Browsing Category

ଦେଶ

ଚିନ୍ତା ବଢାଇଲା ଡେଲଟା ପ୍ଲସ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱୀତିୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲା ବେଳେ ଏବେ ଡେଲଟାହ ପ୍ଲସ୍ ଭାରଏଂଟା ଚିନ୍ତାର କାରଣ ହୋଇଛି । ଦେଶର ୪ଟି ରାଜ୍ୟରେ ଡେଲ୍ଟା ପ୍ଲାସ୍ ଭାରିଏଂଟା ଠାବ ହୋଇଛି । ଦେଶରେ ମୋଟ୍ ୪୦ଜଣଙ୍କ ଠାରେ ଡେଲଟା ପ୍ଲସ୍ ଭାରିଏଂଟା ଭୂତାଣୁ ଚିହ୍ନଟ
Read More...

କୋଭାକ୍ସିନ ଫେଜ-୩ ଟ୍ରାଏଲ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,: କରୋନା ବିରୋଦ୍ଧରେ ବ୍ୟବହାର ହେଉଥିବା କୋଭାକ୍ସିନ ଟିକା କେତେ ସଫଳ? ତାହା ଜାଣିବା ପାଇଁ ଚାଲିଥିବା ଟିକାର ଫେଜ-୩ ଟ୍ରାଏଲ ରିପୋର୍ଟ ଆଜି ଭାରତ ବାୟୋଟେକ ପକ୍ଷରୁ ଡିସିଜିଆଇ ନିକଟେରେ ଦାଖଲ କରାଯାଇଛି । ଏବେ ଡିସିଜିଆଇର ସବଜେକ୍ଟ ଏକ୍‌ସପର୍ଟ କମିଟି(ଏସଇସି) ଏହାର ଫଳାଫଳ
Read More...

ସରକାରୀ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ

ନୁଆଦିଲ୍ଲୀ: ଦେଶରେ ଆରମ୍ଭ କରିଥିବା ବିଶାଳ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ । ଟିକାକରଣ ଅଭିଯାନର ପ୍ରଚାର ଓ ପ୍ରସାରଣ ପାଇଁ ବ୍ୟାନର/ହୋଡିଂ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁମୋଦନ କମିଶନ(ୟୁଜିସି) କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି କହିଛି ଯେ,
Read More...

କରୋନାକୁ ନେଇ ଶ୍ୱେତପତ୍ର ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ମହମାରୀ କରୋନାକ୍‌ୁ ନେଇ ଶ୍ୱେତପତ୍ର ଜାରି କଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଶ୍ୱେତପତ୍ରରେ ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କୁ ସତର୍କ କରିବା ସହ କେତେକ ପ୍ରସ୍ତାବ ଦେଇଛନ୍ତି ରାହୁଲ । କହିଛନ୍ତି ଦ୍ୱିତୀୟ ଲହରକୁ ନେଇ ବୈଜ୍ଞାନିକମାନେ ସରକାରଙ୍କୁ
Read More...

ଅଲିମ୍ପିକ୍ସ ହକି ଟିମ ଉପ ଅଧିନାୟକ ହେଲେ ବୀରେନ୍ଦ୍ର

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ପୁରୁଷ ହକି ଟିମରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଉପଅଧିନାୟକ ହୋଇଛନ୍ତି ଓଡିଆ ପୁଅ ବୀରେନ୍ଦ୍ର ଲାକ୍ରା । ଲାକ୍ରା ଓ ହରମନପ୍ରିତ ସିଂହ ଟୁର୍ଣ୍ଣାମେଂଟରେ ଉପଅଧିନାୟକ ଦାୟୀତ୍ୱ
Read More...

ଦେଶରେ ଦୈନିକ ସଂକ୍ରମଣ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ୨୪ ଘଂଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨
Read More...

ହଇରାଣ କରୁଛି କେନ୍ଦ୍ରୀୟ ଏଜେନ୍ସି, ବିଜେପି ସହ ହାତ ମିଳାଇବା ଭଲ: ଶିବସେନା

ମୁମ୍ବାଇ: ବିଜେପି ଠାରୁ ଅଲଗା ହୋଇ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନାର ଜଣେ ବିଧାୟକ ବଡ଼ ବୟାନ ଦେଇଛନ୍ତି । ଦଳର ନେତାମାନଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହଇରାଣରୁ ରକ୍ଷା କରିବା ପାଇଁ ଶିବସେନା ପୁଣିଥରେ ବିଜେପି ସହ ହାତ ମିଳାଇବା ଭଲ ବୋଲି ସେ ମତ ଦେଇଛନ୍ତି । ଏ ସମ୍ପର୍କରେ ସେ
Read More...

ଯୋଗ ଏକ ସାମଗ୍ରିକ ଜୀବନ ପଦ୍ଧତି: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ ସାଧାନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବଦ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରୋ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ
Read More...

ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା, ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ତୃତୀୟ ଲହରକୁ ନେଇ ଆଶଙ୍କାରେ ରାହିଥିବା ବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର
Read More...

ଜାମ୍ମୁ-କାଶ୍ମୀର ନେଇ ୨୪ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକକୁ ଜାମ୍ମୁ-କାଶ୍ମୀର ସମସ୍ତ ୮ଟି ରାଜନୈତିକ ଦଳକୁ ଆମନ୍ତ୍ରଣ କରାଯାଇଛି । ବୈଠକରେ
Read More...