାଣ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି
Read More...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୮୩୧୫କୁ ବୃଦ୍ଧି

ନୂଆଦିଲ୍ଲୀ- ଦିନକୁ ଦିନ ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ନୂଆ ୨୨,୭୬୧ ସଂକ୍ରମଣ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪୨୨୬ ସୁସ୍ଥ ହୋଇଥିବା ବେଳେ ୨୩୫୪୩୩ ସକ୍ରିୟ ମାମଲା
Read More...

ଗୁରୁପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବାର୍ତା

ନୂଆଦିଲ୍ଲୀ- ଆଷାଢ ପୂର୍ଣ୍ଣମା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପ୍ରଚାରିତ ଶାନ୍ତି ଓ ନ୍ୟାୟ ଉପରେ ଆଲୋକପାତ କରି ଦେଶବାସୀଙ୍କୁ ଭିଡିଓ ବାର୍ତା ଦେଇଛନ୍ତି । ଏହି ପୂର୍ଣ୍ଣିମାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଇଂଟରନ୍ୟାସନାଲ ବୁଦ୍ଧିଷ୍ଟ
Read More...

ଅନଲକ ୨ ପାଇଁ ଜାମ୍ମୁକାଶ୍ମରୀର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ- ଅନଲକ ୨ ପାଇଁ ଜାମ୍ମୁକାଶ୍ମୀରେ ନୂଆ ଗାଇଡଲାଇନ ଜାରି କରିଛନ୍ତି ସରକାର । ଶୁକ୍ରବାର ଠାରୁ ଏହି ନୂଆ ନିୟମ ପାଳନ କରାଯାଉଛି । ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସପିଂଙ୍ଗ ମଲ ଖୋଲା ହେବା ସହ କଟେଂନମେଂଟ ଓ ହଟସ୍ପଟ
Read More...

ଲେହରେ ଚୀନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ଚଳିବନି ବିସ୍ତାରବାଦ

ଲେହ : ଗଲୱାନ ଘାଟି ଭାରତର । ଲଦାଖ ହେଉଛି ଭାରତର ମସ୍ତକ । ଲଦାଖର ପୂରା ଅଂଶ ଭାରତର ମାନସମ୍ମାନର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଚାନକ ଲେହ ଗସ୍ତ କରି ୧୧ ହଜାର ଫୁଟ ଉଚ୍ଚରେ ଥିବା ନିମୁସ୍ଥିତ ସେନା ଶିବିରରେ ଯବାନମାନଙ୍କୁ
Read More...

ଦ୍ୱିତୀୟ କରୋନା ଟିକା ପରୀକ୍ଷା

ନୂଆଦିଲ୍ଲୀ-ଦ୍ୱିତୀୟ କରୋନା ଟିକା ପରୀକ୍ଷଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । କ୍ଲିନିକାଲ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ କାଡିଲାକୁ ଉଭୟ ଭାରତ ଓ ଡଗ୍ର କଂଟ୍ରୋଲର ଜେନାରାଲ ଅନୁମତି ଦେଇଛନ୍ତି ।ପୂର୍ବରୁ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ
Read More...