Browsing Category

ଦେଶ

ରାଜନୀତି ମହଲରେ ଚର୍ଚ୍ଚା : ସିଦ୍ଧୁଙ୍କ ବାସଭବନରେ ଲଟକିଲା ନୋଟିସ୍

ଅମୃତସର : କଂଗ୍ରେସ ନେତା ନବଜୋତ ସଂହ ସିଦ୍ଧୁଙ୍କ ଘର ସାମ୍ନାରେ ନୋଟିସ୍ ଲଗେଇଛି ବିହାର ପୋଲିସ । କ୍ରିକେଟର ରାଜନେତା ସିଦ୍ଧୁ ଗତ ୨୦୧୯ ଲୋକସଭା ନିର୍ବାଚନ ରାଲିରେ ବିହାରର ମୁସଲମାନ ସଂମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏକଜୁଟ କରି ତାଙ୍କ ବିରୁଦ୍ଧରେ ଭୋଟ
Read More...

ପ୍ରଥମେ ଗଲୱାନ ବର୍ତମାନ ଉତର ଲାଦାଖ

ଲଦାଖ : ଗଲୱାନ ଉପତ୍ୟକାରେ ଭାରତ - ଚୀନ ର ସୀମା ବିବାଦ ଥମିବାର ନାଁ ନେଉନାହିଁ । କୂଟନୀତିକ ଆଲୋଚନା ପରେ ଚୀନ ସେଠାରୁ କ୍ୟାମ୍ପ ହଟାଇ ନେଇଥିଲା ।କିନ୍ତୁ ଉତର ଲାଦାଖ ଡେ଼ସପାଙ୍ଗରେ ସେନା ସଜାଉଛି ଚୀନ । ଦୈାଲତ ବେଦ ଓଲ୍ଡରେ ଥିବା ଏୟାର ଷ୍ଟ୍ରିପର ଦକ୍ଷିଣ ପୂର୍ବରେ ଅନୁନ୍ୟ ୩୦ କିମି
Read More...

ପରିବାର ଠାରୁ ଦୂରେଇ ଦେଉଛି କରୋନା

ହାଇଦ୍ରାବାଦ : ଆରୋଗ୍ୟ ହେବା ପରେ ମଧ୍ୟ ରୋଗୀ ପ୍ରତି ବଦଳୁ ନାହିଁ ପରିବାର ଲୋକଙ୍କ ଦୃଷ୍ଟିଭଙ୍ଗୀ । କରୋନା କଷ୍ଟ ଅପେକ୍ଷା ବଳିଯାଉଛି ଅମାନବୀୟ ଚିନ୍ତାଧାରା । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୫୦ ରୁ ଉର୍ଦ୍ଧ୍ୱ କରୋନା ରୋଗୀଙ୍କୁ ସୁସ୍ଥ ହେବା ପରେ ଡ଼ିସଚାର୍ଜ କରିଦିଆଯାଇ ଘରକୁ
Read More...

‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ ୨% ସୁଧ ରିହାତି

ନୂଆଦିଲ୍ଳୀ. ୨୫/୦୬ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ 'ଶିଶୁ ଋଣ' ଆକାଉଣ୍ଟଧାରୀଙ୍କୁ ନିୟମିତ କିସ୍ତି ପ୍ରଦାନ କ୍ଷେତ୍ରରେ ୧୨ ମାସ ପାଇଁ ୨ ଶତାଂଶ ହାରରେ ଋଣ ରିଆତି ଦେବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

ସିବିଏସଇ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ- ବାତିଲ ହେଲା ସିବିଏସଇ ପରୀକ୍ଷା । ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟରେ ପରୀକ୍ଷା ହେବା ସମ୍ଭବ ନୁହେଁ । ଜୁଲାଇ ୧ରୁ ୧୫ ମଧ୍ୟରେ ପରୀକ୍ଷା ହେବା ପାଇଁ ସ୍ଥିର ହୋଇଥିଲା । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଚଆରଡି ପରୀକ୍ଷା ବାତିଲ କରିଛି । ସ୍ଥିତିରେ
Read More...

ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୫ ବର୍ଷ

ନୂଆଦିଲ୍ଲୀ- ଆଜିକୁ ୪୫ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଏହି ଅବସରରେ କେନ୍ଦ୍ରର ଶାସକ ଦଳ ବିଜପି କଂଗ୍ରେସ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ପ୍ରମୁଖ ନେତା ଟୁଇଟ କରି ସେଦିନର କଥାକୁ ମନେ ପକାଇଛନ୍ତି । ସେହି
Read More...

ସ୍ପେଶ୍ ସେକ୍ଟରରେ କାର୍ଯ୍ୟ କରିବେ ଘରୋଇ କମ୍ପାନୀ : ସିବନ

ନୂଆଦିଲ୍ଲୀ : ଭାରତର ମହାକାଶ ଗବେଷଣା ଓ ଅଭିଯାନ କ୍ଷେତ୍ରରେ ସାମିଲ ହେବା ପାଇଁ ଘରୋଇ କମ୍ପାନୀଙ୍କ ପାଇଁ ସୁଯୋଗ ଆଣିଛି ଇସ୍ରୋ । ଇସ୍ରୋ ପାଇଁ ସଂସ୍କାର ମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସରକାର ଏହି ନିଷ୍ପତି ନେଇଛନ୍ତି । ଯାହା ଶିଳ୍ପ ଭିତିଭୂମି ବିସ୍ତାର କରିବାରେ ପ୍ରମୂଖ
Read More...

ବରିଷ୍ଠ କଂଗ୍ରେସ ନେତା ଦିଗ୍ ବିଜୟ ସିଂହଙ୍କ ବିରୁଦ୍ଧରେ ରେ ମାମଲା ରୁଜୁ

ଭୋପାଳ : ସରକାରଙ୍କ ଆଦେଶ ଉଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ କଂଗ୍ରେସ ନେତା ଦିଗ୍ ବିଜୟ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ କୈଳାଶ ମିଶ୍ରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପେଟ୍ରୋଲ ଡ଼ିଜେଲ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ପକ୍ଷରୁ ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ
Read More...

କମାଣ୍ଡର ସ୍ତରୀୟ ଆଲୋଚନା ଭିତିରେ କାର୍ଯ୍ୟ କରିବେ ଭାରତ – ଚୀନ

ନୂଆଦିଲ୍ଲୀ : ଭାରତ - ଚୀନ ସୀମା ସଂଘର୍ଷକୁ ହ୍ରାସ କରିବା ପାଇଁ ଜୁନ ୨୪ରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଡ଼ବ୍ଲୁ୍ଏମସିସିର ୧୫ ତମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭାରତର ଯୁଗ୍ମ ସଚିବ ନବୀନ ଶ୍ରୀ ବାସ୍ତବ ଅଧ୍ୟକ୍ଷତା କରିଥିବାବେଳେ ଚୀନର ସୀମା ଓ ମହାସାଗର ବିଭାଗର ମହାନିର୍ଦ୍ଦେଶକ ହଙ୍ଗ
Read More...

ଫାଇନାଲ ପରୀକ୍ଷା ବାତିଲ ପାଇଁ ୟୁଜିସିର ପରାମର୍ଶ

ନୂଆଦିଲ୍ଲୀ- ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ବାକି ଥିବା ଫାଇନାଲ ପରୀକ୍ଷା ନକରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଗତ ସେମିଷ୍ଟାରର ଓ ଇଣଂଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ କରୋନା
Read More...