Browsing Category

ଦେଶ

ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ ଦେଶରେ ଉତ୍ପାଦିତ ଦ୍ରବ୍ୟ କିଣିବା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।  ଆମେ ଯଦି ସ୍ଥାନୀୟ ଉତ୍ପାଦ କିଣିବା ତେବେ ଦେଶକୁ ଶକ୍ତିଶାଳୀ କରିବାରେ ଭୂମିକା ଗ୍ରହଣ କରିପାରିବ ଏହା ମଧ୍ୟ ଦେଶ ପାଇଁ ଏକ ପ୍ରକାର ସେବା ।  ଦେଶ ପାଇଁ ସମସ୍ତଙ୍କର
Read More...

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୫,୨୮,୮୫୯କୁ ବୃଦ୍ଧି

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯,୯୦୬ରେ ପଂହଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩,୦୯,୭୧୨ ସୁସ୍ଥ
Read More...

୫ଲକ୍ଷ ଡେଇଁଲା କରୋନା

ନୂଆଦିଲ୍ଳୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢି ଚାଲିଛି । ସଂକ୍ରମଣ ସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଦିନରେ ୧୮ ହଜାର
Read More...

ଆତଙ୍କବାଦୀ ହମଲା : ୨ ନିହତ

ଶ୍ରୀନଗର : ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜବେହାରା ଠାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଓ ୫ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ସିଆରପିଏଫ ଟିମକୁ ଆତଙ୍କବାଦୀ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଭାରତୀୟ ସୁରକ୍ଷାକର୍ମି ଉକ୍ତ ଅଂଚଳରେ
Read More...

କରୋନା ମୁକାବିଲା: ଅନ୍ୟ ଦେଶ ତୁଳନାରେ ଭାରତ ସ୍ଥିତି ଖୁବ୍ ଭଲ

ନୂଆଦିଲ୍ଲୀ- କୋଭିଡ -୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତ ଭଲ ଅଛିି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଭ. ଡାକ୍ତର ଜୋସେଫ୍ ଟୋମା ମେଟ୍ରୋପଲିଟାନଙ୍କ ୯୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀ
Read More...

ଦିଲ୍ଲୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ- ରାଜଧାନୀରେ କରୋନା ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି । ତେଣୁ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିର୍ଦେଶ ଦେଇଛନ୍ତି । କରୋନା ଲକଡାଉନ ପାଇଁ ଅନଲାଇନ କ୍ଲାସ ଜାରି ରହିବ । ସମସ୍ତ ସରକାରୀ,
Read More...

ଜୁଲାଇ ୧୫ ଯାଏ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବିମାନ ସେବା ଜୁଲାଇ ୧୫ ଯାଏ ସ୍ଥଗିତ ରହିବ ବୋଲି ବେସାମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରତ୍ୟହ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ନିର୍ଦ୍ଧିଷ୍ଟ ସର୍ତ ସହିତ କିଛି ରୁଟ୍
Read More...

ଜୁଲାଇ ୧୫ସୁଦ୍ଧା ସିବିଏସଇ ପରୀକ୍ଷା ଫଳ

ନୂଆଦିଲ୍ଳୀ: ଆସନ୍ତର ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ, ଆଇସିଏସ୍ଇ, ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଆଜି ସିବିଏସଇ ପରୀକ୍ଷା କଟ୍ରୋଂଲର ସଂଯମ ଭରଦ୍ୱାଯ ଘୋଷଣା କରିଛନ୍ତି । ଭରଦ୍ୱାଦ ଆହୁରି ମଧ୍ୟ କହିଛନ୍ତି ଯେ, ନମ୍ବର ବଢାଇବା ନିମନ୍ତେ ସିବିଏସଇର ଦ୍ୱାଦଶ ଶ୍ରେଣୀର
Read More...

କୁଶୀନଗରରେ ହେବ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର

ଲକ୍ଷ୍ନୌ : ଉତରପ୍ରଦେଶର କୁଶୀନଗର ଠାରେ ପ୍ରତିଷ୍ଠାନ ହେବ ଅନ୍ତଃରାଷ୍ଟ୍ରିୟ ବିମାନ ବନ୍ଦର । କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିକାଶ ସହ ନିଯୁକ୍ତି କ୍ଷେତ୍ରରେ ନିଶ୍ଚିତ ସମ୍ଭାବନା ସୃଷ୍ଟି କରିବ । ଦକ୍ଷିଣ
Read More...

ଗୁଗୁଲ୍ ପେ ବିରୋଧରେ ଆରବିଆଇ

ନୂଆଦିଲ୍ଲୀ- ଆମେରିକାନ କମ୍ପାନୀ ଗୁଗୁଲୁ ପେ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଆଗରେ ମତ ରଖିଛନ୍ତି ଆରବିଆଇ । ଗୁଗୁଲ ପେ ଥାର୍ଡ ପାର୍ଟି ସେବା ପ୍ରଦାନ କାରୀ ସଂସ୍ଥା । ଏହା ଦେୟ ପ୍ରଣାଳୀ ସଂସ୍ଥା ନୁହେଁ । ପେମେଂଟ ଆପ୍ସ ପେମେଂଟ ଆଣ୍ଡ ସେଟେଲମେଣ ସିଷ୍ଟମ ଆକ୍ଟ ୨୦୦୭ ଅଧୀନରେ ଆସୁନାହିଁ ବୋଲି
Read More...