Browsing Category

ଦେଶ

ସେଂଟର ଚୟନ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଳୀ: ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀମାନଙ୍କୁ ସେଂଟର ବଦଳାଇବା ପାଇଁ ସୁଯୋଗ ଦିଆଯିବ । ବହୁ ସଂଖ୍ୟକ ପିଲା ୟୁପିଏସସିକୁ ନିବେଦନ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ସିଭିଲ ସର୍ଭିସ ପରୀକ୍ଷା ବ୍ୟତୀତ ଇଣ୍ଡିଆନ ଫରେଷ୍ଟ ସର୍ଭିସ ପରୀକ୍ଷା ପାଇଁ
Read More...

ଭୂସ୍ଖଳନରେ ଚାଲିଗଲା ୫୦ ଜୀବନ

ନୂଆଦିଲ୍ଲୀ- ମିଆଁମାର ଜାଡେ ମାଇନିଂ ଖାଦନରେ ଭୂସ୍ଖଳନ ଯୋଗୁଁ ୫୦ ଜଣଙ୍କ ମୃତୁ୍ୟ ହୋଇଛି । ଆହାରି ଅଧିକାଂଶ ଲୋକ ମାଟି ତଳେ ପୋତି ହୋଇଥିବା ସୂଚନା ମିଳିଛି । ଖାଦନରେ କାମ କରୁଥିବା ସମୟରେ ଭୂସ୍ଖଳନ ହୋଇଥିଲା । ମୌସୁମୀ ଯୋଗୁଁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଥିଲା । ତେଣୁ ବର୍ଷା
Read More...

ରାମମନ୍ଦିର ନିର୍ମାଣ ଶୁଭାରମ୍ଭ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ- ରାମମନ୍ଦିର ନିର୍ମାଣର ଶୁଭ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ରାମଜନ୍ମଭୂମି ଟ୍ରଷ୍ଟ ମୁଖ୍ୟ ନିରତ୍ୟ ଗୋପାଳ ଦାଶ । ଏଥି ପାଇଁ ଭୂମି ପୂଜା ମଧ୍ୟ ଶେଷ ହୋଇଛିି । ମନ୍ଦିର କାର୍ଯ୍ୟ ନିର୍ମାଣ ହୋଇନଥିଲେ ମଧ୍ୟ ଦୀର୍ଘ ୩ ମାସ ଧରି ଏଠାରେ ପୂୂଜା
Read More...

ନେଭେଲିରେ ବଏଲର ଫାଟି ୫ମୃତ

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅନ୍ତର୍ଗତ ନେଭେଲିରେ ଥିବା ଲିଗନାଇଟ କର୍ପୋରେସନ (ଏନଏଲସି)ରେ ବଏଲର ବିସ୍ଫୋରଣ ଘଟି ୫ଜଣଙ୍କ ମୃତୁୃ ହୋଇଛି । ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର
Read More...

୨ଲକ୍ଷ ଉଦ୍ୟୋଗକୁ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ

ନୂଆଦିଲ୍ଳୀ : କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସବର୍ଡିନେଟ ଡେଟ ବା ଉପଋଣ ଗ୍ୟାରେଂଟି ଯୋଜନା ଘୋଷଣା କରିଛନ୍ତି । ଏହାକୁ ମଧ୍ୟ 'ଡିସଟ୍ରେଷ୍ଟ ଆସେଟ୍ସ ଫଣ୍ଡ-ସବଅର୍ଡିନେଟ ଡେଟ ଫର ଏମଏସଏମଇ' କୁହାଯାଉଛି । ଏହି ଯୋଜନା ଅନୁସାରେ ୨୦ ହଜାର
Read More...

ସ୍ପାଇସ୍-୨୦୦୦ ବୋମା କ୍ଷଣିକରେ ଉଡାଇଦେବ ବଙ୍କର

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଚିନ ମନମାନିକୁ ଦେଖି ତାକୁ ପ୍ରତିଟି କ୍ଷେତ୍ରରେ କଡା ଜବାବ ଦେବା ପାଇଁ ସଜାଗ ହେବାରେ ଲାଗିଛି ଭାରତ । ବିଦେଶରୁ ବିକଶିତ ମାରଣାସ୍ତ୍ର ଆଣିବା ପାଇଁ ଯୋଜନା ଚଳାଇଛି । ଏବେ ଇସ୍ରାଏଲ୍ରୁ ସ୍ପାଇସ୍-୨୦୦୦ ବୋମାର ବିକଶିତ ଭର୍ସନ ଆଣିବା ଲାଗି ଯୋଜନା
Read More...

ହାଇୱେକାମ ଚାଇନା କମ୍ପାନୀକୁ ମିଳିବ ନାହିଁ: ନିତିନଗଡକରୀ

ନୂଆଦିଲ୍ଲୀ- ଚାଇନା ଦ୍ରବ୍ୟକୁ ଭାରତୀୟ ମାନେ ବୟକଟ କରିବା ସହିତ ହାଇୱେ ପ୍ରୋଜେକ୍ଟ କାମ ଚାଇନା କମ୍ପାନୀକୁ ମିଳିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନିତନୀ ଗଡକରୀ କହିଛନ୍ତି । ଏତଦ୍ ବ୍ୟତିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଚାଇନା ବିନିଯୋଗ କାରୀଙ୍କୁ ସାମିଲ ନକରିବାକୁ ସରକାର
Read More...

ତମାଲିନାଡକୁ ସାହାର୍ଯ୍ୟ ଦେବା ପାଇଁ ଶାହାଙ୍କ ପ୍ରତି ଶ୍ରୁତି

ନୂଆଦିଲ୍ଲୀ- ତାମିଲନାଡୁ ପ୍ୟାୱାର ପ୍ଲାଂଟ ବିସ୍ପୋରଣ ପରେ ସରକାରଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରତି ଶ୍ରୁତି ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେଭିଲ ପ୍ଲାଂଟରେ ବିସ୍ପୋରଣ ପରେ ସେଠାରେ କାମକରୁଥିବା କର୍ମଚାରୀ ମାନଙ୍କୁ ସିଆଇଏସଏଫ ଟିମ ରିଲିଫ୍ ଦେଇଛନ୍ତି । ଏହି ବିସ୍ପୋରଶରେ
Read More...

ପତଞ୍ଜଳି ଔଷଧରୁ କରୋନା ସଂକ୍ରମଣ ଦୂର

ନୂଆଦିଲ୍ଲୀ- କୋଭିଡ-୧୯ରୁ ମୁକ୍ତି ପାଇବା ପାଇଁ ରାମଦେବ ପ୍ରସ୍ତୁତ କରିଥିବା ପତଞ୍ଜଳି ମେଡିସନ ଦ୍ୱାରା କରୋନା ରୋଗ ଦୂର ହେଇଯାଉଛି ବୋଲି ରାମ ଦେବ କହିଛନ୍ତି । ଗତ ୩ ଦିନରେ ୬୭% ଓ ୭ ଦିନ ଭିତରେ ୧୦୦% କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ମେଡିସିନ ସେବନ କରିବା ଦ୍ୱାରା ୪୫ ଜଣ
Read More...

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇ- ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହି ସବୁକୁ ନଜରରେ ରଖି ଡେପୁଟି କମିଶନର ଜୁଲାଇ ୧୫ ପର୍ଯ୍ୟନ୍ତ ମୁମ୍ବାଇ ସହରରେ ୧୪୪ ଧାରା ଜାରି କରିଛନ୍ତି । ବିନା କାମରେ କୌଣସି ବ୍ୟକ୍ତି ଏଣେ ତେଣେ ବୁଲାବୁଲି କରିପାରିବ
Read More...