Browsing Category

ଦେଶ

ଲଦାଖରେ ପଂହଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଲଦାଖର ସ୍ଥିତି ସମୀକ୍ଷା ପାଇଁ ପଂହଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ସେଠାରେ ଉପସ୍ଥିତ ଥିବା ସେନା ଏବଂ ଆଇଟିବିପି ଯାବାନଙ୍କ ସହ ମୋଦୀ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଓ ସ୍ଥଳଦେନା ମୁଖ୍ୟ
Read More...

WION NEWS ୱବେସାଇଟକୁ ବନ୍ଦ କଲା ଚାଇନା

ନୂଆଦିଲ୍ଲୀ- ଚାଇନା ସରକାର ଜି ଜିନପିଙ୍କ WION NEWS ୱବେସାଇଟକୁ ପ୍ରତ୍ୟାହାର କରିଛି । ଭାରତ ଚାଇନାର ୫୯ ଆପ୍ ବୟକଟ କରିବା ପରେ ଚାଇନା ସରକାର ପ୍ରତିଶୋଧ ନେବା ଉଦେଶ୍ୟରେ ଏଭଳି ନିଷ୍ପତି ନେଇଛନ୍ତି । ପୂର୍ବ ଲଦାଖରେ ଭାରତ ଓ ଚାଇନାର ମୁହାଁ ମୁହିଁ ହେବା ପରେ ଚାଇନାର ଏନକାଉଂଟରରେ
Read More...

ଅଗଷ୍ଟ ୧୫ରେ ପଂହଚିବ କୋଭିଡ ଟିକା: ଆଇସିଏମଆର

ନୂଆଦିଲ୍ଲୀ- ଆଇସିଏମଆର ଦ୍ୱାରା ପ୍ରସ୍ତୁତ କୋରନା ଟିକା ଅଗଷ୍ଟ ୧୫ରେ ଭାତରେ ପଂହଚି ବୋଲି ଆଇସିଏଆର ମୁଖ୍ୟ ଡକ୍ଟର ବଳରାମ ଭାରଗଭା କହିଛନ୍ତି । ଏହି ଟିକା ସୁବୁଠାରୁ ଉନ୍ନତ ଧରଣର ବୋଲି ସେ ସୂଚନା ଦେଇଛନ୍ତି । ଅଗଷ୍ଟ ୧୫ରେ ଏହି ଭ୍ୟାକସିନ ସବୁ କ୍ଳିନକରେ ପରୀକ୍ଷଣ କରାଯିବ । ଟିକାକୁ
Read More...

ରୁଷ୍ ରାଷ୍ଟ୍ରପତିଙ୍କୁ ଫୋନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ- ସାମ୍ବିଧାନିକ ପରିବର୍ତନ ଭୋଟ ପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୁଷବାସୀ ଅନୁମୋଦନ କରିଥିବା ସମ୍ବିଧାନିକ ପରିବର୍ତନ ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିବ । ବିଶ୍ୱର ପ୍ରଥମ ନେତା ପ୍ରଧାନମନ୍ତ୍ରୀ
Read More...

୫ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ : ଆସନ୍ତା ୫ତାରିଖ ଦିନ ଦେଶରେ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହା ହେଉଛି ତୃତୀୟ ଚନ୍ଦ୍ର୍ରଗ୍ରହଣ । ପୂର୍ବରୁ ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ତାରିଖରେ ସଂଘଟିତ ହୋଇଥିଲା ବେଳେ ଦ୍ୱିତୀୟ ଚନ୍ଦ୍ରଗହଣ ହୋଇଥିଲା ଜୁନ୍ ୫-୬ ତାରିଖରେ । ତେବେ ଏହି ଚନ୍ଦ୍ର ଗ୍ରହଣ
Read More...

ଥମିଲା ବିବାଦ : ଇମ୍ୟୁନିଟି ବଢାଇବା ପାଇଁ ହେବ ବିକ୍ରି

ନୂଆଦିଲ୍ଲୀ:ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନା ଙଲ ହେବା ପାଇଁ ବଜାରକୁ ଛଡା ଯାଇଥିବା କରୋନିଲ୍ ଔଷଧ ବିକ୍ରିବଟା ବିବାଦର ଅନ୍ତ ଘଟିଛି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ବିବାଦୀୟ କରୋନିଲ କିଟ୍ ଉପଚାର ପାଇଁ ନୁହେଁ ବରଂ ଇମ୍ୟୁନିଟି ବଢାଇବା ପାଇଁ ବିକ୍ରି କରାଯିବ ବୋଲି କୁହାଯାଇଛି । ସରକାରୀ
Read More...

ଭାରତୀୟ ରେଳବାଇ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ- ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ଜୁଲାଇ ୧ ତାରିଖ ଦିନ ଚଳାଚଳ କରୁଥିବା ୨୦୧ ଟି ଟ୍ରେନ ମଧ୍ୟରୁ କୌଣସି ଟ୍ରେନ ବିଳମ୍ବ ହୋଇନଥିବା କଥା ଭାରତୀୟ ରେଳବାଇ କହିଛି । ଲକଡାଉନ ବଳବତର ଥିବାରୁ ରେଳବାଇ ସମସ୍ତ ପାସେଞ୍ଜର ଟ୍ରେନ ବାତିଲ କରିବା ସହ ଅଳ୍ପ କିଛି ସ୍ୱତନ୍ତ୍ର ଟ୍ରେନ
Read More...

୪୫,୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବ ବାଇଟଡାନ୍ସ

ନୂଆଦିଲ୍ଲୀ- ଚାଇନା ଆପ ଟିକଟିକ ଉପରେ ପ୍ରତିବନ୍ଧକ ଲାଗିବା ପରେ ବାଇଟଡାନ୍ସକୁ ୪୫,୦୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡିବ ବୋଲି ଚୀନ ରାଷ୍ଟ୍ରୟତ ଗଣମାଧ୍ୟମ ଗ୍ଳୋବାଲ ଟାଇମ୍ସ ରିପୋର୍ଟ କରିଛି । ଟିକଟକ ପାଇଁ ଭାରତ ରାଜସ୍ୱର ମୁଖ୍ୟ ଉତ୍ସ ନଥିଲେ ମଧ୍ୟ ଏହି ଆପକୁ ଅଧିକାଂଶ
Read More...

ଲଦାଖରେ ଭୂ-କମ୍ପର ଝଟକା

ନୂଆଦିଲ୍ଲୀ- ଲଦାଖରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂ-କମ୍ପର ତ୍ରୀବତ୍ରା ୪.୫ ଥିବା ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ୧୧୯ କିଲୋମିଟର କାରଗିଲର ଉତର- ପଶ୍ଚିମରେ ଥିଲା ବୋଲି ଜଣାପଡିଛି । ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଲଦାଖରେ
Read More...

ମଧ୍ୟପ୍ରଦେଶ ମନ୍ତ୍ରୀ ମଣ୍ଡଳ ବୃଦ୍ଧି କରିବେ ଚୌହାନ

ନୂଆଦିଲ୍ଲୀ- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିଭରାଜ ସିଂହ ଚୌହାନ ଗୁରୁବାର ରାଜ୍ୟ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ କରଛନ୍ତି । କଂଗ୍ରେର ବିଧାୟକ ମାନଙ୍କୁ ବିଜେପିରେ ସାମିଲ କରାଯାଇଛି । ମନ୍ତ୍ରୀମଣ୍ଡଳ ଗଠନ ନେଇ ଦଳ ମଧ୍ୟରେ ଅଡୁ୍ରା ସୃଷ୍ଟି ହେବାପରେ ଗତ ରିବାର ଶିବରାଜ ସିଂହ ଚୌହାନ ଦିଲ୍ଲୀ
Read More...